fbpx
Browsing Category

ଜୀବନଚର୍ଯ୍ୟା

କରୋନା ପାଇଁ ତ୍ୟାଗ କରନ୍ତୁ ଏହି ଖାଦ୍ୟ, ନହେଲେ ହୋଇଯିବ ଅନର୍ଥ

କରୋନା ଭାଇରସ ମୁଣ୍ଡବିନ୍ଧାର କାରଣ ପାଲଟିଗଲାଣି । ହାରି ମଧ୍ୟରେ ଭାରତରେ କରୋନାରେ ଆକ୍ରାନ୍ତ ଥିବା ପଞ୍ଜାବର ଆଉ ଜଣଙ୍କର ଆଜି ମୃତ୍ୟୁ ହୋଇଛି । ଏହାସହ ଭାରତରେ କରୋନା ରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।…

କାଲି ଫାଶୀରେ ଝୁଲିବେ ନିର୍ଭୟା ସଇତାନ୍, ଜଲ୍ଲାଦରୁ ଜାଣନ୍ତୁ-ଭିତରେ କଣ କଣ ହୁଏ ?

ନିର୍ଭୟା ଦୋଷୀଙ୍କ ଶେଷ ସମୟ ପାଖେଇ ଆସୁଛି । ବିନୟ ଓ ମୁକେଶର ଆବେଦନ ସୁପ୍ରିମକୋର୍ଟରେ ଖାରଜ ହେବା ପରେ ଆସନ୍ତାକାଲି ସକାଳ ୫.୩୦ରେ ୪ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯିବ । ଏହି କାର୍ଯ୍ୟ ପାଇଁ ପୂର୍ବରୁ ପୱନ ଜଲ୍ଲାଦ…

ମହାକାଶରୁ ପୃଥିବୀ ଆଡକୁ ମାଡିଆସୁଛି ବଡ ବିପଦ, ଟେନସନରେ ନାସାର ବୈଜ୍ଞାନିକ

ମହାକାଶରୁ ଏକ ବୃହତ୍ ଆଷ୍ଟେରଏଡ୍ ବା ଛୋଟା ତାରା ବହୁ ତୀବ୍ର ଭାବରେ ପୃଥିବୀ ଆଡକୁ ମାଡି ଆସୁଛି ବୋଲି ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ପ୍ରକାଶ କରିଛି । କୁହାଯାଉଛି ଯେ, ଛୋଟା ତାରା ପୃଥିବୀର ସର୍ବୋଚ୍ଚ ପର୍ବତ…

ଫାଶୀରେ ଝୁଲିବାର ୨ ଘଣ୍ଟା ପରେ ବି ଜୀବିତ ଥିଲା ଏହି ଦୋଷୀ..

ନିର୍ଭୟା ମାମଲାର ଦୋଷୀମାନଙ୍କୁ ଆସନ୍ତାକାଲି ଅର୍ଥାତ୍ ୨୦ ମାର୍ଚ୍ଚ ସକାଳେ ଫାଶୀ ଦିଆଯିବ । କିନ୍ତୁ ଆମ ଦେଶରେ ଏପରି ଏକ ମାମଲା ସାମନାକୁ ଆସିଛି, ଯେଉଁଥିରେ ଫାଶୀ ଦିଆଯିବାର ୨ ଘଣ୍ଟା ପର୍ଯ୍ୟନ୍ତ ଅପରାଧୀର ମୃତ୍ୟୁ…

କରୋନା ସଙ୍କଟ ମଧ୍ୟରେ ପ୍ରତ୍ୟେକ କର୍ମଚାରୀଙ୍କୁ ୭୪ ହଜାର ବୋନସ୍ ଦେଉଛି ଏହି କମ୍ପାନୀ

କରୋନା ଭାଇରସ୍ ସଙ୍କଟ ଯୋଗୁଁ ବହୁ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ କହୁଛନ୍ତି । ସେହିଭଳି ଫେସବୁକ ମଧ୍ୟ ଘରୁ କାମ କରୁଥିବା ନିଜର ସମସ୍ତ କର୍ମଚାରୀଙ୍କୁ ସାହାର୍ଯ୍ୟ ପାଇଁ ୭୪,୦୦୦ ଟଙ୍କା ବୋନସ୍ ଦେବ ।…

ଭେଟେରାନ୍ ଡାକ୍ତରଙ୍କ ଦାବି: ‘ପାରାସିଟାମଲ-ଚିକେନ୍ ସୁପ୍ ଦ୍ୱାରା ଠିକ୍ ହୋଇଛି କରୋନା’

ଇଂଲଣ୍ଡର ଜଣେ ଭେଟେରାନ୍ ଡାକ୍ତର ଦାବି କରିଛନ୍ତି ଯେ, ସାମାନ୍ୟ ଔଷଧ ଓ ସାଧାରଣ ଖାଦ୍ୟ ସାମଗ୍ରୀ ସହିତ କରୋନା ଭୂତାଣୁକୁ ହରାଇବାରେ ସଫଳ ହୋଇଛି । ବ୍ରିଟେନର ୬୦ ବର୍ଷିୟ କ୍ଲେୟର ଗେରଡା ରୟାଲ କେଲଜ ଅଫ୍ ଜେନେରାଲ…

ତମ୍ବା କିମ୍ବା ତମ୍ବା ମିଶ୍ରଣ ଧାତୁ ମାରିପାରେ କରୋନା ଭୁତାଣୁ: ରିସର୍ଚ୍ଚ

ସାରା ଦେଶରେ କରୋନା ଭାଇରସ୍ ବ୍ୟାପୁଥିବାରୁ ଲୋକାମାନେ କୌଣସି ବସ୍ତୁକୁ ଛୁଇଁବା ପୂର୍ବରୁ ଭୟ କରୁଛନ୍ତି । କରୋନା ଭୂତାଣୁ ନିର୍ଜୀବ ବସ୍ତୁ ମଧ୍ୟରେ ବି ୯ ଦିନ ପର୍ଯ୍ୟନ୍ତ ବଞ୍ଚିରହିପାରେ ବୋଲି ପ୍ରମାଣିତ ହେବା ପରେ…

ବିମାନରେ ଏୟାର ହୋଷ୍ଟେସ୍ ଉପରେ ଛେପ ପକାଇବା ସହ ଚାପୁଡା ମାରିଲେ ଯୁବକ, ଭାଇରାଲ୍

ବିମାନରେ ଜଣେ ଯାତ୍ରୀ ଓ ଏୟାର ହୋଷ୍ଟେସଙ୍କ ମଧ୍ୟରେ ମାରପିଟ୍ । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଡେଲି ମେଲଙ୍କ ରିପୋର୍ଟ ଅନୁସାରେ, ଜଣେ ପୁରୁଷ ଯାତ୍ରୀ ଏୟାର ହୋଷ୍ଟେସଙ୍କୁ ଚାପୁଡା ମାରିବା…

କରୋନା ଭାଇରସଠାରୁ ଦୂରରେ ରହିବାକୁ ଏହି ୧୦ ଟି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ

ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁଁ ୧୩୭ ଟି ଦେଶରେ ୫,୭୬୪ ଜଣଙ୍କର ମୃତ୍ୟୁ ଘଟିଛି। ଭାରତରେ ଏପର୍ୟ୍ୟନ୍ତ ୧୦୫ ଜଣ କରୋନା ଜୀବାଣୁରେ ପୀଡିତ ଅଛନ୍ତି ।…