fbpx
Browsing Category

Astrology

ଗୁରୁବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ, ମିଳିବ ନାହିଁ ମା’ଲକ୍ଷ୍ମୀଙ୍କ କୃପା: ଜାଣନ୍ତୁ କ’ଣ କହୁଛି ଜ୍ୟୋତିଷ…

ହିନ୍ଦୁ ଧର୍ମରେ ସପ୍ତାହର ୭ ଦିନର ବିଶେଷ ମହତ୍ତ୍ୱ ରହିଛି । ତେବେ ଏହା ମଧ୍ୟରୁ ଗୁରୁବାର ଦିନ ମା' ଲକ୍ଷ୍ମୀ, ଭଗବାନ ବିଷ୍ଣୁ , ମହାଗ୍ରହ ବୃହସ୍ପତିଙ୍କୁ ସମର୍ପି କରାଯାଇଥାଏ । ତେବେ ଏପରି ମାନ୍ୟତା ରହିଛି ଯେ ଏହି…

୨୦୨୪ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ କେଉଁ ରାଶି ଉପରେ କ’ଣ ପ୍ରଭାବ ପକାଇବ?

ଓଡିଶା ଭାସ୍କର: ମଣିଷ ଜୀବନ ବା ଆମ ରାଶି ଗ୍ରହ, ନକ୍ଷତ୍ରଙ୍କ ସହ ଜଡିତ ରହିଛି। କେତେବେଳେ କ'ଣ ହେବ ତାହା ସବୁ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଏହି ଜ୍ୟୋତିଷ ଶାସ୍ତ୍ର ମାନି ଚଳିବା ଦ୍ୱାରା ଅନେକ ବଡ଼ ବଡ଼…

ଭାଗ୍ୟ ପରିବର୍ତ୍ତନର ସଂକେତ ଦେଇଥାଏ ଆପଣଙ୍କ ତୁଳସୀ ଗଛ, ପଢନ୍ତୁ ଏହା ଜାଣିବେ କିପରି

ଧାର୍ମିକ ଦୃଷ୍ଟିକୋଣରୁ ତୁଳସୀ ବୃକ୍ଷର ବହୁତ ମହତ୍ତ୍ୱ ରହିଛି । ଏହାସହିତ ଆୟୁର୍ବେଦରେ ମଧ୍ୟ ତୁଳସୀକୁ ବହୁତ ମହତ୍ତ୍ୱ ଦିଆଯାଇଛି । ମାନ୍ୟତା ଅନୁସାରେ ଯେଉଁପରି ଭାବରେ ତୁଳସୀ ଗଛ ଶୁଖିଯିବା, ପତ୍ର ଝଡିବା ଅଶୁଭ ସଂକେତ…

ଜୀବନରେ କରିଥିବା ପାପ ଧୋଇବାକୁ ଚାହୁଁଛନ୍ତି କି? ମକର ସଂକ୍ରାନ୍ତିରେ କରନ୍ତୁ ଏହି କାମ

ଓଡିଶା ଭାସ୍କର; ସନାତନ ଧର୍ମରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି। ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି। ଏହି ପର୍ବ ବିଭିନ୍ନ ସ୍ଥାନରେ ବିଭିନ୍ନ ଉପାୟରେ ପାଳନ କରାଯାଏ। କିନ୍ତୁ ଗଙ୍ଗାରେ…

କ୍ୟାରିୟରରେ ପାଇବାକୁ ଚାହୁଁଛନ୍ତି ସଫଳତା! ନୂତନ ବର୍ଷ ଆରମ୍ଭରେ କରନ୍ତୁ ଏହି ଉପାୟ, ସାରା ବର୍ଷ ହେବେ ଲାଭବାନ

ପ୍ରତ୍ୟେକ ବ୍ୟକ୍ତି ନିଜ କ୍ୟରିୟରରେ ସଫଳତା ପାଇବାକୁ ଚାହିଁଥାନ୍ତି । ତେବେ ବର୍ତ୍ତମାନ ନୂତନ ବର୍ଷ ଆରମ୍ଭ ହୋଇସାରିଛି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏପରି କାର୍ଯ୍ୟ ରହିଛି ଯାହା କରିବା ଦ୍ୱାରା ଆପଣଙ୍କୁ…

