Browsing Category

Featured

ବଡ ଖବର: ରାଜ୍ୟରେ ଗୋଟିଏ ଦିନରେ କରୋନା ନେଲା ୩ ଜୀବନ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର, ୨୮ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ୨୬୪ ଜଣ ପଜିଟିଭ୍ ବାହାରିଥିବା ବେଳେ ୩ ଜଣଙ୍କର ଜୀବନ ନେଇଛି କରୋନା । ଏହି କ୍ରମରେ…

ଓଡିଶାରେ କରୋନାର ଭୟଙ୍କର ପରିସ୍ଥିତି! ଆଜି ପୁଣି ୨୬୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୮ ।୬(ଓଡିଶା ଭାସ୍କର): କରୋନାକୁ ନେଇ ଓଡିଶାର ସ୍ଥିତି ବିଗିଡିବାରେ ଲାଗିଛି । ସଟ-ଡାଉନ ପରେ ବି କରୋନାକୁ ନେଇ ରାଜ୍ୟରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ଲୋକ ଏହାର ଶିକାର ହେଉଛନ୍ତି । ଏହାରି…

ଲୋକସେବା ଭବନ ପରିସରରେ ସାପ

ଭୁବନେଶ୍ୱର,୨୮ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ଲୋକମାନେ ଘରୁ ବାହାରରୁ ନଥିବା ବେଳେ ବନ୍ୟଜନ୍ତୁଙ୍କ ରାଜୁତି ଦେଖିବାକୁ ମିଳୁଛି । ସେହିପରି ଆଜି ଲୋକସେବା ଭବନ ପରିସରରେ ସାପ ଦେଖାଯାଇଥିଲା । ସ୍ନେକ ହେଲ୍ପ…

କଣ୍ଟେନମେଣ୍ଟ ଜୋନରେ ଘୋଷଣା ହେଲା ବଡ଼ମ୍ବା ଥାନା

ଆଠଗଡ଼,୨୮ ।୬(ଓଡିଶା ଭାସ୍କର): କଟକ ଜିଲ୍ଲା ଆଠଗଡର ବଡ଼ମ୍ବା ଥାନାକୁ କଣ୍ଟେନମେଣ୍ଟ୍ ଜୋନ ଭାବେ ଘୋଷଣା ହୋଇଛି । ଆଇଆଇସି କରୋନା ପଜିଟିଭ୍ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହା ସହ ଥାନାରେ…

୨୪ ଘଣ୍ଟାରେ ମଲେଣି ୪୧୦

ନୂଆଦିଲ୍ଲୀ,୨୮ ।୬: ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୬,୦୯୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୧୦ ଜଣ ଆକ୍ରାନ୍ତଙ୍କ…

ଏଠାରେ ଗୋରା ଶିଶୁ ଜନ୍ମ ନକରିବା ପାଇଁ ପିଅନ୍ତି ପଶୁ ରକ୍ତ, ଜାଣନ୍ତୁ କେଉଁଠି

ମଣିଷର ରଙ୍ଗକୁ ନେଇ ଅନେକ ବାଦ ବିବାଦ ଆପଣ ଦେଖିଥିବେ, ଶୁଣିଥିବେ ମଧ୍ୟ । ଆଜି ଯଦି ଆମ ଭାରତବାସୀ ସ୍ୱାଧୀନତାର ସ୍ୱାଦ ଚାଖିଛନ୍ତି । କିମ୍ବା ସ୍ୱାଧିନ ଭାବରେ ବସବାସ କରୁଛନ୍ତି, ତେବେ ତାପଛରେ ମଧ୍ୟ ମଣିଷର ଏହି ରଙ୍ଗର…

ମୁଣ୍ଡଳୀରେ ମହାନଦୀରେ ପହଁଚିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

କଟକ,୨୮/୬(ଓଡିଶା ଭାସ୍କର): କଟକ ମୁଣ୍ଡଳୀରେ ମହାନଦୀର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ମୁଣ୍ଡଳୀର ଉପରମୁଣ୍ଡରେ ଜଳସ୍ତର ୮୧.୩୦ ଥିବାବେଳେ ତଳମୁଣ୍ଡରେ ୭୭.୩୦ ଫୁଟ୍ ରହିଛି। ହୀରାକୁଦର ୧୫ ଗେଟ୍…

ଦୁନିଆର ସବୁଠାରୁ ଶକ୍ତଶାଳୀ ପରିବା ‘କାଙ୍କଡ’, ଯାହାକୁ ଖାଇଲେ ପାଖ ମାଡିବନି ରୋଗ

ଆମର ଖାଇବା ପିଇବା ହିଁ ଉତ୍ତମ ସ୍ୱାସ୍ଥ୍ୟର ରହସ୍ୟ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏପରି ପରିବା ବିଷୟରେ, ଯାହାକୁ ଖାଇବା ଦ୍ୱାରା ଆପଣଙ୍କୁ କେବଳ ଶକ୍ତି ଦେବ ନାହିଁ ବରଂ ଗୁରୁତର ରୋଗଠାରୁ ବି ବଞ୍ଚାଇବ ।…

ରାଜ୍ୟରେ ମୌସୁମୀ ଦୁର୍ବଳ, ଏବେ ଲାଗି ରହିବ ଗରମ ଓ ଗୁଳୁଗୁଳି

ଭୁବନେଶ୍ୱର,୨୮/୬(ଓଡିଶା ଭାସ୍କର): ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ଥିବାରୁ କିଛି କିଛି ସ୍ଥାନରେ ବର୍ଷା ହେଉଛି। ଫଳରେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିଛି । ଚଳିତ ମାସର ଶେଷ ୩ ଦିନରେ ମଧ୍ୟ…

ରାଶିଫଳ, ରବିବାର, ଜୁନ୍ ୨୮/୨୦୨୦

ମେଷ -ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।…