fbpx
Browsing Category

Featured

ବଡ ଖବର: ରାଜ୍ୟରେ ଆଉ ୯୦ କରୋନା ପଜିଟିଭ୍

ଭୁବନେଶ୍ୱର,୪ ।୬(ଓଡିଶା ଭାସ୍କର): ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଆଜି ରାଜ୍ୟରେ ଆଉ ନୂଆ ୯୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ…

ସେକ୍ସ ସମୟରେ କରୋନାଠୁ କିପରି ବଞ୍ଚିବେ ? ଜାଣନ୍ତୁ ବୈଜ୍ଞାନିକଙ୍କ ପରାମର୍ଶ

ବତ୍ତର୍ମାନ ସମୟରେ ସାରା ବିଶ୍ୱରେ ଲକଡାଉନକୁ କୋହଳ କରାଯାଉଛି, କିନ୍ତୁ କରୋନା ବିପଦ ପିଛା ଛାଡିନି । ଏଭଳି ପରିସ୍ଥିତିରେ Harvard ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କିଛି ପରାମର୍ଶ ଦେଇଛନ୍ତି, ଯାହା ମାଧ୍ୟମରେ ଆପଣ…

ଖତରନାକ୍ ଥିଲା ସନି ଲିଓନିଙ୍କ ପ୍ରଥମ କିସ୍, ଧରିଥିଲେ ବାପା

ବଲିଉଡ ଜଗତରେ ନିଜନର ବୋଲ୍ଡ ଅନ୍ଦାଜକୁ ନେଇ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ସନି ଲିଓନି ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି । କରୋନା ସଙ୍କଟ ସମୟରେ ସେ ଏବେ ପିଲାଙ୍କ ସହ ଘରେ ବନ୍ଦୀ ହୋଇ ରହିଛନ୍ତି ।…

ଦେଶରେ ୬ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୪/୬(ଓଡିଶା ଭାସ୍କର):  ଦେଶରେ   କରୋନା ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୧୬ ହଜାର ୯୧୯  ଥିବାବେଳେ ମୃତ୍ୟୁସଂଖ୍ୟା ୬,୦୭୫ରେ ପହଞ୍ଚିଛି । ସେହିପରି ସକ୍ରିୟ ସଂକ୍ରମିତ ୧୦୬,୭୩୭ ବୃଦ୍ଧି ପାଇଛି ଓ ସୁସ୍ଥ…

କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ଯୁବକଙ୍କ ମେଡିକାଲରେ ମୃତ୍ୟୁ

ବାଲେଶ୍ବର,୪/୬(ଓଡ଼ିଶା ଭାସ୍କର): କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ଯୁବକଙ୍କ ମେଡିକାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଲେଶ୍ବର ସ୍ଥିତ ଖଇରା ଜଳଦା କ୍ବାରେଣ୍ଟାଇନ ସେଣ୍ଟରରେ  ଯୁବକ ଜଣକ ଥିଲେ। ତାଙ୍କ ଦେହ…

ଆଜି ରାତି ଗୋଟାଏରୁ ସ୍ନାନ ପହଣ୍ଡି, କେଉଁ ସମୟରେ କେଉଁ ନୀତି କରାଯିବ ଜାଣନ୍ତୁ

ପୁରୀ,୪/୬(ଓଡ଼ିଶା ଭାସ୍କର): ଆଜି ରାତି ଗୋଟାଏରୁ ସ୍ନାନ ପହଣ୍ଡି ନିତି ଆରମ୍ଭ ହେବ।ଦେବସ୍ନାନ ପୂର୍ଣ୍ଣିମା ପାଇଁ ରାତି ୧ଟାରୁ ମଙ୍ଗଳାର୍ପଣ ଆରମ୍ଭ ହେବ। ଭୋର ୪ଟା ୩୦ରେ ମଙ୍ଗଳ ଆଳତି, ୪ଟା ୪୦ରେ ମଇଲମ ,ସକାଳ ୫ଟାରେ…

ରାଶିଫଳ, (୪।୬।୨୦୨୦, ଗୁରୁବାର)

ମେଷ-ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବୃଷ -ଆଜି…