Browsing Category

Featured

ଅଜବ ପରମ୍ପରା: ଏଠାରେ ଜୀବନ୍ତ ମଣିଷକୁ ପୋତି ଦିଆଯାଏ, ବନ୍ଧୁ ପରିଜନ ହୁଅନ୍ତି ନାଚଗୀତରେ ମସଗୁଲ୍

ଏକଥା ଆମେ ସମସ୍ତେ ଜାଣୁ ଯେ ଦୁନିଆର ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । ଆଜି ଆମେ ଆପଣମାନଙ୍କୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ଅଜବ ପରମ୍ପରା ବିଷୟରେ କହିବାକୁ ଯାଉଅଛୁ । ଏହି ପରମ୍ପରା ଅନୁଯାୟୀ, ଜଣେ…

ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କବାଦୀ

ଜମ୍ମୁକାଶ୍ମୀର ,୨୪ ।୨: ଜମ୍ମୁକାଶ୍ମୀର ଅନନ୍ତନାଗ ଶଲଗୁଲ ଅଞ୍ଚଳରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ଯବାନଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ ହୋଇଥିବା ଖବର ମିଳିଛି । ଏନକାଉଣ୍ଟରରେ ଆତଙ୍କବାଦୀଙ୍କ…

ଦୁନିଆର ସବୁଠାରୁ ବଡ ଷ୍ଟାଡିୟମର ନାଁ ‘ନରେନ୍ଦ୍ର ମୋଦୀ’

ଅହମଦାବାଦ,୨୪ ।୨: ବିଶ୍ୱର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମର ଆଜି ଉଦଘାଟନ ହୋଇଛି । ଗୁଜୁରାଟର ଅହମଦାବାଦରେ ପ୍ରସ୍ତୁତ ହୋଇଥିବା ଦୁନିଆର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ ମୋଟେରାର ନାଁ ପରିବର୍ତ୍ତନ କରାଯାଇ…

ରାଜ୍ୟରେ RTE ପାରଦର୍ଶୀ ପୋର୍ଟାଲ ଉଦଘାଟିତ

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ରାଜ୍ୟରେ RTE ପାରଦର୍ଶୀ ପୋର୍ଟାଲ ଆଜି ଉଦଘାଟିତ ହୋଇଛି । ଓଡିଶା ସ୍କୁଲ ଶିକ୍ଷା ବିଦ୍ୟାଳୟ ପ୍ରାଧିକରଣ ଅଫିସରେ RTE ପାରଦର୍ଶୀ ପୋର୍ଟାଲ ଉଦଘାଟିତ ହୋଇଛି । ଏହି ପୋର୍ଟାଲରେ…

‘ଷ୍ଟିଭ ଜବସ’ଙ୍କ ସଫଳତାର ୧୦ ସୂତ୍ର

ସଫଳତା ସହଜ ନୁହେଁ । ସଫଳତା ମଣିଷର ଅନେକ ଗୁଣ ଉପରେ ନିର୍ଭର କରେ । କିନ୍ତୁ ସଫଳତା ପାଇଁ ପ୍ରାରମ୍ଭିକ ‘ଚାବିକାଠି’ ବା ମୌଳିକ ଗୁଣହେଲା ଶିକ୍ଷିବାପାଇଁ ଆଗ୍ରହ । ‘ଷ୍ଟିଭ ଜବସ’ ଆପେଲ୍ କମ୍ପ୍ୟୁଟର ତଥା ପିକସାର…

ମେ’ ୧୮ ତାରିଖରୁ +୨ ପରୀକ୍ଷା

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ମେ’ ୧୮ ତାରିଖରୁ +୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ । ମେ ୧୮ରୁ ଆରମ୍ଭ ହୋଇ ଜୁନ୍ ୧୨ ତାରିଖରେ ସରିବ +୨ ପରୀକ୍ଷା ।…

ରାଜଧାନୀରେ ଏବେଠାରୁ ଅସହ୍ୟ ତାତି

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ସାରା ରାଜ୍ୟରେ ଧିରେ ଧିରେ ବଢୁଛି ତାତି, ଉଠୁଛି ପାରଦ । ରାଜ୍ୟର ୬ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଛି । ୩୭.୧ ଡିଗ୍ରୀ ସହ ରାଜ୍ୟର ତତଲା ସହର ହୋଇଛି…

କାଳିଆ ଯୋଜନାରେ ୧,୦୪,୦୭୬ ଅଯୋଗ୍ୟ

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ‘କାଳିଆ’ ଯୋଜନାରେ ଅଯୋଗ୍ୟଙ୍କ ତାଲିକା ଦେଇଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ୧ ଲକ୍ଷ ୪ ହଜାର ୭୬ ଜଣ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଯୋଜନାରେ ୫୬ ଲକ୍ଷ…