fbpx
Browsing Category

Featured

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି?

ଭୁବନେଶ୍ୱର,୨୫ ।୧୧(ଓଡିଶା ଭାସ୍କର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । କୋଭିଡ…

୨୪ ଘଣ୍ଟାରେ କରୋନା ନେଲା ୪୮୧ ଜୀବନ

ନୂଆଦିଲ୍ଲୀ,୨୫।୧୧: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୪ ହଜାର ୬୯୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୩୭୬ ନୂଆ…

୧୫ ଡିଗ୍ରୀ ତଳେ ରାଜ୍ୟର ୧୩ ସହର

ଭୁବନେଶ୍ୱର,୨୫ ।୧୧(ଓଡିଶା ଭାସ୍କର): ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ୧୫ ଡିଗ୍ରୀ ତଳେ ରହିଛି ୧୩ଟି ସହର । ୮.୫ ଡିଗ୍ରୀ ସହ ଦାରିଙ୍ଗବାଡି ହୋଇଛି ସବୁଠାରୁ ଥଣ୍ଡା ସହର । ଏହା ସହ ସୁବର୍ଣ୍ଣପୁରରେ ୯.୪,…

ଭିଜିଲାନ୍ସ ଜାଲରେ IFS ଅଫିସର

ଭୁବନେଶ୍ୱର,୨୫।୧୧(ଓଡିଶା ଭାସ୍କର): IFS ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି ।୧୯୮୭ ବ୍ୟାଚ୍‌ର IFS ଅଭୟ ଅତିରିକ୍ତ PCCF ଅଛନ୍ତି । ଓଡ଼ିଶା ସମେତ ମହାରାଷ୍ଟ୍ର ଓ ବିହାରରେ ଏକକାଳୀନ ଚଢ଼ାଉ ହୋଇଛି ।…

ରାଶିଫଳ (ବୁଧବାର, ୨୫ ନଭେମ୍ବର ୨୦୨୦)

ମେଷ - ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି ।ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚ଼ିତ୍ । ବୃଷ - ଆଜି ଆପଣ ସବୁ ଚ଼ିନ୍ତା…

ଦୃଷ୍ଟିହୀନ ଝିଅକୁ ସାହାଯ୍ୟର ପ୍ରତିଶ୍ରୁତି ଦେଲେ କାଲିମେଳା ତହସିଲଦାର ।

ମାଲକାନଗିରି,୨୪/୧୧ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତଣ୍ଡାବାଇ ପଞ୍ଚାୟତ ଅନ୍ତର୍ଗତ ଏମ ଭି ୭୯ ର ବସନ୍ତି ଦାସ, ବୟସ ପାଖାପାଖି ୨୩ ବର୍ଷ। ପିଲାଟି ବେଳୁ ହାଡଫୁଟି ଜନିତ ରୋଗରେ ପୀଡ଼ିତ ହୋଇ ଦୁଇଟି ଯାକ ଆଖି…

ଆଜି ଆଉ ୬୪୮ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୪।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

AC ଚଲାଇଲେ ବି ଆସିବନି ଅଧିକ ବିଲ୍, ଜାଣନ୍ତୁ କିପରି

ଅଧିକାଂଶ ଲୋକେ ନିଜ ଘରେ ଏସିର ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି, ଯେଉଁଥିପାଇଁ ସେମାନଙ୍କର ବିଦ୍ୟୁତ୍ ବିଲ୍ ବଢିବାରେ ଲାଗିଛି । କିନ୍ତୁ କେତେକେ ଉପାୟ ଅଛି, ଯାହାକୁ କରିବା ଦ୍ୱାରା ଆପଣଙ୍କ ଏସି ବିଲ୍ ଅଧିକ…