fbpx
Browsing Category

Featured

ଦେଶରେ ୨୪ ଘଣ୍ଟାରେ ୯୪ ମୃତ, ୧୧ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୦ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୨୫୨କୁ ବୃଦ୍ଧି…

ପୂର୍ବଶତ୍ରୁତାରୁ ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ରାଉରକେଲା, ୧୦ା୨ (ଓଡିଶା ଭାସ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଉରକେଲାରେ ଜଣେ ହୋଟେଲ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଘରେ ପଶି ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ଫଳରେ ବ୍ୟବସାୟୀ ସଜ୍ଜନ ମିତ୍ତଲଙ୍କ ମୃତ୍ୟୁ…

କର୍ତ୍ତବ୍ୟରେ ଅବହେଳା ଅଭିଯୋଗ: ନିଲମ୍ବିତ ହେଲେ ଏଏସଆଇ

ପୁରୀ, ୧୦ା୨ (ଓଡିଶା ଭାସ୍କର): କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ପୁରୀ ଜିଲ୍ଲା ତାଳବଣିଆ ଏଏସଆଇ ଲକ୍ଷ୍ମଣ ସରନ୍ । ପୁରୀ ଏସପି କନୱର ବିଶାଲ ସିଂ ଲକ୍ଷ୍ମଣଙ୍କୁ ନିଲମ୍ବିତ କରିଛନ୍ତି ।…

ଅଗ୍ନିକାଣ୍ଡ: ଜଳିଗଲା ୪ ବସ୍ ଓ ୧ ସ୍କର୍ପିଓ

ଭଦ୍ରକ, ୧୦ା୨ (ଓଡିଶା ଭାସ୍କର): ଭଦ୍ରକରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୪ଟି ବସ୍ ଓ ଗୋଟିଏ ସ୍କର୍ପିଓ ଜଳିଯାଇଛି । ଟାଉନ ଥାନା ଡାହାଣୀଗଡ଼ିଆ ସ୍ଥିତ ହରିଶଙ୍କର ଗ୍ୟାରେଜରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି ।…

ଆଜିଠାରୁ ଖୋଲିବ ଇଞ୍ଜିନିୟରିଂ କଲେଜ

ଭୁବନେଶ୍ୱର, ୧୦ା୨ (ଓଡିଶା ଭାସ୍କର): ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ଇଞ୍ଜିନିୟରିଂ କଲେଜ । ତେବେ କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବା ସହ ପାଠପଢ଼ା ଆରମ୍ଭ ହେବ ବୋଲି କୁହାଯାଇଛି । ଆସନ୍ତା ୧୭ ତାରିଖଠାରୁ ପାଠପଢ଼ା…

ଆଜି ଟେଡି: ପାର୍ଟନରଙ୍କୁ ଉପହାର ଦେବାକୁ ହୋଇଯାଆନ୍ତୁ ରେଡି

ଟେଡି ଡେ ଫେବୃଆରୀ ମାସ ୧୦ ତାରିଖରେ ପାଳନ କରାଯାଏ । ଏହି ଦିବସରେ ପ୍ରେମିକ ପ୍ରେମିକାମାନେ ଟେଡି ଉପହାର ଦେଇ ସାଥୀଙ୍କୁ ନିଜର ଭାବନା ପରିପ୍ରକାଶ କରିଥାନ୍ତି । ବଜାରରେ ବିଭିନ୍ନ ରଙ୍ଗ ଓ ଆକୃତିର ଟେଡି ମିଳିଥାଏ ।…

ଜାଣନ୍ତୁ ଆଜି କିପରି ବିତିବ ଆପଣଙ୍କ ଦିନ (ବୁଧବାର, ୧୦ ଫେବୃୟାରୀ ୨୦୨୧)

ମେଷ – ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ, ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ପ୍ରେମ ଜିବନ ଓ ସାଂସାରିକ ଜୀବନକୁ ନେଇ ଖୁସି ରହିବେ, ଲୋକସଂପର୍କ କ୍ଷେତ୍ରରେ ସମସ୍ୟା ଦେଖାଦେବ ।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ପୁରୀ ସେବାୟତମାନଙ୍କର ଏକ ପ୍ରତିନିଧି ଦଳ

ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): ପୁରୀର ସେବାୟତମାନଙ୍କର ଏକ ପ୍ରତିନିଧି ଦଳ ଆଜି ସଂଧ୍ୟାରେ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ଜଗନ୍ନାଥ ମନ୍ଦିର ପାଇଁ…