fbpx
Browsing Category

ଜୀବନଚର୍ଯ୍ୟା

ଫାଶୀରେ ଝୁଲିବାର ୨ ଘଣ୍ଟା ପରେ ବି ଜୀବିତ ଥିଲା ଏହି ଦୋଷୀ..

ନିର୍ଭୟା ମାମଲାର ଦୋଷୀମାନଙ୍କୁ ଆସନ୍ତାକାଲି ଅର୍ଥାତ୍ ୨୦ ମାର୍ଚ୍ଚ ସକାଳେ ଫାଶୀ ଦିଆଯିବ । କିନ୍ତୁ ଆମ ଦେଶରେ ଏପରି ଏକ ମାମଲା ସାମନାକୁ ଆସିଛି, ଯେଉଁଥିରେ ଫାଶୀ ଦିଆଯିବାର ୨ ଘଣ୍ଟା ପର୍ଯ୍ୟନ୍ତ ଅପରାଧୀର ମୃତ୍ୟୁ…

କରୋନା ସଙ୍କଟ ମଧ୍ୟରେ ପ୍ରତ୍ୟେକ କର୍ମଚାରୀଙ୍କୁ ୭୪ ହଜାର ବୋନସ୍ ଦେଉଛି ଏହି କମ୍ପାନୀ

କରୋନା ଭାଇରସ୍ ସଙ୍କଟ ଯୋଗୁଁ ବହୁ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ କହୁଛନ୍ତି । ସେହିଭଳି ଫେସବୁକ ମଧ୍ୟ ଘରୁ କାମ କରୁଥିବା ନିଜର ସମସ୍ତ କର୍ମଚାରୀଙ୍କୁ ସାହାର୍ଯ୍ୟ ପାଇଁ ୭୪,୦୦୦ ଟଙ୍କା ବୋନସ୍ ଦେବ ।…

ଭେଟେରାନ୍ ଡାକ୍ତରଙ୍କ ଦାବି: ‘ପାରାସିଟାମଲ-ଚିକେନ୍ ସୁପ୍ ଦ୍ୱାରା ଠିକ୍ ହୋଇଛି କରୋନା’

ଇଂଲଣ୍ଡର ଜଣେ ଭେଟେରାନ୍ ଡାକ୍ତର ଦାବି କରିଛନ୍ତି ଯେ, ସାମାନ୍ୟ ଔଷଧ ଓ ସାଧାରଣ ଖାଦ୍ୟ ସାମଗ୍ରୀ ସହିତ କରୋନା ଭୂତାଣୁକୁ ହରାଇବାରେ ସଫଳ ହୋଇଛି । ବ୍ରିଟେନର ୬୦ ବର୍ଷିୟ କ୍ଲେୟର ଗେରଡା ରୟାଲ କେଲଜ ଅଫ୍ ଜେନେରାଲ…

ତମ୍ବା କିମ୍ବା ତମ୍ବା ମିଶ୍ରଣ ଧାତୁ ମାରିପାରେ କରୋନା ଭୁତାଣୁ: ରିସର୍ଚ୍ଚ

ସାରା ଦେଶରେ କରୋନା ଭାଇରସ୍ ବ୍ୟାପୁଥିବାରୁ ଲୋକାମାନେ କୌଣସି ବସ୍ତୁକୁ ଛୁଇଁବା ପୂର୍ବରୁ ଭୟ କରୁଛନ୍ତି । କରୋନା ଭୂତାଣୁ ନିର୍ଜୀବ ବସ୍ତୁ ମଧ୍ୟରେ ବି ୯ ଦିନ ପର୍ଯ୍ୟନ୍ତ ବଞ୍ଚିରହିପାରେ ବୋଲି ପ୍ରମାଣିତ ହେବା ପରେ…

ବିମାନରେ ଏୟାର ହୋଷ୍ଟେସ୍ ଉପରେ ଛେପ ପକାଇବା ସହ ଚାପୁଡା ମାରିଲେ ଯୁବକ, ଭାଇରାଲ୍

ବିମାନରେ ଜଣେ ଯାତ୍ରୀ ଓ ଏୟାର ହୋଷ୍ଟେସଙ୍କ ମଧ୍ୟରେ ମାରପିଟ୍ । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଡେଲି ମେଲଙ୍କ ରିପୋର୍ଟ ଅନୁସାରେ, ଜଣେ ପୁରୁଷ ଯାତ୍ରୀ ଏୟାର ହୋଷ୍ଟେସଙ୍କୁ ଚାପୁଡା ମାରିବା…

କରୋନା ଭାଇରସଠାରୁ ଦୂରରେ ରହିବାକୁ ଏହି ୧୦ ଟି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ

ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁଁ ୧୩୭ ଟି ଦେଶରେ ୫,୭୬୪ ଜଣଙ୍କର ମୃତ୍ୟୁ ଘଟିଛି। ଭାରତରେ ଏପର୍ୟ୍ୟନ୍ତ ୧୦୫ ଜଣ କରୋନା ଜୀବାଣୁରେ ପୀଡିତ ଅଛନ୍ତି ।…

ଅଚାନକ୍ ନାଚିବାରେ ଲାଗିଲେ ନାଗ-ନାଗୁଣୀ, ଭାଇରାଲ ଭିଡିଓ

କାହାଣୀରେ ସାପ ନୃତ୍ୟ କରନ୍ତି ବୋଲି ତ ସମସ୍ତେ ଶୁଣିଥିବେ । କିନ୍ତୁ ବହୁତ କମ ଲୋକ ସାପମାନଙ୍କ ନୃତ୍ୟ ଦେଖିଥିବେ । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପ୍ରେମୀ ଯୁଗଳ ସାପ…

ମୋବାଇଲରୁ ବି ବ୍ୟାପିପାରେ କରୋନା ଭାଇରସ୍ ! ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ସାରା ବିଶ୍ୱରେ କରୋନା ଭାଇରସ୍ ମୁଣ୍ଡ ବିନ୍ଧାର କାରଣ ପାଲଟିଗଲାଣି । ଏହାରି ମଧ୍ୟରେ ଆପଣଙ୍କ ମନରେ ଏକ ପ୍ରଶ୍ନ ଆସୁଥିବା କି, କଣ ମୋବାଇଲ ଫୋନରୁ କରୋନା ବ୍ୟାପିପାରିବ କି ? ପ୍ରଶ୍ନଟି ଗମ୍ଭୀର ହୋଇଥିଲେ କି…

ଭାରତ ପାଖରେ ଆଉ ରହିଲା ୩୦ ଦିନ: ନିୟନ୍ତ୍ରଣ ନ କଲେ ଭୟାବହ ହେବ କରୋନାର ୩ୟ ସ୍ତର

ଭାରତରେ ବର୍ତ୍ତମାନ ସୁଦ୍ଧା ୮୩ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଭାରତ ଏବେ କରୋନା ଭାଇରସର ଦ୍ୱିତୀୟ ସ୍ତର ଦେଇ ଗତି କରୁଛି । ଯଦି ଆଗାମୀ ୩୦ ଦିନ ମଧ୍ୟରେ ଭାରତ ଏହି…