Browsing Category
Featured
BSF କ୍ୟାମ୍ପରେ ବିଦ୍ୟୁତ୍ ଚାର୍ଜ: ଜଣେ ଡିଭିଏଫ୍ ଯବାନ ମୃତ, ୨ ଗୁରୁତର
ରାଇଘର(ଓଡ଼ିଶା ଭାସ୍କର): ନବରଙ୍ଗପୁର ଜିଲ୍ଲା BSF ପୋଲିସ କ୍ୟାମ୍ପରେ ଘଟିଛି ଅଘଟଣ । ବିଦ୍ୟୁତ୍ ଚାର୍ଜ ହୋଇଯିବାରୁ ଜଣେ ଡିଭିଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୨ ଜଣ ଯବାନ ଗୁରୁତର ହୋଇଥିବା ବେଳେ…
ହୀରା ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢ଼ାଉ, ୫୦୦ କୋଟିର ଠକେଇ
ନୂଆଦିଲ୍ଲୀ: ଗୁଜୁରାଟର ଜଣେ ହୀରା ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ । ବ୍ୟବସାୟୀଙ୍କ ୨୩ଟି ଠିକଣାରେ ରେଡ୍ କରିବାରୁ ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କାର ଜାଲିଆଲି ଧରାପଡିଛି ।
ଆୟକର ବିଭାଗର ବୟାନ…
ବାତ୍ୟା ‘ଗୁଲାବ୍’କୁ ସାମନା କରିବା ପାଇଁ ନବୀନ ସରକାରଙ୍କ ସଜବାଜ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ର ସାମନା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । ସୂଚନା ମୁତାବକ, ଏହି ଅବପାତ ବର୍ତ୍ତମାନ ଗୋପାଳପରୁଠାରୁ ୪୭୦…
ଅକ୍ଟୋବର ମାସରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ, ଶୀଘ୍ର ସାରିଦିଅନ୍ତୁ କାମ
ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ସରିବାକୁ ଆଉ ମାତ୍ର କେଇଟା ଦିନ ରହିଛି । ତେବେ ଅକ୍ଟୋବର ମାସରେ ଅନେକ ପର୍ବପର୍ବାଣୀ ରହିଛି । ଯେଉଁଥିପାଇଁ ଅକ୍ଟୋବର ମାସରେ ୨୧ ଦିନ ଯାଏ ବ୍ୟାଙ୍କ ବନ୍ଦ ରହିବ । ଆସନ୍ତା ମାସରେ…
ଅରିନ୍ଦମଙ୍କ ପରିବାରକୁ ୪ ଲକ୍ଷର ସହାୟତା ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଣ୍ଡଳିଠାରେ ଗତକାଲିର ହାତୀ ଅପରେସନ ବେଳେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼୍ରାଫ୍ ଟିମର ଜଣେ ବୁଡାଳି ଏବେ ବି ନିଖୋଜ ଅଛନ୍ତି । ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଓଟିଭି…
ମୋଦୀଙ୍କ ପାଖରେ ଅଛି କେବଳ ୩୬ହଜାର କ୍ୟାସ୍, ମୋଟ ସମ୍ପତ୍ତି ୩ କୋଟି; ଜାଣନ୍ତୁ କେଉଁଠି କରନ୍ତି ନିବେଶ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତି ବୃଦ୍ଧି ପାଇ ୩.୦୭ କୋଟି ଟଙ୍କା ହୋଇଯାଇଛି । ଗତବର୍ଷ ତୁଳନାରେ ମୋଦୀଙ୍କ ସମ୍ପତ୍ତି ବୃଦ୍ଧି ହୋଇଛି । ଗତବର୍ଷ ତାଙ୍କ ପାଖରେ ୨.୮୫ କୋଟି ରହିଥିଲା । ଏବେ…
ରାସ୍ତା ମଝିରେ ଏ କି ଅଭଦ୍ରାମି! ମହିଳାଙ୍କୁ ବାନ୍ଧିକି ପିଟିଲେ, ପୁଅକୁ ବି ଛାଡ଼ିଲେନି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାସ୍ତା ମଝିରେ ଜଣେ ମହିଳାଙ୍କୁ ଆକ୍ରମଣ କରିଛନ୍ତି ଜଣେ ଯୁବକ ଓ ତାଙ୍କର ପରିବାରବର୍ଗ । ସେମାନେ ମହିଳା ଓ ତାଙ୍କର ପୁଅକୁ ମରଣାନ୍ତକ ଆକ୍ରମଣ କରିବା ସହ ନାନା ପ୍ରକାର ଅଶ୍ଲୀଳ ମନ୍ତବ୍ୟ…
‘ବାହାଦୁରୀ ପଣିଆ ଯୋଗୁଁ ଜୀବନ ଗଲା’, ଓଡ୍ରାଫ୍ ଟିମର ଭୂମିକା ନେଇ ଏପରି କହିଲେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଣ୍ଡଳିଠାରେ ଗତକାଲିର ହାତୀ ଅପରେସନ ବେଳେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼୍ରାଫ୍ ଟିମର ଜଣେ ବୁଡାଳି ଏବେ ବି ନିଖୋଜ ଅଛନ୍ତି । ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ…
ମାଡ଼ି ଆସୁଛି ବାତ୍ୟା: ଅଳ୍ପ ପବନ, ପ୍ରବଳ ବର୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ଥଳଭାଗ ଆଡ଼କୁ ମାଡି ଆସୁଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା । ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ପ୍ରଦୀପ ଜେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଆଇଏମଡିଙ୍କ ଆକଳନ ଅନୁସାରେ…
୧୦ ମିନିଟରେ ପିଇଦେଲେ ଦେଢ଼ ଲିଟର୍ କୋଲ୍ଡ ଡ୍ରିଙ୍କ୍ସ, ୬ ଘଣ୍ଟାପରେ ଯୁବକଙ୍କ ଚାଲିଗଲା ଜୀବନ; ଡାକ୍ତର କହିଲେ ଏପରି
ନୂଆଦିଲ୍ଲୀ: ଚୀନର ଡାକ୍ତର ମାନେ ଦାବି କରିଛନ୍ତି ଯେ, ହିଟ୍ ୱେବ୍ କାରଣରୁ ୧୦ ମିନିଟ୍ ଭିତରେ ଜଣେ ବ୍ୟକ୍ତି ୧.୫ ଲିଟର୍ କୋଲ୍ଡ ଡ୍ରିିଙ୍କ୍ସ ପିଇବା କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ନାମ ଖୁଲାସା…