CHARIDHAM
Browsing Category

Featured

ଅଧିକ ପାଣି ପିଇବା ବି ହୋଇପାରେ ଘାତକ !

ଶରୀର ପାଇଁ ଜଳ ନିହାତି ଆବଶ୍ୟକ। ହେଲେ କ’ଣ ଆପଣ ଜାଣନ୍ତି, ଆବଶ୍ୟକଠାରୁ ଅଧିକ ପାଣି ପିଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ତଏବେ ଆସନ୍ତୁ ଜାଣିବା ଅଧିକ ପାଣି ପିଇବା ଦ୍ଵାରା କଣ କ୍ଷତି…

ଆପଣଙ୍କ ବଗିଚାରେ ଫୁଟୁଥିବା ଗୋଲାପ ଫୁଲରେ ଥିବା ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

ଗୋଲାପ ଫୁଲ ଦେଖିବାକୁ ବହୁତୁ ସୁନ୍ଦର ହୋଇଥାଏ। ସମସ୍ତଙ୍କ ବଗିଚାରେ ଭିନ୍ନ ଭିନ୍ନ କଲର ଗୋଲାପ ଫୁଲ ଲଗାଇଥାନ୍ତି। ଏହି ଫୁଲ ଦେଖିବାକୁ ଯେମିତି ସୁନ୍ଦର ସେତିକି ଶରୀର ପାଇଁ ବି ଉପକାରୀ ହୋଇଥାଏ। ଏଥିରେ ବହୁ ମାତ୍ରାରେ…

ରାଶିଫଳ (୨ ଅଗଷ୍ଟ ୨୦୨୦, ରବିବାର)

ମେଷ -ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।…

ଭୁବନେଶ୍ବରରେ ଖୋଲିବ ସପିଂ ମଲ୍

ଭୁବନେଶ୍ୱର,୧/୮(ଓଡ଼ିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଖୋଲିବ ସପିଂ ମଲ୍। ସର୍ତ୍ତ ସହ ମଲ୍ ଖୋଲିବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅନୁମତି ଦିଆଯାଇଛି। ରାଜଧାନୀରେ ଖୋଲିବାକୁ ଥିବା…

ଖୁସି ଖବର: ରାଜ୍ୟରେ ଆଉ ୭୫୬ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ବ୍ରହ୍ମପୁରରେ ୨ କୋଭିଡ ହସ୍ପିଟାଲ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୧ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମରୀ ବଢି ଚାଲିଥିବା ବେଳେ ବ୍ରହ୍ମପୁରରେ ଆଉ ୨ଟି କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି…

ଭୁବନେଶ୍ୱରରେ କରୋନା ସ୍ଥିତି ନେଇ କ’ଣ କହିଲେ ରାଜ୍ୟ ସରକାର?

ଭୁବନେଶ୍ୱର,୧ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ ହୁ ହୁ ହୋଇ କରୋନା ମହାମାରୀ ବ୍ୟାପୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ସାଙ୍ଘାତିକ ରହିଛି । ଭୁବନେଶ୍ୱରରେ କରୋନା ସ୍ଥିତିକୁ ନେଇ ବିଏମସି କମିସନର…

ଭୁବନେଶ୍ୱରରେ କରୋନା ମାଡ: ଆଜି ପୁଣି ୧୨୬ ଚିହ୍ନଟ

ଭୁବନେଶ୍ୱର, ୧ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ ହୁ ହୁ ହୋଇ କରୋନା ମାଡିଚାଲିଛି, ଯେଉଁଥିରୁ ବାଦ୍ ପଡିନି ଭୁବନେଶ୍ୱର । ଆଜି ପୁଣି ରାଜଧାନୀରୁ ୧୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୭…

ଗଞ୍ଜାମରେ ଆଉ ୨ଟି କୋଭିଡ଼ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ କରୋନା ମୁକାବିଲା ପାଇଁ ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରାଯାଇଛି । ଏହାରି ମଧ୍ୟରେ ଗଞ୍ଜାମ…