CHARIDHAM
Browsing Category

Featured

30 ଦିନ ଯାଏଁ ନିଜ ପ୍ରିୟ ରାଶିରେ ରହିବେ ସୂର୍ଯ୍ୟଦେବ, ଆଜିଠୁ ଏହି ରାଶିଙ୍କର ଆରମ୍ଭ ହେଲା ଗୋଲ୍ଡେନ୍ ଟାଇମ୍

ଓଡ଼ିଶା ଭାସ୍କର: ସିଂହ ରାଶିରେ ସୂର୍ଯ୍ୟଙ୍କ ଗୋଚରକୁ ବହୁତ ବିଶେଷ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଯେତେବେଳେ ବି ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଏହି ରାଶିରେ ପ୍ରବେଶ କରନ୍ତି, ତାଙ୍କର ସ୍ଥିତି ବହୁତ ମଜବୁତ…

“ଯାହା କରୁଚୁ କର, ମୁଁ ଲୋକାଲ ପିଲା, ଚାଲାଣ ଦେବିନି”…ରାଗିଗଲେ ଟୋଲ୍ କର୍ମଚାରୀ, ଯବାନଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ…ଦେଖନ୍ତୁ ଭିଢିଓ

ମିରଟ: ଉତ୍ତରପ୍ରଦେଶର ମିରଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଭୁନି ଟୋଲ ପ୍ଲାଜାରେ ଭାରତୀୟ ସେନାର ଜଣେ ଯବାନଙ୍କୁ ଖୁଣ୍ଟରେ ବାନ୍ଧି ଅତି ନିଷ୍ଠରୁ ଭାବରେ ମାଡ଼ ମରାଯାଇଛି । ଯାହାରା ଭିଡିଓ…

ଚମତ୍କାର ନା ବିଜ୍ଞାନ ! ମୁଣ୍ଡ କାଟିଦେଲେ ମଧ୍ଯ ମରେନି ଏ ଅଦ୍ଭୁତ ଜୀବ, ଜାଣି ନ ଥିବେ ହେଲେ ସବୁବେଳେ ଦେଖୁଥିବେ…

ଓଡ଼ିଶା ଭାସ୍କର: ସାଧାରଣତଃ ଯଦି କୌଣସି ପ୍ରାଣୀର ମୁଣ୍ଡ କାଟି ଦିଆଯାଏ, ତେବେ ସେ ବଞ୍ଚିପାରେ ନାହିଁ ଏବଂ ପ୍ରାୟ ତୁରନ୍ତ ମରିଯାଏ। ଏହା ମଧ୍ୟ କୁହାଯାଏ ଯେ କୌଣସି ପ୍ରାଣୀର ଜୀବନ ତା'ର ଗଳାରେ ରହିଥାଏ, ଯଦି ତାହା…

ପୁଣି ଭୁଶୁଡ଼ିଲା ବିମାନବନ୍ଦର ପାଚେରୀ, ଲଗାଣ ବର୍ଷାରେ ଭାଙ୍ଗିଲା 20 ଫୁଟର କାନ୍ଥ

ମାଲକାନଗିରି: ପୁଣି ଭୁଶୁଡ଼ିଲା ବିମାନବନ୍ଦର ପାଚେରୀ । ପ୍ରବଳ ବର୍ଷାରେ ଭାଙ୍ଗିଲା ମାଲକାନଗିରି ଏଆରପୋର୍ଟ ପାଚେରୀ । ବର୍ଷା ପାଣି ଧୋଇନେଲା 20 ଫୁଟ ପାଚେରୀ । ନିମ୍ନମାନର କାମ ଯୋଗୁଁ ପାଚେରୀ ଭୁଶୁଡ଼ି ପଡ଼ିଥିବା…

Union Bankରେ ଜମା କରନ୍ତୁ 2 ଲକ୍ଷ ଏବଂ ସୁଧ ପାଆନ୍ତୁ 31 ହଜାର, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୧.୦୦ ପ୍ରତିଶତ ହ୍ରାସ କରିଛି । ଫେବୃଆରୀ, ଏପ୍ରିଲ ଏବଂ ଜୁନ୍ ମାସରେ RBI ରେପୋ ହାର ହ୍ରାସ କରିଥିଲା। କିନ୍ତୁ ଅଗଷ୍ଟରେ ରେପୋ ହାରକୁ ୫.୫୦ ପ୍ରତିଶତରେ…

