Browsing Category

Featured

ପରୀ ହତ୍ୟା ଘଟଣା: ବିଜେପିର ଅନିର୍ଦ୍ଦିଷ୍ଟ କାଳ ଧାରଣା

ନୟାଗଡ଼, ୬ା୧୨ (ଓଡିଶା ଭାସ୍କର): ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଥମୁନାହିଁ । ପରୀର ହତ୍ୟାକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୋଷୀଙ୍କୁ ଦଣ୍ଡ ମିଳିପାରିନାହିଁ । ତେଣୁ ପରୀକୁ…

ଅନଲାଇନରେ ଅବଢ଼ା: ଥାନାରେ ଏତଲା

ପୁରୀ, ୬ା୧୨ (ଓଡିଶା ଭାସ୍କର): ଲିଙ୍ଗରାଜ ମନ୍ଦିରର ଅବଢ଼ା ଅନଲାଇନରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣା ନେଇ ବ୍ରାହ୍ମଣ ନିଯୋଗ ତରଫରୁ ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଏକ ଏତଲା ଦାୟର କରାଯାଇଛି ।…

ପୁରୀ ହାଜତ ମୃତ୍ୟୁ ଘଟଣା: ବଦଳିଲେ ବାସେଳି ସାହି ଆଇଆଇସି

ପୁରୀ, ୬ା୧୨ (ଓଡିଶା ଭାସ୍କର): ପୁରୀ ହାଜତ ମୃତ୍ୟୁ ଘଟଣାକୁ ନେଇ ଆଜି ୬ ଜଣ ପୋଲିସ ଅଫିସରଙ୍କୁ ବଦଳି କରାଯାଇଥିବା ଜଣାଯାଇଛି । ବାସେଳିସାହି ଆଇଆଇସି ଜୀବନାନନ୍ଦ ଜେନାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି…

ଭାରତର ଏହି ମନ୍ଦିର ରେ ମଟନ ବିରିୟାନୀ ଭୋଗ ଲାଗେ , ଜାଣନ୍ତୁ କେଉଁଠି

ଲୋକେ ଭକ୍ତି ରେ ଭଗବାନ ଙ୍କ ର ଆରାଧନା କରିବା ମନ୍ଦିର ଯାଇଥାନ୍ତି I ସର୍ବଦା ଲୋକେ ମନ୍ଦିର ରେ ପ୍ରସାଦି ରୂପେ ନଡ଼ିଆ କଦଳୀ ଆଦି ଅର୍ପଣ କରିଥାନ୍ତି I କିନ୍ତୁ ଆପଣ କେବେ ଶୁଣି ନ ଥିବେ ମନ୍ଦିର ରେ ପ୍ରସାଦି ରୂପେ ମଟନ…

ଭାରତରେ ବ୍ୟବହାର ପାଇଁ ଡିସିଜିଆଇଙ୍କ ଅନୁମତି ଲୋଡ଼ିଲା ଫାଇଜର

ନୂଆଦିଲ୍ଲୀ, ୬ା୧୨ (ଓଡିଶା ଭାସ୍କର): ଭାରତରେ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର କମ୍ପାନୀ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)ଙ୍କ ପାଖରେ ବିଧିବଦ୍ଧ ଆବେଦନ କରିଛି । ଫାଇଜର ଏକ…

୫ ଶିକାରି ଗିରଫ

ଢେଙ୍କାନାଳ, ୬ା୧୨ (ଓଡିଶା ଭାସ୍କର): ଢେଙ୍କାନାଳ ଜିଲ୍ଲା କପିଳାସ ଜଙ୍ଗଲରୁ ୫ ଜଣ ଶିକାରିଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୪ଟି ଦେଶୀ ବନ୍ଧୁକ, ହରିଣ ଛାଲ ଓ ବଜ୍ରକାପ୍ତା କାତି, ଶିକାର ପାଇଁ ବ୍ୟବହୃତ ଜାଲ…