
Browsing Category
Featured
ପଚା ଅଣ୍ଡା ଭର୍ତ୍ତି ଗାଡ଼ି ଜବତ ଘଟଣା: ସିଲ୍ ହେଲା ବେକେରୀ
କଟକରେ ବେକେରୀକୁ ଯାଉଥିବା ପଚା ଅଣ୍ଡା ଭର୍ତ୍ତି ଗାଡ଼ି ଜବତ ଘଟଣା । ସାଆନ୍ତସାହିର ବିକ୍ରମ ବେକେରୀକୁ ସିଲ୍ କରି ସାମଗ୍ରୀ ଜବତ କଲା ସିଏମସି । ପଚା ଅଣ୍ଡା କେକ୍ ରେ ମିଶୁଥବା ଖବର ମିଳିବା ପରେ ନିଆଗଲା…
Ipl ୨୦୨୧: ଟସ ଜିତି ଆରସିବିର ବୋଲିଂ ନିଷ୍ପତ୍ତି
ନୂଆଦିଲ୍ଳୀ: ଆଇପିଏଲ ୨୦୨୧ର ୫୨ ତମ ମୁକାବିଲାରେ ପରସ୍ପରର ମୁକାବିଲା କରିବାକୁ ଯାଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ । ପ୍ଲେ ଅଫରେ ପ୍ରବେଶ କରି ସାରିଥିବା ଆରସିବି ଟସ ଜିତି…
କେମିତି ପାଇବେ କୋଭିଡ ମୃତ୍ୟୁ ପ୍ରମାଣପତ୍ର; ଜାରି ହେଲା ଗାଇଡାଇନ
କୋଭିଡ ଜନିତ ମୃତ୍ୟୁର ପ୍ରମାଣପତ୍ର ନେଇ ଗାଇଡଲାଇନ୍ । ଗାଇଡଲାଇନ ଅନୁଯାୟୀ ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ହେବ କମିଟି । କମିଟିରେ ଏଡିଏମ, ସିଡିଏମଓ ଓ ମେଡିକାଲ କଲେଜର ମୁଖ୍ୟ ରହିବେ । ଜଣେ…
କୋଟିଆରେ ପୁଣି ପଶିଲା ଆନ୍ଧ୍ର
କୋରାପୁଟ: ପୁଣି କୋଟିଆରେ ପଶିଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ । ଫାଟୁସିନେରୀରେ ସଲପଗୁଡ଼ା, ହରମାଣ୍ଡାରିରେ କରାଇଲେ ମାଗଣା ଚକ୍ଷୁ ପରୀକ୍ଷା ଶିବିର । ଶିବିରରେ ୫୦ରୁ ଉଦ୍ଧ୍ୱର୍ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା…
ନଦୀମ ଆଇଏସଆଇ ମୁଖ୍ୟ
ନୂଆଦିଲ୍ଲୀ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ନୂଆ ମୁଖ୍ୟ ନିଯୁକ୍ତ । ଲେଫ୍ଟନାଣ୍ଟ ଜେନେରାଲ ନଦୀମ ଅଂଜୁମ ହେଲେ ନୂଆ ମୁଖ୍ୟ । ନଦୀମଙ୍କ ନିଯୁକ୍ତି ନେଇ ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରକାଶ ।
ଆର୍ଯ୍ୟନ ଖାଇଲେ ବଡେମିୟାଁର ବିରିୟାନୀ; ଖାଇବା ଅର୍ଡର କଲା NCB
ନୂଆଦିଲ୍ଳୀ: ଡ୍ରଗ୍ସ ସେବନ ମାମଲାରେ ଏନସିବି ହେପାଜତରେ ରହିଥିବା ଆର୍ଯ୍ୟନ ଖାନ ବଡେମିୟାଁର ବିରିୟାନୀ ଖାଇଛନ୍ତି । ଏନସିବି ପକ୍ଷରୁ ଏହି ଖାଇବା ଅର୍ଡର କରାଯାଇଥିବା ଜଣାପଡିଛି । ବଲିଉଡ ସେଲିବ୍ରିଟିଙ୍କ ପ୍ରଥମ…
ତୃତୀୟ ଲିଙ୍ଗିଙ୍କ ଅଭିଯୋଗର ସମାଧାନ ପାଇଁ ସ୍ୱତନ୍ତ୍ର ଅଧିକାରୀ
କାର୍ଯ୍ୟକ୍ଷେତ୍ରରେ ତୃତୀୟ ଲିଙ୍ଗିଙ୍କୁ ଭେଦଭାବ ମନା, ମିଳିବ ସମାନ ସୁବିଧା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା । କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଭଳି ତୃତୀୟ…
ପୂର୍ବତନ ମନ୍ତ୍ରୀଙ୍କ ବିବାଦୀୟ ବୟାନ; କ୍ରୁଜ ଲାଇନରରୁ NCBକୁ ମିଳିନି ଡ୍ରଗ୍ସ
ମୁମ୍ବାଇ: ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରେ ଛନ୍ଦି ହେବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଆର୍ଯ୍ୟନଙ୍କୁ ୪ ଦିନିଆ ଏନସିବି ରିମାଣ୍ଡରେ ପଠା ଯାଇଥିବା ବେଳେ ସମଗ୍ର ବଲିଉଡ…
ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଟାବଲେଟ ଏବଂ ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା
ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କୁ ମାଗଣା ସ୍ମାର୍ଟଫୋନ ଏବଂ ଟାବଲେଟ୍ ଦେବେ ଉତ୍ତରପ୍ରଦେଶ ଯୋଗୀ ସରକାର । ରାଜ୍ୟର ଯୁବକଙ୍କୁ ବୈଷୟିକ ଭାବରେ ସଶକ୍ତ କରିବା ପାଇଁ ୟୁପି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।…
ଆଧାର କାର୍ଡ ମାଧ୍ୟମରେ ବି ପଠାଇପାରିବେ ଟଙ୍କା, ଜାଣନ୍ତୁ ପ୍ରୋସେସ୍
ନୂଆଦିଲ୍ଲୀ: ଯଦି ଆପଣ ପେମେଣ୍ଟର ଡିଜିଟାଲ ମୋଡ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଗୁରୁତ୍ୱପୂର୍ଣ୍ଣ ଖବର । ଏଚ୍ଚିକି ଆପଣ ଆଧାର ନମ୍ବରରୁ ବି ପେମେଣ୍ଟ କରିପାରିବେ । ଯଦି ଆପଣ ଯାହାକୁ ଟଙ୍କା ପଠାଇବାକୁ…