Browsing Category

Featured

ଝିଅ ବଡ଼ ହୋଇଗଲା, ସବୁ ସକ୍ଷମ… ତେଣୁ ଏମିତି କହିଲେ କୋର୍ଟ

ଓଡ଼ିଶା ଭାସ୍କର ବ୍ୟୁରୋ: ଝିଅ ବଡ଼ ହୋଇଗଲାଣି । ପ୍ରାପ୍ତ ବୟସ୍କା ହେବା ସହ ଶାରିରୀକ ଓ ମାନସିକ ଭାବରେ ସୁସ୍ଥ ଅଛି । ଏଥିସହ ଶିକ୍ଷା ଲାଭ ମଧ୍ୟ କରିଛନ୍ତି । ପୁଣି ପିତାଙ୍କ ନିକଟରୁ ଭରଣ ପୋଷଣ ମାଗିବ କାହିଁକି? ଏକଥା…

ରାଜ୍ୟରେ ୧୧,୪୫୦ ଶିକ୍ଷକ ପଦବୀ ପୂରଣ ପାଇଁ ଚାଲିଛି ବ୍ୟବସ୍ଥା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ଶିକ୍ଷା ଓ ଅର୍ଥନୀତିରେ ଅଧିକ ପ୍ରଭାବ ପଡ଼ିଛି । ଏହାରି ମଧ୍ୟରେ ରାଜ୍ୟରେ ୧୧,୪୫୦ ଶିକ୍ଷକ ପଦବୀ ପୂରଣ ପାଇଁ ବ୍ୟବସ୍ଥା କରାଯାଉଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

ବିବାହିତା ମହିଳାଙ୍କ ଉପରେ ଲଭ୍ ଲେଟର୍ ଫୋପାଡ଼ିବା ଅପରାଧ

ନାଗପୁର: ବିବାହିତା ମହିଳାଙ୍କ ଉପରେ ଲଭ୍ ଲେଟର୍ ବା ପ୍ରେମ ପତ୍ର ଫୋପାଡ଼ିବା ହେଉଛି ଏକ ଅପରାଧ । ଏପରି ଏକ ରାୟ କରିଛି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ । କୋର୍ଟ କହିଛି ଯେ, କୌଣସି ବିବାହିତା ମହିଳାଙ୍କ ଶରୀର ଉପରକୁ…

ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ କଟକଣା କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ…

ଏବେ Whatsappରେ ମିଳିବ Covid Vaccination Certificate, ଫଲୋ କରନ୍ତୁ ଏହି ୩ଟି ଷ୍ଟେପ୍

ନୂଆଦିଲ୍ଲୀ: ଏଣିକି ଆପଣମାନେ ସହଜରେ ନିଜର ହ୍ୱାଟସଆପରେ କୋଭିଡ୍ ଭ୍ୟାକ୍ସିନେସନ ସାର୍ଟିଫିକେଟ୍ ପାଇପାରିବେ । ଏଥିପାଇଁ ଆପଣଙ୍କୁ ମାତ୍ର ୩ଟି ଷ୍ଟେପ୍ ଫଲୋ କରି ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ । ସଂପ୍ରତି ସମଗ୍ର…

ଟି-୨୦ ବିଶ୍ୱ କପ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା, ଦଳରୁ ବାଦ ପଡିଲେ ଟେଲର ଓ ମୁନରୋ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ଆରମ୍ଭ ହେବାକୁ ଆଉ ଦୁଇ ମାସ ସମୟ ବାକି ରହିଛି । ଅକ୍ଟୋବରରେ ୟୁଏଇରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱ କପ୍ ପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଦଳ ଘୋଷଣା ମଧ୍ୟ ଆରମ୍ଭ…

ଘୋର କଳିଯୁଗ! ପାଠ ପଢ଼ିବାକୁ କହିବାରୁ ବେଲ୍ଟରେ ମାଆର ତଣ୍ଟିଚିପି ମାରିଦେଲା ଝିଅ

ମୁମ୍ବାଇ: ଜଣେ ୧୫ ବର୍ଷୀୟା ଝିଅ ସାମନ୍ୟ ବଚସାକୁ ନେଇ ନିଜ ମା'ଙ୍କା ହତ୍ୟା କରିଥିବା ଜଣାପଡ଼ିଛି । ଏହିଭଳି ଏକ ଖବର ଆସିଛି ମାୟା ନଗରୀ ମୁମ୍ବାଇରୁ । ଘଟଣା କ୍ରମେ, ମାଆ-ଝିଅଙ୍କ ମଧ୍ୟରେ ପାଠପଢ଼ା କଥାକୁ ନେଇ ଝଗଡ଼ା…

ଉଜ୍ଜ୍ୱଳା ୨.୦ ଯୋଜନାର ଶୁଭାରମ୍ଭ କଲେ ମୋଦୀ: ୧ କୋଟି ନୂଆ ଲୋକଙ୍କୁ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମହୋବାରେ ଉଜ୍ଜ୍ୱଳା ୨.୦ର ଲଞ୍ଚ କରିଛନ୍ତି । ଗରୀବ ରେଖାର ତଳେ ଥିବା ବିପିଏଲ ପରିବାରକୁ ଏହି ଯୋଜନା ମାଧ୍ୟମରେ ମାଗଣା ଏଲପିଜି କନେକ୍ସନ…

୧୨୯ ବର୍ଷ ପରେ ଅଲିମ୍ପିକ୍ସରେ ଦେଖିବାକୁ ମିଳିବ ଛକା-ଚୌକାର ରୋମାଞ୍ଚ ! ଆଇସିସି ଉଠାଇଲା ବଡ ପଦକ୍ଷେପ

ନୂଆଦିଲ୍ଲୀ : ଜୁଲାଇ ୨୩ରୁ ଜାପାନର ରାଜଧାନୀ ଟୋକିଓରେ ଆରମ୍ଭ ହୋଇଥିବା ଅଲିମ୍ପିକ୍ସ ସମାପ୍ତ ହୋଇ ସାରିଛି । କରୋନା ଭାଇରସ୍ ମହାମାରୀ ମଧ୍ୟରେ ଆୟୋଜିତ ଏହି ଖେଳରେ ଭାରତ ନିଜର ସର୍ବକାଳୀନ ଭଲ ପ୍ରଦର୍ଶନ କରିଛି ।…

‘ସ୍ୱପ୍ନ ପରି ଥିଲା ସ୍ୱର୍ଣ୍ଣ ପଦକ ଜିତିବା, ଏବେ ୯୦ ମିଟର ଫିଙ୍ଗିବା ମୋର ଲକ୍ଷ୍ୟ’

ନୂଆଦିଲ୍ଲୀ : ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ସେ ଭାରତକୁ ଦୌଡକୁଦରେ ପ୍ରଥମ ଅଲିମ୍ପିକ୍ସ ମେଡାଲ ଜିତାଇଛନ୍ତି । ନୀରଜ ଜାଭେଲିନ ଫିଙ୍ଗାର ଫାଇନାଲରେ ଦ୍ୱିତୀୟ ପ୍ରୟାସରେ…