Browsing Category

ଜୀବନଚର୍ଯ୍ୟା

ଗୋଟିଏ ଦିନରେ କେତେ ପରିମାଣର ଖାଇବା ଦରକାର ଲୁଣ, ଜାଣନ୍ତୁ ଡବ୍ଲୁଏଚଓର ଗାଇଡଲାଇନ୍

ନୂଆଦିଲ୍ଲୀ: ଲୁଣ ଦୁଇଟି ଜିନିଷ ଦ୍ୱାରା ତିଆରି ହୋଇଥାଏ । ଗୋଟିଏ ହେଲା ସୋଡ଼ିୟମ୍ ଓ ଅନ୍ୟଟି ପୋଟାସିୟମ୍ । ଡବ୍ଲୁଏଚଓ ର କହିବା ମୁତାବକ, ଆମେ ଯେଉଁ ଲୁଣ ଖାଉଛେ ସେଥିରେ ସୋଡ଼ିୟମ୍ ଅଧିକ ମାତ୍ରାରେ ଥିବା ବେଳେ…

ଗର୍ଲଫ୍ରେଣ୍ଡକୁ ଆଦୌ କୁହନ୍ତୁ ନାହିଁ ଏହି ୬ଟି କଥା, ନଚେତ୍ ତୁରନ୍ତ ଭାଙ୍ଗିଯାଇପାରେ ରିଲେସନ୍

ଓଡ଼ିଶା ଭାସ୍କର ବ୍ୟୁରୋ: କୌଣସି ଯୁବକ-ଯୁବତୀ ଲଭ୍ ରିଲେସନ୍ କୁ ଆସିବା ପରେ ସେମାନଙ୍କ ଜୀବନରେ ଅନେକ କିଛି ନୂଆ ନୂଆ ଘଟେ । ଦୁହେଁ ଦୁହିଁଙ୍କ ପାଇଁ ସ୍ପେଶାଲ ଅନୁଭବ କରିଥାନ୍ତି ପ୍ରେମୀଯୁଗଳ । ଏମିତିରେ ବି ଲଭ୍,…

ରାଶିଫଳ(ମଙ୍ଗଳବାର,୨୮ ଡିସେମ୍ବର,୨୦୨୧)

ମେଷ - ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ବାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ଷୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ଷୃଷ୍ଟି ହେବ,…

ଆଜି ହିଁ ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ: ଦୂରେଇ ଯିବ କୋଲେଷ୍ଟ୍ରଲ ସମସ୍ୟା

ଆଜିକାଲି ଅନେକ ଲୋକଙ୍କ କ୍ଷେତ୍ରରେ ଶରୀରରେ ଅତ୍ୟଧିକ କୋଲେଷ୍ଟ୍ରଲ ବଢୁଥିବା ସମସ୍ୟା ଦେଖିବାକୁ ମିଳୁଛି । ଶରୀରରେ କୋଲେଷ୍ଟ୍ରଲ ଅଧିକା ବଢିବା ଦ୍ବାରା , ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତେବେ ଏଥିରୁ…

ସଲମାନ ଖାନଙ୍କ ପରି ଏହି ଗାୟିକାଙ୍କୁ କାମୁଡ଼ିଲା ସାପ, ଦେଖନ୍ତୁ ଭାଇରାଲ ଭିଡ଼ିଓ

ନୂଆଦିଲ୍ଲୀ: ନିକଟରେ ବଲିଉଡର ଦବଙ୍ଗ ଅଭିନେତା ସଲମାନ ଖାନଙ୍କୁ ସାପ କାମୁଡ଼ିବା ଘଟଣା ସାମ୍ନାକୁ ଆସିଥିଲା । ପାନଭେଲ ସ୍ଥିତ ଫାର୍ମହାଉସରେ ଥିବା ସମୟରେ ସଲମାନଙ୍କୁ ସାପ କାମୁଡ଼ିଥିଲା, ଫଳରେ ତାଙ୍କୁ ହସ୍ପିଟାଲରେ ୬…

ଓମିକ୍ରନର ଏହା ହେଉଛି ପ୍ରଥମ ଲକ୍ଷଣ, ସଂକ୍ରମଣ ବ୍ୟାପିବା ପୂର୍ବରୁ ରୁହନ୍ତୁୁ ସାବଧାନ

ଭୁବନେଶ୍ୱର : ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଅତିକ୍ରମ ହୋଇ ସାରିଛି । ଦ୍ରୁତ ଗତିରେ ବଢ଼ିଚାଲିଥିବା କରୋନାର ନୂଆ ଭାରିଆଣ୍ଟ ଡେଲଟା ତୁଳନାରେ ଅଧିକ ସଂକ୍ରମଣର କ୍ଷମତା ରଖୁଛି । ଡେଲଟା ତୁଳନାରେ ଓମିକ୍ରନର…

ଯଦି ଆପଣଙ୍କ ଶରୀର ଏଭଳି ସଂକେତ ଦେଉଛି ତାହେଲେ ବୁଝିନିଅନ୍ତୁ ଯେ ଇମ୍ୟୁନିଟି ହେବାରେ ଲାଗିଛି ଦୁର୍ବଳ

ଓଡ଼ିଶା ଭାସ୍କର ବ୍ୟୁରୋ: ଇମ୍ୟୁନିଟି ସମ୍ପର୍କରେ ଆଜିକା ସମୟରେ ଲୋକମାନେ ବିଭିନ୍ନ ପ୍ରକାର କଥା ଜାଣିଥିବେ ନିଶ୍ଚୟ ଓ ଇମ୍ୟୁନିଟି ବଢ଼ାଇବା ପାଇଁ ଅନେକ ଉପାୟ ଆପଣାଉଥିବେ ନିଶ୍ଚୟ । ହେଲେ ଅନେକ ଥର ଏପରି ବି ହୋଇଥାଏ…

ଏହି ପଶୁ ପାଇଁ ସୃଷ୍ଟି ହୋଇପାରେ କୋଭିଡ୍-୧୯ର ଆଉ ଏକ ନୂତନ ଭାରିଆଣ୍ଟ୍, ପଢ଼ନ୍ତୁ କଣ କହୁଛି ଅଧ୍ୟୟନ

ନ୍ୟୁୟର୍କ: ହରିଣ ମାନଙ୍କ ପାଇଁ ମଣିଷ ମାନଙ୍କ ପ୍ରତି ଆସିପାରେ ଆଉ ଏକ ସଙ୍କଟ । ହରିଣଙ୍କ ପାଇଁ ସମ୍ଭାବିତ କୋଭିଡ୍ ମହାମାରୀର ନୂତନ ଭାରିଆଣ୍ଟ ସୃଷ୍ଟି ହେବ । ଏନେି ନ୍ୟୁୟର୍କର ବୈଜ୍ଞାନିକ ମାନେ ଚେତାବନୀ ଜାରି…

କ୍ୟାନସର୍ ଠାରୁ ଦୂରେଇ ରହିବାକୁ ଚାହୁଁଥିଲେ Vitamin B6ର ଅଭାବକୁ କରନ୍ତୁ ପୂରା, ଜାଣନ୍ତୁ ଏହାର ଅନ୍ୟାନ୍ୟ ଫାଇଦା

ଓଡ଼ିଶା ଭାସ୍କର ବ୍ୟୁରୋ: ଶରୀରକୁ ଯଦି ଉପଯୁକ୍ତ ମାତ୍ରାରେ ପୋଷକ ତତ୍ତ୍ୱ ନ ମିଳେ ତାହେଲେ ବିଭିନ୍ନ ପ୍ରକାରର ରୋଗ ମାଡ଼ିଆସେ । କିନ୍ତୁ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦେଇ ହୁଏନାହିଁ ।…

ଆରେଞ୍ଜ୍ ମ୍ୟାରେଜ୍ ପାଇଁ ରାଜି ହେବା ପୂର୍ବରୁ ପଚାରିନିଅନ୍ତୁ ଏହି ୩ଟି କଥା, ଆଉ କରିବାକୁ ପଡ଼ିବନି ପଶ୍ଚାତାପ

ନୂଆଦିଲ୍ଲୀ: ଭାରତର ଅଧିକାଂଶ ଲୋକ ଆରେଞ୍ଜ ମ୍ୟାରେଜ୍ କୁ ପସନ୍ଦ କରନ୍ତି । ଆରେଞ୍ଜ ମ୍ୟାରେଜ୍ ରେ ବର ଏବଂ କନ୍ୟାକୁ ଏକାଠି କରିବାର କାର୍ୟ୍ୟ ଉଭୟ ପରିବାର ଦ୍ୱାରା କରାଯାଇଥାଏ । ଅନେକ ଲୋକଙ୍କୁ ଏହା ଆରମ୍ଭରେ ଟିକେ…