fbpx
Browsing Category

Featured

ପିପିଲି ଉପନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

ଭୁବନେଶ୍ୱର, ୫ା୪ (ଓଡିଶା ଭାସ୍କର): ପିପିଲିରେ ପ୍ରଚାର ମଇଦାନକୁ ଓହ୍ଲାଇବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ମତଦାନ ପାଇଁ ଆଉ ଅଳ୍ପଦିନ ବାକି ଥିବାରୁ ପ୍ରଚାର ଜୋରଦାର ହେବ । ବିଜେଡି ପିପିଲିରେ ବିପୁଳ ଭୋଟରେ…

ଇଣ୍ଡିଆନ୍ ଆଇଡଲ୍ ମଞ୍ଚରେ ତାଜା ହେଲା ରେଖା-ଅମିତାଭଙ୍କ ପ୍ରେମ କାହାଣୀ

ମୁମ୍ବାଇ, ୫ା୪ (ଓଡିଶା ଭାସ୍କର) : ବଲିଉଡର ଏଭରଗ୍ରୀନ ବିୟୁଟି ରେଖା, ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ପୁରୁଣା ଦିନର ସ୍ମୃତି ମନେ ପକାଇ ଭାବ ବିହ୍ୱଳ ହୋଇ ପଡିଛନ୍ତି । ନିକଟରେ ଅର୍ଥାତ୍ ଚଳିତ ସପ୍ତାହ ସୋନି ଟିଭିରେ…

ବନ୍ୟା ବିତ୍ପାତ: ୭୫ ଜଣଙ୍କ ମୃତ୍ୟୁ, ୧୨ ନିଖୋଜ, ଜାଣନ୍ତୁ କେଉଁଠି

ଜାକର୍ତ୍ତା, ୫ା୪: ଇଣ୍ଡୋନେସିଆକୁ ବନ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ଦୁର୍ବିପାକ ଗ୍ରାସ କରିଛି । ଏହି ବିତ୍ପାତ ଦ୍ୱାରା ୭୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ନିଖୋଜ ରହିଥିବା ଜଣାପଡ଼ିଛି । ତେବେ ଏହି…

ଟ୍ରାକ୍ଟରକୁ ଏକ ଲକ୍ଷ ଟଙ୍କା ଫାଇନ୍

ଟିକିରି, ୫ା୪ (ଓଡିଶା ଭାସ୍କର): ରାୟଗଡ଼ା ଜିଲ୍ଲାରେ ଏକ ଟ୍ରାକ୍ଟରକୁ ଏକଲକ୍ଷ ଟଙ୍କାର ଫାଇନ୍ କରାଯାଇଛି । ଗାଡ଼ିର କାଗଜପତ୍ର ଠିକ ନ ଥିବାରୁ ଟ୍ରାକ୍ଟରକୁ ୧ ଲକ୍ଷ ୪୧ ହଜାର ଟଙ୍କା ଜରିମାନା କରିଛନ୍ତି ରାୟଗଡ଼ା ଆଞ୍ଚଳିକ…

ପୁଣି ଆନ୍ଧ୍ରର ଦାଦାଗିରି: ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର, ୫ା୪ (ଓଡିଶା ଭାସ୍କର): କିଛିଦିନର ନିରବତା ପରେ ପୁଣି ଆନ୍ଧ୍ରର ଦାଦାଗିରି ଆରମ୍ଭ ହୋଇଛି । କୋଟିଆରେ ନିର୍ବାଚନ ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଞ୍ଚାୟତ ନିର୍ବାଚନ ପରେ…

ଏକ ଲକ୍ଷ ଟପିଲା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା, ୪୭୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୫ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୭୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୧୦୧କୁ ବୃଦ୍ଧି…

ଆଜିଠାରୁ ନବମ ଓ ଦଶମ ଶ୍ରେଣୀ ପ୍ରି-ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୫ା୪ (ଓଡିଶା ଭାସ୍କର): ଆଜିଠାରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପ୍ରି-ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ମାଧ୍ୟମିକ ସ୍କୁଲ ସଂଘ (ଓଷ୍ଟା) ପକ୍ଷରୁ ଏହି ପରୀକ୍ଷା ତିନିଦିନ ଧରି ଚାଲିବ । ପ୍ରାୟ ୬…

ଏଟିଏମରୁ କଟାଫଟା ନୋଟ୍ ବାହାରୁଛି କି, ଜାଣନ୍ତୁ କ’ଣ କରିବେ

ନୂଆଦିଲ୍ଲୀ, ୫ା୪: ଅନେକ ଲୋକ ଏଟିଏମରୁ ଟଙ୍କା କାଢ଼ିବା ସମୟରେ ବେଳେବେଳେ ସେଥିରୁ କଟାଫଟା, ଖରାପ ନୋଟ୍ ବାହାରିଥାଏ । ଏହାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ । ଏଥିପାଇଁ ଆପଣଙ୍କୁ କିଛି ବିଶେଷ ଦିଗ…