fbpx
Browsing Category

Featured

ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ଦୋଷୀଙ୍କ ପରିବାରକୁ ଶେଷ ଚିଠି

ନୂଆଦିଲ୍ଲୀ, ୨୪ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରି ଦୋଷୀଙ୍କ ପରିବାରକୁ ଆଜି ଶେଷ ଚିଠି ଲେଖାଯାଇଛି । ଦୋଷୀଙ୍କ ପରିବାରକୁ ଚିଠି ଲେଖିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଦୋଷୀଙ୍କୁ ଶେଷ ଦେଖା କରିବାର ଥିଲେ…

ନିହତ ହେଲା ଜୈଶ ଆତଙ୍କବାଦୀ

ଜାମ୍ମୁକାଶ୍ମୀର, ୨୪ା୧: ଏନକାଉଣ୍ଟରରେ ଜୈଶ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଜୈଶ ଆତଙ୍କବାଦୀ ଅବୁ ସୈଫୁଲା ନିହତ ହୋଇଛି । ଜମ୍ମୁକାଶ୍ମୀର ଅବନ୍ତିପୁରାରେ ସୁରକ୍ଷାକର୍ମୀଙ୍କ ଏନାକାଉଣ୍ଟରରେ ସଫା ହୋଇଛି…

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୩ଟି ଫଳ ଦୋକାନ

ଭୁବନେଶ୍ୱର,୨୪ା୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର କଳ୍ପନା ଛକ ଭେଣ୍ଡିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସେଠାରେ ଥିବା ଫଳ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତ୍ରିରେ ନିଆଁ ଲାଗିଥିଲା ।…

ଜେଲରୁ ବାହାରିଲେ ପୁଞ୍ଜିଲାଲ

ପାଟଣାଗଡ଼, ୨୪ା୧(ଓଡ଼ିଶା ଭାସ୍କର): ବଲାଙ୍ଗୀର ଜେଲରୁ ଆଜି ବାହାରିଛନ୍ତି ପୁଞ୍ଜିଲାଲ ମେହେର । ନିଜ ମାଆଙ୍କର ଶୁଦ୍ଧୀକ୍ରିୟା ପାଇଁ ଜେଲରୁ ବାହାରିଛନ୍ତି ପୁଞ୍ଜିଲାଲ । ତାଙ୍କୁ ୪ଦିନିଆ ଅନ୍ତରୀଣ ଜାମିନ ପାଇଁ ହାଇକୋର୍ଟ…

ଗିରଫ ହେଲେ ବିଜେଡ଼ିର ପୂର୍ବତନ ବିଧାୟକ ଅନାମ ନାଏକ

କଳାହାଣ୍ଡି, ୨୩ା୧(ଓଡ଼ିଶା ଭାସ୍କର): ବିଜେଡ଼ିର ପୂର୍ବତନ ବିଧାୟକ ଅନାମ ନାୟକ ଗିରଫ ହୋଇଥିବା ସୂଚନା ମିଳିଛି । ତାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି ଭିଜିଲାନ୍ସ । ଅନାମ ନାୟକଙ୍କୁ ଜୟପୁର…

ବାଟବଣା ହାତୀ, ନେଇଗଲା ଦୁଇ ଜୀବନ

ଯାଜପୁର, ୨୩ା୧(ଓଡ଼ିଶା ଭାସ୍କର): ଯାଜପୁର ରୋଡ଼ ସ୍ଥିତ ଗୋଡିପାଟଣାରେ ହାତୀ ଆତଙ୍କ ଦେଖାଦେଇଛି । ଗାଁର ଦୁଇ ଜଣଙ୍କୁ ଦଳି ମାରି ଦେଇଛି ଉନ୍ମତ୍ତ ହାତୀ । ଗୋଡ଼ିପାଟଣା ପରେ ଗୁରୁସାହିରେ ହାତୀ ପଶିଥିଲା । ସେଠାରେ ହାତୀ…

ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟ ଜଜ୍

କଟକ, ୨୩ା୧(ଓଡ଼ିଶା ଭାସ୍କର): ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟ ବିଚାରପତି ହେବା ନେଇ ସୂଚନା ମିଳିଛି । ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ ତାଙ୍କର ନିଯୁକ୍ତିକୁ ମଞ୍ଜୁରୀ ମିଳିଛି । ଏବେ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ…

ଜିଏସଟି ଠକେଇ ଅଭିଯୋଗରେ ଦୁଇ ଗିରଫ

ରାଉରକେଲା, ୨୩ା୧(ଓଡ଼ିଶା ଭାସ୍କର): ଆଜି ରାଉରକେଲାରେ ବହୁ କୋଟି ଟଙ୍କାର ଜିଏସଟି ଠକେଇର ପର୍ଦାଫାସ କରାଯାଇଛି । ଏନେଇ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ୧୨୩ କୋଟିର ଜିଏସଟି ଠକେଇ ଅଭିଯୋଗରେ ଦୁଇ ଜଣ…

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ପରେଡ଼ ଦେଖିବେ ଦୁଇ ଆଦିବାସୀ

ଭୁବନେଶ୍ୱର, ୨୩ା୧(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଜାନୁଆରୀ ୨୬ରେ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ପାଳନ କରାଯିବ । ଏହି ସାଧାରଣ ତନ୍ତ୍ର ଦିବସରେ ପରେଡ଼ କାର୍ଯ୍ୟକ୍ରମ କରାଯାଇଥାଏ । ଏଥର…

ପଶ୍ଚିମ ଓଡ଼ିଶା ଆଇନଜୀବୀଙ୍କ ବୈଠକ

ବଲାଙ୍ଗିର, ୨୩ା୧(ଓଡ଼ିଶା ଭାସ୍କର): ବଲାଙ୍ଗିରରେ ପଶ୍ଚିମ ଓଡ଼ିଶା ଆଇନଜୀବୀଙ୍କ ଅଧିକାର ପାଇଁ ଲଢ଼େଇ ହୋଇଛି । ଏଥିରେ ଯୋଗ ଦେଇଛନ୍ତି ୧୫ଟି ବାର ଆସୋସିଏସନର ସଦସ୍ୟ । ବୈଠକକୁ ବରଗଡ଼ ଓ ଭବାନୀପାଟଣା ଓକିଲ ସଙ୍ଘ ଆସିନଥିବା…