fbpx
Browsing Category

Featured

ଜାଣନ୍ତୁ ସେଇ ସ୍ଥାନ ବିଷୟରେ, ଯେଉଁଠାରେ ବିବାହ କରିଥିଲେ ରାବଣ ଓ ମନ୍ଦୋଦରୀ

ରାମାୟଣରେ ଲଙ୍କା ସ୍ଥପତି ରାବଣ ବିଷୟରେ କିଏ ବା ନ ଜାଣେ । କୁହାଯାଏ, ଭାରତର ଏମିତି ଏକ ସ୍ଥାନ ରହିଛି, ଯେଉଁଠାରେ ରାବଣ ଓ ମନ୍ଦୋଦରୀ ବିବାହ କରିଥିଲେ । ଯୋଧପୁରର ମଣ୍ଡୋରର ରେଳ ଷ୍ଟେସନ ନିକଟରେ ଏକ ପାହାଡ଼ ଉପରେ ଗଣେଶ…

ଜୁଲାଇ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ନାହିଁ, ଶିଶୁଙ୍କ ଭବିଷ୍ୟତ ଅନ୍ଧାରରେ

ନୂଆଦିଲ୍ଲୀ, ୨୩ା୧୨: ଦିଲ୍ଲୀରେ ଜୁଲାଇ ମାସ ସୁଦ୍ଧା ନର୍ସରୀ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ । ତେଣୁ ୨୦୨୧-୨୨ ଏକାଡେମିକ ଅଧିବେଶନରେ ନର୍ସରୀ ଆଡମିଶନ ବାତିଲ କରାଯାଇପାରେ । କରୋନା ସମୟରେ ଦେଶରେ ସ୍କୁଲ, କଲେଜ,…

ଶ୍ରୀମନ୍ଦିର ଦର୍ଶନ ନେଇ ନୂଆ ଏସଓପି ଜାରି

ପୁରୀ, ୨୩ା୧୨ (ଓଡିଶା ଭାସ୍କର): ୯ ମାସ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ଅନୁମତି ଆଜି ମିଳିଛି । ତେବେ ପ୍ରଭୁଙ୍କ ଦର୍ଶନ ନେଇ ପ୍ରଶାସନ ତରଫରୁ ଏସଓପି ଜାରି କରାଯାଇଛି । ଭକ୍ତମାନେ ଏହାକୁ ମାନି…

ଜାଣନ୍ତୁ ଭାରତର ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଥିବା ଅଞ୍ଚଳ ବିଷୟରେ

ଶୀତ ଆଗମନରେ ଭାରତବର୍ଷର କିଛି ଅଞ୍ଚଳରେ ସୌନ୍ଦର୍ଯ୍ୟ ଝଲସି ଉଠିଥାଏ । ବିଶେଷ କରି ଦକ୍ଷିଣ ଭାରତରେ ଏପରି କିଛି ସ୍ଥାନ ରହିଛି । ପାହାଡ଼ ପର୍ବତ ଘେରା ଉକ୍ତ ଅଞ୍ଚଳରେ ଭୟଙ୍କର ଥଣ୍ଡା ପବନ ସାଙ୍ଗକୁ ତାପମାତ୍ରାରେ ହ୍ରାସ…

ପରୀ ମୃତ୍ୟୁ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ?

ନୟାଗଡ,୨୩ ।୧୨(ଓଡିଶା ଭାସ୍କର): ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ମନ୍ତ୍ରୀ ଅରୁଣ ସାହୁ ଆଜି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ ଭଗବାନ୍ ଓ ଓ ସମସ୍ତଙ୍କ ପାଖରେ ପ୍ରାର୍ଥନା କରୁଛି…