Browsing Category

Featured

କାଲିଠାରୁ କଟକରେ ମିଳିବ ଅନଲାଇନ ମଦ

କଟକ,୨୪/୫(ଓଡିଶା ଭାସ୍କର): କାଲିଠୁ କଟକରେ ମଦର ହୋମ୍‌ ଡେଲିଭରି ଆରମ୍ଭ ହେବ। ସକାଳ ୭ରୁ ଦିନ ୧ଟା ଯାଏ ଅର୍ଡର ରଖିବେ ମଦ ଦୋକାନି । ଏହା ସହ ଦିନ ୧ରୁ ସଂଧ୍ୟା ୬ଟା ଯାଏ ଘରେ ପହଞ୍ଚାଇବେ ମଦ। ସ୍ବିଗି ଓ ଜୋମାଟୋରେ ମଦ…

କାଲି ରାଜ୍ୟରେ ଗଡ଼ିବନି ଘରୋଇ ବସ୍‌

ଭୁବନେଶ୍ୱର,୨୪/୫(ଓଡିଶା ଭାସ୍କର): କାଲି ରାଜ୍ୟରେ ଗଡ଼ିବନି କୌଣସି ଘରୋଇ ବସ୍‌। ଏନେଇ ଘରୋଇ ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, 'ସରକାର ଆମ ସହ ବସ୍‌…

କଟକ ପରେ ବ୍ରହ୍ମପୁରରେ ହେବନି ଅନଲାଇନ ମଦ ବିକ୍ରି

ବ୍ରହ୍ମପୁର,୨୪/୫(ଓଡିଶା ଭାସ୍କର): କଟକ ପରେ ପରେ ବ୍ରହ୍ମପୁରରେ ହେବନି ଅନଲାଇନ ମଦ ବିକ୍ରି। ଏନେଇ ନିଷ୍ପତ୍ତି ନେଇଛି ବ୍ରହ୍ମପୁର ମଦ ବ୍ୟବସାୟୀ ସଂଘ। ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛି ସଂଘ। ଲକ୍‌ ଡାଉନ୍‌…

ପୋଲିସ ଭ୍ୟାନରେ ନବଜାତ ଶିଶୁକୁ ଜନ୍ମ ଦେଲେ ମହିଳା

ଝାରସୁଗୁଡା,୨୪ ।୫(ଓଡିଶା ଭାସ୍କର): ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ଅନେକ ଅଭାବନୀୟ ଘଟଣା ସାମନାକୁ ଆସିବାରେ ଲାଗିଛି । ସେହିପରି ଆଜି ଗର୍ଭବତି ମହିଳା ଆଇଆଇସିଙ୍କ ସହାୟତରେ ପୋଲିସ ଭ୍ୟାନରେ ହିଁ ଏକ ନବଜାତ…

ଲକଡାଉନ୍ ନିୟମ ଭୁଲିଗଲେ ବିଜେପି ନେତା, କୋଳା-କୋଳି ହେବା ସହ ସାଙ୍ଗରେ ପିନ୍ଧିଲେ ଫୁଲମାଳ

କରୋନାର ମୁକାବିଲା କରିବା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି । ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥିରେ କିଛିଟା ନିୟମକୁ କୋହଳ କରାଯାଇଛି । କିନ୍ତୁ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ବୋଲି…

ଅନ୍ତର୍ଜାତୀୟ ବିମାନ ଓ ଅନ୍ୟାନ୍ୟ ଯାତ୍ରା ପାଇଁ ଗାଇଡ୍ ଲାଇନ୍ ଜାରି

ନୂଆଦିଲ୍ଲୀ,୨୪/୫: ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଜାରି ହୋଇଛି ଗାଇଡ ଲାଇନ୍ । ଏଣିକି ବିମାନରେ ଆସୁଥିବା ସମସ୍ତ ଯାତ୍ରୀ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବେ । ସମସ୍ତ ପ୍ରବାସୀ ନିଜ ଯାତ୍ରା ଆରମ୍ଭ କରିବା…