Browsing Category
Astrology
ରାଶିଫଳ (ରବିବାର ,୨୮,ମାର୍ଚ୍ଚ,୨୦୨୧)
ମେଷ : ଚାକିରି କ୍ଷେତ୍ରରେ ସୁଯୋଗ ସୁବିଧା ବଢିବ । ଲବଙ୍ଗଟିଏ ପାଟିରେ ରଖି ଦିନ କାଟନ୍ତୁ । କୌଣସି ସରକାରୀ ସହାୟତା ମିଳିବ । ଭଗବାନ ଶିବଙ୍କୁ ଦଶନ କରନ୍ତୁ । ଦାୟିତ୍ୱ ଏବଂ ଆର୍ôଥକ ବୃଦ୍ଧି ହେବ ।
ବୃଷ : ମାନ…
ରାଶିଫଳ (ଶନିବାର ,୨୭ ମାର୍ଚ୍ଚ,୨୦୨୧)
ମେଷ : ଯୋଜନାରେ ସଫଳ ହେବେ । ପାରିବାରିକ ଶାନ୍ତି ମିଳିବ । ହନୁମାନଙ୍କ ନିମନ୍ତେ ଗୃହରେ ରାଶିତେଲର ଦ୍ୱୀପ ଦିଅନ୍ତୁ ଶୁଭଫଳ ମିଳିବ । ଅର୍ଥ ପ୍ରାପ୍ତି ହେବ । ନିଜ ଖାଇବା ଖାଦ୍ୟରୁ କିଛିଖାଦ୍ୟ କାଉଙ୍କୁ ଦିଅନ୍ତୁ ।…
ରାଶିଫଳ (ଶୁକ୍ରବାର ,୨୬ ମାର୍ଚ୍ଚ ,୨୦୨୧)
ମେଷ : ଉତ୍ସାହ ଉଦ୍ଦିପନା ସଫଳତା ସହିତ ପାରିବାରିକ ଶାନ୍ତି ବଜାୟ ରହିବ । ମନ ଅଶାନ୍ତ ରହିବ । ପରିବାର ସଦସ୍ୟଙ୍କ ସହ ମତାନ୍ତର ରହିବ । ପେଟ ଜନିତ ବ୍ୟଥା ଏବଂ ସ୍ନାୟୁଗତ ଦୁର୍ବଳତା ସହିତ ଟଙ୍କାର ଅଭାବ ରହିବ ।
ବୃଷ…
ରାଶିଫଳ (ଗୁରୁବାର ,୨୫ ମାର୍ଚ୍ଚ,୨୦୨୧)
ମେଷ : ଅଶୁଭ ଗ୍ରହ ପ୍ରଭାବ ରହିବ । ଲାଲ ମନ୍ଦାର ମଙ୍ଗଳା ମନ୍ଦିରରେ ଦିଅନ୍ତୁ । ଗଛିତ ଅର୍ଥବ୍ୟୟ ବଢିବ । ମନ ଅଶାନ୍ତ ରହିବା ହେତୁ ସଠିକ ନିଷ୍ପତ୍ତି ନେଇପାରିବେ ନାହିଁ । ଜୀବନସାଥିର ଅସହଯୋଗ କିମ୍ବା ସ୍ୱାସ୍ଥ୍ୟ ହାନି…
ରାଶିଫଳ (ବୁଧବାର ,୨୪ ମାର୍ଚ୍ଚ,୨୦୨୧)
ମେଷ : କୌଣସି କାରଣରୁ ନିରାଶ ହେବେ । ଲକ୍ଷରେ ପହଁଞ୍ôଚବା କଷ୍ଟକର ହେବ । କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିବ୍ରତ ହୁଅନ୍ତୁ ନାହିଁ । ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ ।
ବୃଷ : ଆପଣଙ୍କୁ କୌଣସି…
ରାଶିଫଳ (ମଙ୍ଗଳବାର ,୨୩ ମାର୍ଚ୍ଚ ,୨୦୨୧)
ମେଷ : ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ରହିବ । ଅସୁସ୍ଥତା, ବ୍ୟଗ୍ରତା, ଥକ୍କା ଓ ଆଳସ୍ୟ ଅନୁଭବ କରିବେ । ମନ ଅଶାନ୍ତି ରହିବ । ଯେଉଁ କାର୍ଯ୍ୟ କରିବେ ତାହା ଖରାପ ହେବାର ଆଶଙ୍କା ରହିଛି । ଧାର୍ମିକ ଯାତ୍ରାର…
ରାଶିଫଳ (ସୋମବାର ,୨୨ ମାର୍ଚ୍ଚ,୨୦୨୧)
ମେଷ : ଦିନଟି ଆପଣଙ୍କ ପାଇଁ ମିଶ୍ରିତ ରହିବ । ଅସୁସ୍ଥତା, ବ୍ୟଗ୍ରତା, ଥକ୍କା ଓ ଆଳସ୍ୟ ଅନୁଭବ କରିବେ । କ୍ରୋଧିତ ହେବେ । ମନ ଅଶାନ୍ତି ରହିବ । ଯେଉଁ କାର୍ଯ୍ୟ କରିବେ ଖରାପ ହେବାର ଆଶଙ୍କା ରହିଛି । ଧାର୍ମିକ ଯାତ୍ରାର…
ରାଶିଫଳ (ରବିବାର ,୨୧ ମାର୍ଚ୍ଚ,୨୦୨୧)
ମେଷ: କୌଣସି ଯୋଜନାରେ ସଫଳ ହେବେ । ପାରିବାରିକ ଶାନ୍ତି ମିଳିବ । ଅର୍ଥଚିନ୍ତା ଦୂର ହେବ । ହନୁମାନଙ୍କ ନିମନ୍ତେ ଗୃହରେ ରାଶିତେଲର ଦୀପ ଦିଅନ୍ତୁ ଶୁଭଫଳ ମିଳିବ । ନିଜ ଖାଇବା ଖାଦ୍ୟରୁ କିଛିଖାଦ୍ୟ କାଉଙ୍କୁ ଦିଅନ୍ତୁ…
ରାଶିଫଳ (ଶନିବାର ,୨୦ ମାର୍ଚ୍ଚ,୨୦୨୧)
ମେଷ : କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ସ୍ୱାସ୍ଥ୍ୟରେ…
ରାଶିଫଳ (ଶୁକ୍ରବାର ,୧୯ ମାର୍ଚ୍ଚ,୨୦୨୧)
ମେଷ : ପରିବାର ମଧ୍ୟରେ ହସଖୁସିରେ ଦିନ କଟିବ କିନ୍ତୁ ଦୈନନ୍ଦିନ ଗୁଜୁରାଣ ନିମନ୍ତେ ଚିନ୍ତା ରହିବ । କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରୀ ସହାୟତା ମିଳିବ । ଟଙ୍କାପଇସାର ଅଭାବ ଭଳି ସ୍ଥିତି ଉପୁଜିବ ।…