fbpx
Browsing Category

Featured

ପାକିସ୍ତାନ ଉପରେ କଡା ପ୍ରହାର: ଭାରତୀୟଙ୍କ ଗୁଳିରେ ଟଳିଲେ ୮ ପାକ୍ ଯବାନ୍

ଶ୍ରୀନଗର,୧୩ ।୧୧: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନର କଡା ଜବାବ ଦେଲା ଭାରତ । ଏଲଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ଭାରତର ପକ୍ଷରୁ କଡା ଜବାବ ଦିଆଯାଇଛି । ଭାରତୀୟ ଯବାନଙ୍କ ଗୁଳିରେ ୮ ପାକିସ୍ତାନୀ ଯବାନ ମୃତ…

ଲିଙ୍ଗରାଜରେ ପୟାଶ୍ରାଦ୍ଧ ଓ ପିଣ୍ଡଦାନ ମନା

ଭୁବନେଶ୍ବର୧୩ ।୧୧(ଓଡିଶା ଭାସ୍କର) : କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପିଣ୍ଡଦାନ ଉପରେ ମଧ୍ୟ କଟକଣା ଲାଗିଯାଇଛି । ଲିଙ୍ଗରାଜ ମନ୍ଦିର ସିଂହଦ୍ବାର ଓ ବିନ୍ଦୁସାଗରରେ ପୟାଶ୍ରାଦ୍ଧ, ପିଣ୍ଡଦାନ୍‌କୁ ବ୍ୟାନ୍‌ କରିଛି…

ପାଟଣା ଥାନା ପୂର୍ବତନ ଆଇଆଇସିଙ୍କୁ ୨ ବର୍ଷ ଥାନା ପୋଷ୍ଟିଂ ମନା

ପାଟଣା,୧୩ ।୧୧(ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ୨ ବର୍ଷ ଥାନା ପୋଷ୍ଟିଂ ମନା ହୋଇଛି । ଥାନାରେ ନିଯୁକ୍ତି ନେଇ ଅଙ୍କୁଶ ଲଗାଇଛନ୍ତି ରାଜ୍ୟ ମାନବାଧିକାର…

ପୁଣି ବାହାହେବେ ପ୍ରଭୁଦେବା!

ମୁମ୍ବାଇ: ଲୋକପ୍ରିୟ ଅଭିନେତା ତଥା କୋରିଓଗ୍ରାଫର, ନିର୍ଦ୍ଦେଶକ ପ୍ରଭୁଦେବା ଆଜିକାଲି ବେଶ୍ ଚର୍ଚ୍ଚାରେ ରହିଛନ୍ତି । ସେ ଏବେ ରିଲେସନସିପ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ । ପୁଣି ଥରେ ତାଙ୍କୁ ପ୍ରେମ ହୋଇଯାଇଛି । ଏବଂ…

ଏଣିକି ୬ କଏଦୀଙ୍କ ପାଇଁ ଜଣେ ସୁରକ୍ଷା କର୍ମୀ, ନୂଆ ଜେଲ ମାନୁଆଲ୍ କାର୍ଯ୍ୟକାରୀ

ଭୁବନେଶ୍ୱର,୧୩ ।୧୧(ଓଡିଶା ଭାସ୍କର): ସରକାରଙ୍କ ଅନୁମୋଦନ ପରେ ଲାଗୁ ହୋଇଛି ନୂଆ ଜେଲ୍ ମାନୁଆଲ । ସରକାରଙ୍କ ଅନୁମୋଦନ ପରେ ନୂଆ ଜେଲ ମାନୁଆଲ ଲାଗୁ ହୋଇଛି । ସେପ୍ଟେମ୍ବର ୨୯ରେ ବିଜ୍ଞପ୍ତି ପ୍ରକାଶ ପରେ କାର୍ଯ୍ୟକାରୀ…

ଅନଲାଇନ୍ ଶିକ୍ଷା ପାଇଁ ଟିସିଏସ୍ ସହ ଚୁକ୍ତି

ଭୁବନେଶ୍ୱର,୧୩ ।୧୧(ଓଡିଶା ଭାସ୍କର): ରାଜ୍ୟରେ ଆଦର୍ଶ ଓ ଉକ୍ରର୍ଷ ସ୍କୁଲରେ ଅନଲାଇନ୍ ଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଓ ଟିସିଏସ ମଧ୍ୟରେ ଚୁକ୍ତି ହୋଇଛି । ୨୧୪ ଆଦର୍ଶ ସ୍କୁଲ ଓ ୧୦୧ ଉକ୍ରର୍ଷ…

ଏଣିକି ସ୍କୁଲ୍ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର,୧୩ ।୧୧(ଓଡିଶା ଭାସ୍କର): ଏଣିକି ସ୍କୁଲ୍ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’ । ବନ୍ଦେ ଉତ୍କଳ ଜନନୀ ସ୍ଥାନ ପାଇବା  ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମାଧ୍ୟମିକ…