Browsing Category

ଜୀବନଚର୍ଯ୍ୟା

Eye Diseases: ୫ଟି ଫୁଡସ୍ ସେବନ କରି ଆପଣ ନିଜର ଆଖିର ଦୃଷ୍ଟିଶକ୍ତିକୁ ବୃଦ୍ଧି କରିପାରିବେ

ନୂଆଦିଲ୍ଲୀ: ବର୍ତ୍ତମାନର ସମୟରେ ଖରାପ ଲାଇଫଷ୍ଟାଇଲ ଓ ଖାଦ୍ୟପେୟରେ ଅବହେଳା କାରଣରୁ ମଣିଷକୁ ଅନେକ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ସାମ୍ନା କରିବାକୁ ପଡ଼ୁଛି । ବିଶେଷ କରି ଆଜିର ସମୟରେ ବହୁ ଲୋକ ଆଖି…

ଶାରୀରିକ ସମ୍ପର୍କକୁ ଉଲ୍ଲାସପୂର୍ଣ୍ଣ ଓ ଚିରସ୍ଥାୟୀ କରିବାକୁ ଚାହୁଁଥିଲେ କେତେକ ଦିଗ ପ୍ରତି ଧ୍ୟାନ ଦେବା ଉଚିତ, ନହେଲେ…

ଓଡିଶା ଭାସ୍କର- କାହିଁ କେଉଁ ଆଦିମ କାଳରୁ ନାରୀ ଓ ପୁରୁଷ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ପ୍ରତି ଅହେତୁକ ବ୍ୟାକୁଳତା ରହିଛି । ଏଥିରେ ଲଜ୍ଜାବୋଧର କୌଣସି କାରଣ ନାହିଁ । ଏହି ଶରୀରର ଆବଶ୍ୟକତା ମଧ୍ୟ । ତେଣୁ ଆମ…

ଘରଣୀ ନୁହେଁ, ବେଶୀ ଭଲ ଲାଗେ ‘ବାହାରବାଲୀ’: ସ୍ତ୍ରୀ ଅପେକ୍ଷା ପ୍ରେମିକାକୁ କାହିଁକି ଅଧିକ ଚାହାଁନ୍ତି ପୁରୁଷ?

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ସମ୍ପର୍କର ପରିଭାଷା ବଦଳି ଯାଇଛି । ଏହା ଠିକ୍ କାର୍ଯ୍ୟ ହୋଇ ନଥିଲେ ମଧ୍ୟ କେତେକ ପୁରୁଷ ନିଜ ପତ୍ନୀଙ୍କ ଅପେକ୍ଷା ନିଜ ଗାର୍ଲଫ୍ରେଣ୍ଡ୍ ଅଧିକ ପସନ୍ଦ ଆସିଥାନ୍ତି । ନିଜ ପତ୍ନୀଙ୍କ…

ଗାଧୋଇବା ସମୟରେ ହୃଦଘାତ ଅଧିକ ହେବା ପଛରେ କଣ ରହିଛି ବୈଜ୍ଞାନିକ କାରଣ

ନୂଆଦିଲ୍ଲୀ- ଯଦିଓ ହାର୍ଟ ଆର୍ଟାକ୍ ବା ହୃଦଘାତ କୌଣସି ବି ସ୍ଥାନରେ, କୌଣସି ସମୟରେ ହୋଇପାରେ । ହେଲେ ଗାଧୋଇବା ସମୟରେ ହୃଦଘାତ ଅଧିକ ହୋଇଥାଏ । ଡାକ୍ତରଙ୍କ ମୁତାବକ, ଟଏଲେଟରେ ବା ଗାଧୋଇବା ସମୟରେ ଅଧିକ ହୃଦଘାତ…

ଥମିନି କରୋନା, ପ୍ରତି ସପ୍ତାହରେ ନେଉଛି ଏତିକି ଜୀବନ: WHO କହିଲା- ‘ସାବଧାନ୍ ହୋଇଯାଅ’

ନୂଆଦିଲ୍ଲୀ: କରୋନା ଚାଲିଯାଇଛି ବୋଲି ଭାବୁଛ କି? ଯଦି ହଁ ତେବେ ଆପଣ ମଧ୍ୟ ଭୁଲ ଭାବୁଛନ୍ତି । କାରଣ ଡବ୍ଲୁଏଚଓ ଅନୁଯାୟୀ, କରୋନା ଭାଇରସ୍ ପ୍ରତି ସପ୍ତାହରେ ୧,୭୦୦ ଲୋକଙ୍କୁ ହତ୍ୟା କରୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର…

