fbpx

ରାଜଧାନୀରେ ଏବେଠାରୁ ଅସହ୍ୟ ତାତି

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ସାରା ରାଜ୍ୟରେ ଧିରେ ଧିରେ ବଢୁଛି ତାତି, ଉଠୁଛି ପାରଦ । ରାଜ୍ୟର ୬ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଛି । ୩୭.୧ ଡିଗ୍ରୀ ସହ ରାଜ୍ୟର ତତଲା ସହର ହୋଇଛି ଭୁବନେଶ୍ୱର । ସେହିପରି ଅନୁଗୁଳରେ ୩୫.୭ ଡିଗ୍ରୀ, କଟକରେ ୩୫.୪ ଡିଗ୍ରୀ, ଟିଟିଲାଗଡରେ ୩୫.୨ ଡିଗ୍ରୀ, ନୟାଗଡ ଓ ବଲାଙ୍ଗିରରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.