Browsing Category

ଜୀବନଚର୍ଯ୍ୟା

ଓଭାରି କ୍ୟାନ୍ସର ପାଇଁ ବିକଶିତ ହେଲା ବିଶ୍ବର ପ୍ରଥମ ଟିକା, ଯାହାକୁ ନେବା ଦ୍ଵାରା ସମ୍ପୂର୍ଣ୍ଣ ଭଲ ହୋଇଯିବ କର୍କଟ ! ବୈଜ୍ଞାନିକଙ୍କ ଦାବି

ମହିଳାଙ୍କୁ ହେଉଥିବା ଓଭାରି କ୍ୟାନ୍ସର ପାଇଁ ବିକାଶିତ ହେଲା ବିଶ୍ବର ପ୍ରଥମ ଟିକା । ଏହି ଟିକା ନେଲେ କ୍ୟାନ୍ସର ସମ୍ପୂର୍ଣ୍ଣ ଭଲ ହୋଇଯିବା ନେଇ ବୈଜ୍ଞାନିକଙ୍କ ଦାବି । କ୍ୟାନ୍ସର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ…

Navratri 2024 Recipes: ନବରାତ୍ରୀରେ ତିଆରି କରନ୍ତୁ ‘ସାବୁଦାନା କ୍ଷୀରୀ’, ବଢ଼ିଆ ସ୍ୱାଦ ସାଙ୍ଗକୁ ସ୍ୱାସ୍ଥ୍ୟପକ୍ଷେ ହିତକର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବରାତ୍ରୀ ଅବସରରେ ମା’ଙ୍କ ସାନ୍ନିଧ୍ୟ ପାଇବା ପାଇଁ ଅନେକ ଲୋକ ବ୍ରତ, ଉପବାସ ଆଦି ରଖିଥାନ୍ତି । ତେବେ ଏହି ଉପବାସ ସମୟରେ ଭକ୍ତମାନେ ବଢ଼ିଆ ବଢ଼ିଆ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ…

ଚାକିରି କରିବା ସହିତ ଘର ସମ୍ଭାଳିବା ହେଉଛି କି କଷ୍ଟ ? ତେବେ ଆପଣାନ୍ତୁ ଏହି ଉପାୟ

ଆଜିକାଲି ସବୁ ଜିନିଷ ମହଙ୍ଗା ହୋଇଚାଲିଛି। ଏହି ମହଙ୍ଗା ଦୁନିଆରେ ବିଶେଷ କରି ମହିଳାମାନଙ୍କ ପାଇଁ ଘର କାମ ସାଙ୍ଗକୁ କୌଣସି ନା କୌଣସି ଚାକିରି ମଧ୍ୟ କରିବାକୁ ପଡୁଛି। ଘର ଏବଂ ଅଫିସ୍ ଏକାଠି ପରିଚାଳନା କରିବା ନିହାତି…

ଛୋଟ ଛୋଟ କଥାରେ ରାଗିଯାଉଛନ୍ତି କି ? ତେବେ କ୍ରୋଧ ନିୟନ୍ତ୍ରଣ କରିବାକୁ ଆପଣାନ୍ତୁ ଏହି ଟିପ୍ସ

କ୍ରୋଧରେ କୁହାଯାଉଥିବା କଥାଗୁଡିକ ପ୍ରାୟତ ଲୋକଙ୍କ ସମ୍ପର୍କରେ ଦୂରତା ସୃଷ୍ଟି କରେ । କିଛି କିଛି ଲୋକ ଛୋଟ ଜିନିଷ ଉପରେ ନିଜର କ୍ରୋଧ ହରାନ୍ତି ଏବଂ ପରେ ପରେ ଅନୁତାପ କରନ୍ତି । ଛେଟେ ଛୋଟ କଥାରେ ରାଗି ଯାଉଥିବା…

ଯେଉଁ ପିଲାଙ୍କର ଭାଇ ଭଉଣୀ ନାହାନ୍ତି ସେମାନେ ହୋଇଯାନ୍ତି ସ୍ୱାର୍ଥପର, ଜାଣନ୍ତୁ କାହିଁକି

ସମସ୍ତେ ଭାବନ୍ତି ଛୋଟ ଛୋଟ ପିଲାମାନେ ଟେନସନ ଫ୍ରି ଥାନ୍ତି । ଆପଣବି ସେମିତି ଭାବୁଛନ୍ତି ନା । ଯଦି ଏଭଳି ଭାବୁଛନ୍ତି ତେବେ ବଦଳାଇ ଦିଅନ୍ତୁ ନିଜର ଭାବନା , କାରଣ ଆପଣ ଭୁଲ ଭାବୁଛନ୍ତି । ପିଲାମାନେ ହାଇପରଟେନସନ ବା…

