Browsing Category

Featured

ନିର୍ଭୟା ଗଣଦୁଷ୍କର୍ମ ମାମଲା, ମାର୍ଚ୍ଚ ୫ରେ କେନ୍ଦ୍ର ଆବେଦନର ଶୁଣାଣି

ନୂଆଦିଲ୍ଲୀ, ୨୫ା୨: ସୁପ୍ରିମକୋର୍ଟରେ ନିର୍ଭୟା ଗଣଦୁଷ୍କର୍ମ ହତ୍ୟା ମାମଲାର କେନ୍ଦ୍ର ଆବେଦନ ଉପରେ ହେବାକୁ ଥିବା ଶୁଣାଣି ଆଜି ଘୁଞ୍ଚିଛିି । ନିର୍ଭୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ…

ମୋଦୀ-ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି

ନୂଆଦିଲ୍ଲୀ,୨୫ ।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପରିବାରକୁ ଗୁଜରାଟରେ ଭବ୍ୟ ସ୍ୱାଗତ ପରେ ଏବେ କୂଟନୀତିର ସମୟ । ଗସ୍ତର ଦ୍ୱିତୀୟ ଦିନ ବା ଶେଷ ଦିନରେ ହାଇଦ୍ରାବାଦ ହାଉସରେ ମୋଦୀ-ଟ୍ରମ୍ପଙ୍କ…

ଦୁଇ ଦିନ ପ୍ରବଳ ବର୍ଷିବ!

ଭୁବନେଶ୍ୱର, ୨୫ା୨(ଓଡ଼ିଶା ଭାସ୍କର): ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଏହିପରି ବର୍ଷା ଆହୁରି ଦୁଇଦିନ ଲାଗି ରହିବା ନେଇ ସୂଚନା ରହିଛି । ଏହି ଦୁଇଦିନ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର…

ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର, ୨୫ା୨(ଓଡ଼ିଶା ଭାସ୍କର): ବିଧାନସଭା ଆରମ୍ଭରୁ ହିଁ ଆଜି ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଦେଖାଦେଇଛି । ଧାନକିଣା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । ଏନେଇ ୧୧.୩୦…

ରାଷ୍ଟ୍ରପତି ଭବନରେ ଟ୍ରମ୍ପ

ନୂଆଦିଲ୍ଲୀ, ୨୫ା୨: ଦୁଇ ଦିନିଆ ଭାରତ ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ । ତାଙ୍କୁ ସେଠାରେ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ…

ରାଜ୍ୟସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ନୂଆଦିଲ୍ଳୀ, ୨୫ା୨: ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ହେବ । ମାର୍ଚ୍ଚ ୬ରେ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ମାର୍ଚ୍ଚ ୧୩ରେ ନାମାଙ୍କନ…