Browsing Category
Featured
ରବିନସନଙ୍କୁ ୫ ୱିକେଟ ସଫଳତା; ଇନିଂସ ଓ ୭୬ ରନରେ ହାରିଲା ଭାରତ
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବାକ ତୃତୀୟ ଟେଷ୍ଟକୁ ଇନିଂସ ଓ ୭୬ ରନରେ ଜିତି ନେଇଛି ଘରୋଇ ଦଳ । ଲିଡ୍ସରେ ଖେଳା ଯାଇଥିବା ଟେଷ୍ଟକୁ ଜିତି ନେବା ସହିତ ସିରିଜକୁ ୧-୧ରେ ବରାବର କରିଛି ଘରୋଇ ଦଳ ।…
ରୁଷିଆ ଠାରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବା ନେଇ ଚୁକ୍ତି କରିଛି ଭାରତ
ନୂଆଦିଲ୍ଲୀ: ଭାରତ ଜରୁରୀକାଳୀନ କ୍ରୟ ଅଧୀନରେ ରୁଷିଆ ନିକଟରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବା ପାଇଁ ଚୁକ୍ତି କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଦେଶର ସଶସ୍ତ୍ର ବାହିନୀ ପାଇଁ ଏହି ଚୁକ୍ତିନାମା କରାଯାଇଛି,…
୨୦୫୦ ବେଳକୁ ମୁମ୍ବାଇର ୮୦ ପ୍ରତିଶତ ଅଞ୍ଚଳ ସମୁଦ୍ରରେ ଲୀନ ହୋଇଯିବ: ବିଏମସି କମିଶନର୍
ମୁମ୍ବାଇ: ୨୦୫୦ ବେଳକୁ ନରୀମନ୍ ପଏଣ୍ଟ ଜିଲ୍ଲା ଏବଂ ରାଜ୍ୟ ସଚିବାଳୟ ସହିତ ଦକ୍ଷିଣ ମୁମ୍ବାଇର ଏକ ବଡ଼ ଅଂଶ ସମୁଦ୍ରରେ ଲୀନ ହୋଇଯିବ । ଏହିଭଳି କିଛି ଭବିଷ୍ୟବାଣୀ କରିଛନ୍ତି ମୁମ୍ବାଇର ବିଏମସି କମିଶନର ଇକବାଲ୍ ସିଂହ…
ନୀରଜଙ୍କ ନାମରେ ନାମିତ ହେଲା ଷ୍ଟାଡିୟମ; ସୁନା ପୁଅଙ୍କୁ ସେନାର ଉପହାର
ନୂଆଦିଲ୍ଲୀ:ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ନୀରଜ ଚୋପ୍ରାଙ୍କ ନାମରେ ପୁଣେର ଆର୍ମି ଷ୍ଟାଡିୟମକୁ ନାମିତ କରାଯାଇଛି । ଦେଶର ଏହି ସୁନାପୁଅର ସମ୍ମାନରେ ସେନା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ…
ଭାଗ୍ୟ ହେବ ତ ଏମିତି ! ଗାତ ଖୋଳୁ ଖୋଳୁ ଦୁଇ ବର୍ଷରେ ୬ଟି ହୀରା ପାଇଲେ ଚାଷୀ
ଭୋପାଳ: ଯଦି ଆପଣ ଭାଗ୍ୟ ଉପରେ ବିଶ୍ୱାସ କରୁଛନ୍ତି ତେବେ ଏହି ଖବର ଟିକୁ ପଢ଼ନ୍ତୁ । ଗୋଟିଏ କୃଷକକୁ ଖୋଦନ ବେଳେ ମିଳିଲା ୬.୪୭ କ୍ୟାରେଟ୍ ଗୁଣବତ୍ତାର ହୀରା । ଏହି ଖବର ଶୁଣିବାକୁ ମିଳିଛି ମଧ୍ୟପ୍ରଦେଶର ପନ୍ନା…
ପୁଣି ମୋଦୀଙ୍କ ଟାର୍ଗେଟରେ ଦିଦି; ଅଭିଷେକ ଓ ରୁଜିରାଙ୍କୁ EDର ସମନ
ନୂଆଦିଲ୍ଳୀ: ପୁଣି ଥରେ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ସଂସ୍ଥାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରାଙ୍କୁ ଇଡି…
ସାମ୍ବାଦିକାଙ୍କ କଳା କାରନାମା; ଖଣି ବ୍ୟବସାୟୀଙ୍କୁ ଅପହରଣ ପରେ ନିସ୍ତୁକ ମାଡ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖଣି ବ୍ୟବସାୟୀଙ୍କ ଅପହରଣ କରି ନିସ୍ତୁକମାଡ଼ । ଏହି ଘଟଣାରେ ୱେବ ପୋର୍ଟାଲର ଜଣେ ମହିଳା ସାମ୍ବାଦିକଙ୍କ ସହ ୪ଜଣକୁ ନନ୍ଦନକାନନ ଥାନା ପୁଲିସ ଗିରଫ କରିଛି । ଗିରଫ ସାମ୍ବାଦିକାଙ୍କ ନାମ…
ପାର୍ବଣ ଋତୁ ପାଇଁ ଆସିବ ନୂତନ ଗାଇଡଲାଇନ୍, ସଂକ୍ରମଣ ନିୟନ୍ତ୍ରଣରେ ଥିଲେ ନିୟମ ମାନିବା ଜରୁରୀ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାର୍ବଣ ଋତୁ ପାଇଁ ନୂତନ ଗାଇଡଲାଇନ୍ ଆସିବ । ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା ମହାମାରୀ ଜାରି ରହିଥିବାରୁ…
ଟୋକିଓ ପାରାଲିମ୍ପିକ୍ସ: ଫାଇନାଲରେ ପହଞ୍ଚି ଇତିହାସ ରଚିଲେ ଭବିନା
ନୂଆଦିଲ୍ଲୀ: ପ୍ରଥମ ମହିଳା ଟିଟି ଖେଳାଳି ଭାବରେ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଭବିନା ପଟେଲ । ଏହା ସହିତ ସ୍ୱର୍ଣ୍ଣ ପଦକରୁ ମାତ୍ର ଗୋଟିଏ ପାଦ ପଛରେ ଅଛନ୍ତି ଭବିନା । ସ୍ୱଣ୍ଣର୍କ ପଦକ ମୁକାବିଲାରେ ଭବିନା…
ପୁଅ-ଝିଅଙ୍କ ତଣ୍ଟି କାଟିବା ପରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଦମ୍ପତି
ଭୋପାଳ: ଆର୍ଥିକ ସଙ୍କଟ ପୂରା ପରିବାରର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ପୁଅ ଓ ଝିଅଙ୍କ ତଣ୍ଟି କାଟି ମାରିବା ପରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବାପା ମାଆ । ଏହିଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଭୋପାଳର…