Browsing Category
କରୋନା
ଆଜି ରାଜ୍ୟକୁ ଆସିବ ଓମିସିଓର କିଟ୍, ଚିହ୍ନଟ ହେବେ ଓମିକ୍ରନ ସଂକ୍ରମିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଓଡ଼ିଶାରେ ପହଞ୍ଚିବ ଓମିକ୍ରନ ଭୁତାଣୁ ଚିହ୍ନଟ କରୁଥିବା ଓମିସିଓର କିଟ୍ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ କିଛି ପରିମାଣରେ କିଟ୍ ଆସିବା ପରେ ଆଉ ପୂର୍ବ ପରି ଆଉ ଜିନୋମ୍ ସିକ୍ୱେନ୍ସିଂର…
ଓମିକ୍ରନ୍ ସହିତ ଲଢ଼ିବାରେ ଶକ୍ତି ଯୋଗାଇବ ୮ଟି ସୁରଫୁଡ୍, ନିତିଦିନିଆ ଖାଦ୍ୟରେ କରନ୍ତୁ ସାମିଲ୍
ନୂଆଦିଲ୍ଲୀ: କରୋନା ଭାଇରସ୍ର ନୂତନ ଭାରିଆଣ୍ଟ ଓମିକ୍ରନ ଏବେ ଦେଶରେ ବ୍ୟାପିସାରିଲାଣି । ପ୍ରତ୍ୟେକ ଦିନ ବିଭିନ୍ନ ରାଜ୍ୟରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଦେଶରେ ଏଯାବତ୍ ଓମିକ୍ରନର ୭୭୪୩ ମାମଲା ସାମନାକୁ ଆସିଛି…
ବ୍ରହ୍ମଗିରି ବିଧାୟକ କରୋନା ପଜିଟିଭ ଚିହ୍ନଟ, ଟ୍ବିଟ କରି ଦେଲେ ସୂଚନା
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ବ୍ରହ୍ମଗିରିର ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେ ଭଲ ଅଛନ୍ତି । ହେଲେ…
ଟଳିନି ବିପଦ! ଓମିକ୍ରନ ପରେ ଆସିପାରେ ଏକାଧିକ ନୂତନ ଭାରିଆଣ୍ଟ୍, ବିଶେଷଜ୍ଞ ଦେଲେ ଚେତାବନୀ
ନୂଆଦିଲ୍ଲୀ: ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଓମିକ୍ରନ ପହଞ୍ଚିସାରିଲାଣି । ଅନେକ ଦେଶରେ ଓମିକ୍ରନ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ କିପରି ସେଥିରେ ସୁଧାର ଅଣାଯିବ ସେନେଇ ପ୍ରଚେଷ୍ଟା ଚଳାଇଛନ୍ତି ।…
ଜଣେ ବ୍ୟକ୍ତି Omicronରେ କି Deltaରେ ସଂକ୍ରମିତ ହୋଇଛି ବୋଲି ଜାଣିବେ କିପରି, କ’ଣ କହୁଛନ୍ତି ବିଶେଷଜ୍ଞ
ନୂଆଦିଲ୍ଲୀ: କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ତେବେ ବର୍ତ୍ତମାନ ଏନେଇ ଏକ ମୁଖ୍ୟ ସମସ୍ୟା ଦେଖାଦେଉଛି । ଜଣେ ଲୋକ ଡେଲଟା କି ଓମିକ୍ରନରେ ସଂକ୍ରମିତ ହୋଇଛି, ତାହା…
ଡରାଇଲାଣି କରୋନା: ଦେଶରେ ଆକ୍ଟିଭ୍ କେସ୍ ୧୫ ଲକ୍ଷ ପାର୍, ଦିନକରେ ବାହାରିଲେ ୨.୭ ଲକ୍ଷ ନୂଆ ଆକ୍ରାନ୍ତ, ଓମିକ୍ରନ ମାମଲା ୭ହଜାର ଡେଇଁଲା
ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୨ଲକ୍ଷ ୭୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ମାମଲା ୧୫ ଲକ୍ଷ ପାର୍ କରିଛି । ସକ୍ରିୟ ମାମଲା ବା ଆକ୍ଟିଭ୍ କେସ୍ ୧୫ ଲକ୍ଷ ୫୦ ହଜାଅର ୩୭୭…
ଆଜି ୧୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା: ରାଜ୍ୟରେ ଲମ୍ବା ଡିଆଁ ମାରୁଛି କରୋନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…
ଆଜି ରାଜ୍ୟରେ ୩ ଜଣଙ୍କ ପ୍ରାଣ ନେଲା କରୋନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…
ରାଜଧାନୀରେ ବେକାବୁ କରