fbpx
Browsing Category

Featured

ପୋଲିସ ବିଭାଗର ଜରୁରୀକାଳୀନ ସେବା ପାଇଁ ୧୧୨ ନମ୍ବର

ଭୁବନେଶ୍ୱର, ୨ା୧୨ (ଓଡିଶା ଭାସ୍କର): ଏଣିକି ପୋଲିସ ବିଭାଗର ପ୍ରତ୍ୟେକ ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର ୧୧୨କୁ କାର୍ଯ୍ୟକାରୀ କରାଯାଇଛି । ଏନେଇ ଏକ ପ୍ରେସ ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…

ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି

କାନବେରା, ୨ା୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ୬୩ ରନର ଇନିଂସ ଖେଳି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁକରଙ୍କର ରେକର୍ଡ…

ଫାଇଜର ଟିକାକୁ ଅନୁମତି ଦେଲା ବ୍ରିଟେନ

ନୂଆଦିଲ୍ଲୀ,୨ ।୧୨: କରୋନା ଭ୍ୟାକ୍ସିନ ‘ଫାଇଜର’କୁ ଆଜି ଅନୁମତି ଦେଇଛନ୍ତି ବ୍ରିଟେନ ସରକାର । ଆସନ୍ତା ସପ୍ତାହରେ ବ୍ରିଟେନରେ ଫାଇଜର ଟିକା ଉପଲବ୍ଧ ହେବ । ଡିସେମ୍ବର ୭ରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମଥର…

ଘର ଭିତରର ବାୟୁ ଆପଣଙ୍କ ଜୀବନ ପ୍ରତି ବିପଦ ଆଣିପାରେ

ବାୟୁ ପ୍ରଦୂଷଣ ଆମ ଜୀବନ ପ୍ରତି ବିପଦ ଅଟେ । ପ୍ରତିବର୍ଷ ଡିସେମ୍ବର ମାସ ୨ ତାରିଖକୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ରୂପେ ପାଳନ କରାଯାଇଥାଏ । ଏକ ସର୍ଭେରୁ ଜଣାଯାଇଛି ଯେ ସର୍ବାଧିକ ପ୍ରଦୂଷିତ ଦେଶମାନଙ୍କ ମଧ୍ୟରେ…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ମାତ୍ର ୪୦୦ ଟଙ୍କାରେ ହେବ RT-PCR ଟେଷ୍ଟ

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ଘରୋଇ ଲ୍ୟାବ ପାଇଁ କରୋନା ଟେଷ୍ଟ ଫି’ର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର । ମାତ୍ର ୪୦୦ ଟଙ୍କାରେ ହେବ RT-PCR ଟେଷ୍ଟ । ଜିଏସଟି ସହିତ ଟେଷ୍ଟ ଫି ୪୦୦ ଟଙ୍କା ଧାର୍ଯ୍ୟ…

ରାଜ୍ୟରେ ୧୫ ଡିଗ୍ରୀ ତଳେ ୧୭ଟି ସହର

ଭୁବନେଶ୍ୱର,୨।୧୨(ଓଡିଶା ଭାସ୍କର): ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ୮.୮ ଡିଗ୍ରୀ ସହ ରାଜ୍ୟର ଶୀତଳ ସହର ହୋଇଛି ସୋନପୁର । ଆହୁରି ୪ରୁ ୫ ଦିନ ଯାଏ ରହିବ ଶୀତ । ବର୍ତ୍ତମାନ ରାଜ୍ୟରେ ୧୫ ଡିଗ୍ରୀ ତଳେ ୧୭ଟି…

ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ସଂଖ୍ୟା: ଆଜି ୪୮୦ ପଜିଟିଭ୍ ଚିହ୍ନଟ, ୬ ମୃତ

ଭୁବନେଶ୍ୱର,୨।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୪୮୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୭୬ ଜଣ ଓ…