ଘରେ ପଶି ମୂଷା ବହୁ ନଷ୍ଟ କରୁଛି, ମୂଷାଙ୍କୁ ନ ମାରି କେମିତି ଘଉଡାଇ ହେବ ଆସନ୍ତୁ ଜାଣିବା

ଓଡିଶା ଭାସ୍କର- ଘରେ ମୂଷା ହେଲେ କେମିତି ପରିସ୍ଥିତିର ସମ୍ମୁଖୀନ ହେବାକୁ ହୁଏ, ତାହା ଅଳ୍ପ ବହୁତେ ସମସ୍ତେ ଅବଗତ । ଥରେ ଘରେ ମୂଷା ପଶିଲେ ତାକୁ ବାହାର କରିବା କଷ୍ଟକର । ସେପଟେ, ଘରେ ଲୁଗାପଟା, ଖାଦ୍ୟପେୟ ନଷ୍ଟ କରି…

ସାବଧାନ୍ ! ଭାରତୀୟ ଯୁବକମାନଙ୍କ ମଧ୍ୟରେ ବଢ଼ୁଛି ବ୍ରେନ୍ ଷ୍ଟ୍ରୋକର ବିପଦ, ISAର ଖୁଲାସା

ବ୍ରେନ୍ ଷ୍ଟୋକ୍ ଏକ ଗୁରୁତର ଚିକିତ୍ସା ସମସ୍ୟା, ଯାହା ସେତେବେଳେ ହୋଇଥାଏ ଯେବେ ମସ୍ତିଷ୍କକୁ ରକ୍ତ ଯୋଗାଣ ବନ୍ଦ ହୋଇଯାଏ । ରକ୍ତ ଯୋଗାଣରେ ବାଧା ହେତୁ ମସ୍ତିଷ୍କ କୋଷରେ ଅମ୍ଳଜାନ ଏବଂ ଅତ୍ୟାବଶ୍ୟକ ପୁଷ୍ଟିକର ଅଭାବ…

ଏହି ମେଡିସିନକୁ ନିୟମିତ ଖାଇବା ଦ୍ୱାରା ହୋଇପାରେ ‘ଭୁଲିବା ରୋଗ’ ଡିମେନ୍ସିଆ, ଜାଣନ୍ତୁ ସେଗୁଡ଼ିକର ନାଁ

ଡିମେନ୍ସିଆ ହେଉଛି ଏପରି ଏକ ଅବସ୍ଥା ଯାହା ସ୍ମୃତି, ଚିନ୍ତା ଏବଂ ନିଷ୍ପତ୍ତି ନେବା କ୍ଷମତା ପରି ମସ୍ତିଷ୍କ କାର୍ଯ୍ୟକୁ ପ୍ରଭାବିତ କରିଥାଏ । ଅବଶ୍ୟ ବୟସ ବଢ଼ିବା ସହିତ ଏହି ଲକ୍ଷଣଗୁଡିକ ଅତି ସାଧାରଣ, କିନ୍ତୁ କେତେକ…

Court Marriage କ’ଣ? କେଉଁମାନେ କରନ୍ତି କୋର୍ଟ ମ୍ୟାରେଜ? ଆବଶ୍ୟକ ଥାଏ ଏହିସବୁ ଡକ୍ୟୁମେଣ୍ଟ, ଜାଣନ୍ତୁ ସବୁ କିଛି

ଭୁବନେଶ୍ୱର: ବିବାହ ଏକ ପବିତ୍ର ବନ୍ଧନ । ସମସ୍ତଙ୍କୁ ବିବାହ କରିବାର ଅଧିକାର ରହିଛି ।ହ୍ୟୁମାନ ରାଇଟ ଆକ୍ଟର ଆର୍ଟିକିଲ ୧୬ରେ ବିବାହ ସମସ୍ତଙ୍କ ଅଧିକାର ବୋଲି ଦର୍ଶାଯାଇଛି । ତେଣୁ ବିବାହ କରିବା ପାଇଁ କାହାରି…

Jio vs Airtel vs BSNL; ରିଚାର୍ଜ ପ୍ଲାନ ପାଇଁ ଦ୍ୱନ୍ଦ୍ୱରେ ୟୁଜର: ୨୮ ଦିନିଆ ପ୍ଲାନରେ କିଏ ସବୁଠୁ ଭଲ?

ଓଡ଼ିଶା ଭାସ୍କର: ବର୍ତ୍ତମାନ ବିଭିନ୍ନ ଟେଲିକମ୍ କମ୍ପାନୀ ମଧ୍ୟରେ ଚାଲିଛି ଛକାପଞ୍ଝା ଖେଳ । ସେପଟେ ମହଙ୍ଗା ରିଚାର୍ଜ ପ୍ଲାନକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ୟୁଜର । ଜିଓ, ଏୟାରଟେଲ, ଭୋଡ଼ାପୋନ୍-ଆଇଡିଆ ଏବଂ ବିଏସଏନଏଲ…