ଗଙ୍ଗା ବଞ୍ଚାଇଦେଲେ! ଆତ୍ମହତ୍ୟା କରିବାକୁ ଗଙ୍ଗାକୁ ଡେଇଁଲେ ୭୫ ବର୍ଷୀୟା ବୃଦ୍ଧା, 15 କିମି ଭାସିଗଲେ…ତାପରେ…

ଗାଜିପୁର: କଥାରେ ଅଛି, “ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ” । ଆଜି ଗାଜିପୁରର ଗଙ୍ଗା ନଦୀରେ ମଧ୍ୟ ସମାନ କିଛି ଦୃଶ୍ୟ ଦେଖିବାକୁ ମିଳିଛି । ପାରିବାରିକ ସମସ୍ୟା ଯୋଗୁଁ, ବାରାଣସୀର କୈଥି ସ୍ଥିତ…

ପ୍ରେମାନନ୍ଦ ମହାରାଜଙ୍କ ପଛରେ ଛାଇ ଭଳି ଥିବା ଏ 5 ଜଣଙ୍କୁ ଜାଣନ୍ତି ? ଜଣେ ଚାର୍ଟର୍ଡ ଆକାଉଣ୍ଟଣ୍ଟ ତ ଆଉ ଜଣେ ସେନା ଅଧିକାରୀ,…

ଓଡ଼ିଶା ଭାସ୍କର: ଯଦି ଆପଣ କେବେ ବୃନ୍ଦାବନର ରାସ୍ତାକୁ ଯାଇଛନ୍ତି, ତେବେ ସେଠାକାର ପବନରେ ଆପଣ ଏକ ଭିନ୍ନ ପ୍ରକାରର ଭକ୍ତି ଏବଂ ବିଶ୍ୱାସ ଅନୁଭବ କରନ୍ତି। ତାହାସହ ଯଦି  ଆପଣ ଶ୍ରୀ ହିତ ରାଧା କେଳି କୁଞ୍ଜ ଆଶ୍ରମ ଏବଂ…

ଭଣଜା ସହିତ ଫେରାର ମହିଳା, ଦୁର୍ଘଟଣା ପରେ ହାତ ଛାଡ଼ିଲା ଆଶିକ୍…ଏବେ ସ୍ବାମୀକୁ ଭୁଲ୍ ମାଗି ହେଉଛି କାକୁତି ମିନତି

ମଧ୍ୟପ୍ରେଦଶ: ସବୁ ଲାଜ ସରମ ଛାଡ଼ି ଭଣଜା ସହ ଫେରାର ହେଉଥିଲା ମହିଳା । ଅଧାବାଟରେ ଦୁର୍ଘଟଣା ହେବାରୁ ମାଇଁର ହାତ ଛାଡ଼ିଦେଲା ଭଣଜା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଶିବପୁର ଜିଲ୍ଲାରେ । ଏଠାରେ ଜଣେ…

Snake Fact: ସାପଙ୍କ ପାଇଁ ଲକ୍ଷ୍ମଣଗାର ନଡ଼ିଆ କତା! ଦୁଆର ମୁହଁରେ ରଖନ୍ତୁ ଏମିତି, ପାଖ ମାଡି଼ବନି କୌଣସି ସାପ

ଓଡ଼ିଶା ଭାସ୍କର: ବର୍ଷା ଋତୁ ଆସିବା ମାତ୍ରେ ସମସ୍ତଙ୍କ ମନରେ ଏକ ଭୟ ଆସିଯାଏ । ଯଦି ଘରେ ସାପ ପଯି ଯାଏ, ତେବେ କ’ଣ ହେବ? ବିଶେଷକରି ଯଦି ଘର ପାଖରେ କୌଣସି ଖାଲି ଜମି, ନାଳ କିମ୍ବା ବଗିଚା ଥାଏ, ତେବେ ବିପଦ ଆହୁରି…

କୁମ୍ବିଂ ବେଳେ IED ବିସ୍ଫୋରଣ; ଜଣେ ଯବାନ ସହିଦ, 3 ଗୁରୁତର

ଛତିଶଗଡ଼: ବିଜାପୁରରେ ଆଇଡି ବିସ୍ଫୋରଣ । କୁମ୍ବିଂ ଅପରେସନ ବେଳେ ନାସନାଲ ପାର୍କ ଜଙ୍ଗଲରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ତେବେ ଏହି ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ 3 ଜଣ ଯବାନ ଗୁରୁତର ଥିବା…