ହେଲଥ ଇନସ୍ୟୁରାନ୍ସ କ୍ଲେମ୍ ରିଜେକ୍ଟ ହୁଏ କାହିଁକି: ଜାଣନ୍ତୁ ଏହା ପଛର ୧୦ଟି ବଡ଼ କାରଣ

ନୂଆଦିଲ୍ଲୀ: ଆପଣମାନେ ଯଦି ହେଲଥ ଇନସ୍ୟୁରାନ୍ସ କି ପଲିସୀ ନେବାକୁ ଯାଉଛନ୍ତି ତେବେ ତା’ ପୂର୍ବରୁ ଏଥିସହ ଜଡ଼ିତ କିଛି ଜରୁରୀ ଖବର ଜାଣିବା ନିହାତି ଆବଶ୍ୟକ । ଏନେଇ ଆପଣମାନେ ଯଦି ପୂର୍ବରୁ ସତର୍କ ନରହିବେ ତେବେ ଆଗାମୀ…

ନବରାତ୍ରୀରେ ସ୍ୱପ୍ନରେ କୁକୁର ଦେଖିବା ଶୁଭ ନା ଅଶୁଭ; ଜୀବନରେ କେଉଁ ସଙ୍କେତ ଦିଏ ଏହି ସ୍ୱପ୍ନ?

ଓଡ଼ିଶା ଭାସ୍କର: ଶୋଇବା ସମୟରେ ସ୍ୱପ୍ନ ଦେଖିବା ଏକ ସାଧାରଣ କଥା। ତେବେ ସ୍ୱପ୍ନ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ରହିଥାଏ। ଯଦି ଆପଣ ନବରାତ୍ରୀରେ ସ୍ୱପ୍ନରେ କୁକୁରକୁ ଦେଖନ୍ତି ତେବେ ଏହା…

ହରିୟାଣା ନିର୍ବାଚନ: ପ୍ରଥମ ଥର ଭୋଟ୍ ଦେବା ପରେ କ’ଣ କହିଲେ ମନୁ ଭାକର

ନୂଆଦିଲ୍ଲୀ: ଅଲିମ୍ପିକ୍ସ୨୦୨୪ରେ ଦୁଇଟି କାଂସ୍ୟ ପଦକ ଜିତିଥିବା ସୁଟର ମନୁ ଭାକର ମଧ୍ୟ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ କରିଛନ୍ତି । ସେ ଝଜ୍ଜର ଜିଲ୍ଲାର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି । ଏହାପରେ…

ନବରାତ୍ରୀରେ ଖାଇବା ଆଗରୁ ଗୋମାତାଙ୍କୁ ସମର୍ପଣ କରି ଖାଆନ୍ତୁ; ପ୍ରସନ୍ନ ହେବେ ମା’ ଲକ୍ଷ୍ମୀ, ପାଖ ମାଡ଼ିବନି ଅଭାବ

ଓଡ଼ିଶା ଭାସ୍କର: ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ନବରାତ୍ରୀରେ ମା’ଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ । ନବରାତ୍ରୀ ସମୟରେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ । ଏହି ୯ ଦିନରେ ମାତା ଦୁର୍ଗା,…

ଗୃହପାଳିତ ପଶୁଙ୍କ ପାଇଁ ମାନସିକ ସ୍ତରରେ ମଜବୁତ ହୁଅନ୍ତି ପିଲା; ବୃଦ୍ଧି ପାଏ ସହାନୁଭୂତି ଓ କରୁଣାର ଭାବନା

ଓଡ଼ିଶା ଭାସ୍କର: ଯଦି ଆପଣ ଘରେ ଗୃହପାଳିତ ପଶୁଙ୍କୁ ରଖନ୍ତି ତେବେ ଆପଣଙ୍କ ପିଲାଙ୍କୁ ଏଥିରୁ ଅନେକ ଫାଇଦା ମିଳିଥାଏ। ଯେହେତୁ ପିଲାମାନେ ଖୁସି ଓ ସୁସ୍ଥ ଥାଆନ୍ତି। ଗୃହପାଳିତ ପଶୁମାନଙ୍କ ସହିତ ସମୟ ବିତାଇବା…