Browsing Category

କରୋନା

ଜୁନ୍ ୧୫ରୁ ଦେଶରେ ଉପଲବ୍ଧ ହେବ ‘Sputnik-V’ ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧୫ ତାରିଖରୁ ଦେଶରେ ଉପଲବ୍ଧ ହେବ ‘ସ୍ପୁଟନିକ୍-ଭି’ ଭ୍ୟାକ୍ସିନ୍ । ଦିଲ୍ଲୀର ଇନ୍ଦ୍ରପ୍ରସ୍ତ ଆପୋଲ ହସ୍ପିଟାଲରେ ଜନସାଧାରଣ ଆସନ୍ତାକାଲି ଠାରୁ ପାଇପାରିବେ ଋଷ୍ ନିର୍ମିତ ଭ୍ୟାକ୍ସିନ୍ ।…

ପ୍ରଥମ ଥର ପାଇଁ ଓଡ଼ିଶାରେ କାର୍ଯ୍ୟକ୍ଷମ ହେଲା ECMO ମେସିନ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ଦୂର ହୋଇଛି ରାଜ୍ୟବାସୀଙ୍କ ଦୁଃଖ । ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ କାର୍ଯ୍ୟକ୍ଷମ ହୋଇଛି ରାଜ୍ୟର ପ୍ରଥମ ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ୍ (ଏକମୋ) ମେସିନ୍ ।…

ଦେଶରେ ଆଜି ୩୯୨୧ ଜଣଙ୍କ ମୃତ୍ୟୁ, ୭୦ ହଜାର ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୯୨୧ ଜଣଙ୍କ…

ରାଜ୍ୟରେ କମୁଛି କରୋନା ସଂକ୍ରମଣ: ଆଜି ଚିହ୍ନଟ ହେଲେ ୪୩୩୯ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…

ରାଜ୍ୟରେ କମୁନି ମୃତ୍ୟୁସଂଖ୍ୟା: ଆଜି କରୋନାରେ ୪୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସତେ ଯେମିତି କରୋନା ଘର କରି ନେଇଛି । ଯେତେ କଟକଣା ଲାଗୁ ହେଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ଲାଗି ପାରୁନି ରୋକ୍ । ଗୋଟିଏ ପଟେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ମୃତକଙ୍କ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୧୮ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୧୮ ହଜାର ୯୪୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୬୭ ଲକ୍ଷ ୨…

ଭାରତର ପୂର୍ବତନ ଅଲିମ୍ପିଆନ୍‌ ସୂରତ ସିଂ ମାଥୁରଙ୍କ ପରଲୋକ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ଭାରତର ପୂର୍ବତନ ଅଲିମ୍ପିଆନ୍‌ ସୂରତ ସିଂ ମାଥୁରଙ୍କ ରବିବାର କରୋନାରେ ପରଲୋକ ଘଟିଛି । ସେ ଭାରତ ପାଇଁ ୧୯୫୨ ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ପଦକ ହାସଲ କରିବା ସହ ୧୯୫୨ ଅଲିମ୍ପିକ୍‌ରେ…

ମିଲଖା ସିଂଙ୍କ ପତ୍ନୀ ନିର୍ମଲ କୌରଙ୍କ ଜୀବନ ନେଲା କରୋନା , ମାତ୍ର ୮୫ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କଲେ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀ କିମ୍ବଦନ୍ତୀ ଆଥଲେଟ୍‌ ମିଲଖା ସିଂ କରୋନାରେ ଆକ୍ରାନ୍ତ ହୋଇ ଧୀରେ ଧୀରେ ସୁସ୍ଥ ଅବସ୍ଥାକୁ ଫେରୁଥିବା ବେଳେ ପତ୍ନୀ ନିର୍ମଲ କୌରଙ୍କର ମୃତ୍ୟୁ ହୋଇ ଯାଇଛି । ମୃତ୍ୟୁ ବେଳକୁ…

ଓଡ଼ିଶା ଅନ୍‌ଲକ୍‌ ଗୁଜବକୁ ବିଶ୍ୱାସ କରନ୍ତୁନି: ଏସ୍‌ଆର୍‌ସି

ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : ଚଳିତ ମାସ ୧୭ ତାରିଖ ପରେ ଅନ୍‌ଲକ୍‌ ଜାରି ହେବା ନେଇ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଗୁଜବ ପ୍ରଚାରିତ ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଗାଇଡ୍‌ଲାଇନ୍‌ ଜାରି ହୋଇ ନାହିଁ…

ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଅନ୍‌ଲକ୍ ପ୍ରକିୟ, ସକାଳ ୧୦ ଟାରୁ ରାତି ୮ଟା ଯାଏ ଖୋଲିବ ବଜାର ଓ ମଲ୍‌

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆଜିଠୁ ଦିଲ୍ଲୀରେ ଆରମ୍ଭ ଅନ୍‌ଲକ୍ ପ୍ରକିୟ ହେବ । ବଜାର, ମଲ୍‌ ଓ ମାର୍କେଟ୍‌ କମ୍ପେ୍ଲକ୍ସରେ ସବୁ ଦୋକାନ ସକାଳ ୧୦ ଟାରୁ ରାତି ୮ଟା ଯାଏ ଖୋଲିବାକୁ ଅନୁମତି ଦେଇଛନ୍ତି  ଦିଲ୍ଲୀ ସରକାର।…