fbpx
Browsing Category

Featured

ଆଜିଠାରୁ ୧୫ଦିନରେ ସବୁ ପ୍ରବାସୀଙ୍କୁ ଘରେ ପହଞ୍ଚାଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୯ା୬: ବହୁ ପ୍ରବାସୀ ନିଜ ରାଜ୍ୟ ବାହାରେ ଫସି ରହିଛନ୍ତି । ତେଣୁ ପ୍ରବାସୀ ଶ୍ରମିକଙ୍କୁ ନେଇ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପ୍ରବାସୀ ଶ୍ରମିକଙ୍କ ନାମ ପଞ୍ଜିକରଣ ହେଉ ବୋଲି…

୧୨ ଅଗ୍ନିଶମ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର, ୯ା୬(ଓଡ଼ିଶା ଭାସ୍କର): ୧୨ଜଣ ଅଗ୍ନିଶମ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ବାତ୍ୟା ଅମ୍ଫନ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଫେରିଥିଲେ କର୍ମଚାରୀ । ସରକାରଙ୍କ ପକ୍ଷରୁୁ ଉତ୍ତମ ଚିକିତ୍ସା…

୨୪ଘଣ୍ଟାରେ ୩୩୧ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୯ା୬: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୬୬ହଜାର ୫୯୮ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭,୪୬୬ରେ ପହଞ୍ଚିଛି ।…

ରାଜ୍ୟରେ ୩ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଆଉ ୧୪୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୯ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭…

ଆଖିର ସୁନ୍ଦରତା ପାଇଁ ଆପଣାନ୍ତୁ ଏହି ଟିପ୍ସ

ମୁହଁର ସୁନ୍ଦର କରିବା ପଛରେ ଆଖିର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ବ୍ୟସ୍ତବହୁଳତାରେ ଭରା ଦୈନନ୍ଦିନ ଜୀବନରେ ଅନେକ କାରଣ ଯୋଗୁ ଆଖି ଉପରେ ବହୁ ପ୍ରଭାବ ପଡ଼ିଥାଏ। ଯେପରି…

ବସରେ ମଣିଷ ପରି ଯାତ୍ରା କଲା ମାଙ୍କଡ, ଲୋକେ କହିଲେ- ‘ମାସ୍କ ତ ପିନ୍ଧାଅ’

ଯେବେଠାରୁ ଲକଡାଉନ୍ ଲାଗୁ ହୋଇଛି, ସେବେଠାରୁ ମଣିଷ ଅପେକ୍ଷା ପଶୁପକ୍ଷୀମାନେ ବେଶୀ ବାହାରେ ବୁଲୁଥିବାର ଦେଖିବାକୁ ମିଳୁଛି । କେତେବେଳେ ରାସ୍ତାରେ କୁମ୍ଭୀର ଦେଖାଗଲାଣି ତ ଆଉ କେତେବେଳେ ବାଘ । ପୁଣି ମଝିରେ ଦୁଇ ଭାଲୁ…

ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର,୯/୬(ଓଡିଶା ଭାସ୍କର): ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିିିଛି ।ଲଘୁଚାପର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ସାଇକ୍ଲୋନିକ ସର୍କୁଲେସନ୍ । ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ…

ଆଜିି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ କରୋନା ପରୀକ୍ଷା

ନୂଆଦିଲ୍ଲୀ,୯/୬: ଆଜିି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ପରୀକ୍ଷା କରାଯିବ। ତାଙ୍କର ସାମାନ୍ୟ ଜ୍ୱର ଓ ଗଳାରେ କଷ୍ଟ ଅନୁଭବ ହେଇ ଅସୁସ୍ଥ ଅଛନ୍ତି। ଏହାସବୁ କରୋନା ଲକ୍ଷଣ ହୋଇଥିବାରୁ ସେ ଘରେ…