ବହୁ ଚେଷ୍ଟା ପରେ ମଧ୍ୟ ପକେଟରେ ରହୁନାହିଁ ଧନ! ତେବେ ଆଜି ହିଁ କରନ୍ତୁ ଏହି ଉପାୟ, ହେବ ମା’ ଲକ୍ଷ୍ମୀଙ୍କର ଅଶେଷ କୃପା

ପ୍ରତ୍ୟେକ ବ୍ୟକ୍ତି ସାରା ଦିନ ପରିଶ୍ରମ କରିଥାନ୍ତି ଏବଂ ଏହି ପ୍ରୟାସ କରିଥାନ୍ତି କି କୌଣସି ପ୍ରକାରେ ଭଲ ରୋଜଗାର ହେଉ । କିନ୍ତୁ ଏହା ବହୁ ପରିଶ୍ରମ ପରେ ମଧ୍ୟ ଆପଣଙ୍କ ଘରେ ଧନ ରହିନଥାଏ । କୌଣସି ନା କୌଣସି ଉପାୟରେ…

ମୁଖ୍ୟ ଦ୍ୱାରରେ କାହିଁକି ଲେଖା ହୁଏ ଶୁଭ ଲାଭ ? ଜାଣନ୍ତୁ ଏହାର ଅର୍ଥ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଶ୍ରୀ ଗଣେଶଙ୍କୁ ଅଗ୍ର ପୂଜ୍ୟ ଭାବରେ ବିବେଚିତ କରାଯାଇଛି । ଶ୍ରୀ ବିଘ୍ନହର୍ତ୍ତା ହେଉଛନ୍ତି ଶୁଭତାର ପ୍ରତୀକ । ସେହି କ୍ରମରେ ଏକ ଶୁଭ ଚିହ୍ନ ହେଉଛି ଶୁଭ-ଲାଭ ଓ ସ୍ୱସ୍ତିକ ଚିହ୍ନ ।…

ଜାନୁଆରୀ ୭ରୁ ଚମକିମ ଏହି ୩ଟି ରାଶିର ଭାଗ୍ୟ, ବ୍ୟାପାରରେ ମିଳିବ ସଫଳତା

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ବୁଦ୍ଧ ଦେବଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର ଏବଂ ସମ୍ବାଦର କାରକ ଭାବେ ବିବେଚିତ କରାଯାଇଛି । କୌଣସି ବ୍ୟକ୍ତିଙ୍କ ରାଶିରେ ବୁଦ୍ଧ ଗ୍ରହର ସ୍ଥିତି ଶକ୍ତିଶାଳୀ ଥିଲେ ବ୍ୟାପାର ଏବଂ…

ଏହି ରାଶି ଲୋକଙ୍କର ବଢିବ Bank Balance: ଜାଣନ୍ତୁ ଟଙ୍କା-ପଇସାରେ କେମିତି ରହିବ ୨୦୨୪ ବର୍ଷ…

ଓଡ଼ିଶା ଭାସ୍କର: ୨୦୨୩ ମସିହା ସରିବା ପରେ ଆରମ୍ଭ ହୋଇଯାଇଛି ୨୦୨୪ ନୂଆ ବର୍ଷ । ଏହି ବର୍ଷ ଅନେକ ରାଶିଙ୍କ ପାଇଁ ଆର୍ଥିକ କ୍ଷେତ୍ରରେ ଅନେକ ଫାଇଦା ଆଣିଦେବ । ଜ୍ୟୋତିଶ ଗଣନା ଅନୁସାରେ, ଏହି ବର୍ଷରେ ମେଷ, ଧନୁ ଏବଂ ମକର…

ମିଳିବ ପ୍ରଚୁର ଟଙ୍କା, ଏହି ୫ ରାଶି ଲୋକଙ୍କ ପାଇଁ ଖୁବ ସୁନ୍ଦର ରହିବ ୨୦୨୪: ମିଳିବ ସଫଳତା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଯାଇଛି ନବବର୍ଷ ୨୦୨୪ । ଅନେକ ଲୋକ ଅନେକ ପ୍ରକାରରେ ଏହି ବର୍ଷକୁ ସ୍ୱାଗତ ଜଣାଇଛନ୍ତି । ତେବେ ବର୍ତ୍ତମାନ ୨୦୨୪ କିପରି କଟିବ, ସେ କଥାକୁ ନେଇ ଲୋକମାନେ ଚିନ୍ତା କଲେଣି । ୨୦୨୪ କାହା…