fbpx

ରାଜ୍ୟରେ RTE ପାରଦର୍ଶୀ ପୋର୍ଟାଲ ଉଦଘାଟିତ

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ରାଜ୍ୟରେ RTE ପାରଦର୍ଶୀ ପୋର୍ଟାଲ ଆଜି ଉଦଘାଟିତ ହୋଇଛି । ଓଡିଶା ସ୍କୁଲ ଶିକ୍ଷା ବିଦ୍ୟାଳୟ ପ୍ରାଧିକରଣ ଅଫିସରେ RTE ପାରଦର୍ଶୀ ପୋର୍ଟାଲ ଉଦଘାଟିତ ହୋଇଛି । ଏହି ପୋର୍ଟାଲରେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଘରୋଇ ସ୍କୁଲରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ । www.rteparadarshi.odisha.gov.in ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ନାମଲେଖା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଏହି ପୋଟାର୍ଲ ଆରମ୍ଭ ହୋଇଛି ।

Get real time updates directly on you device, subscribe now.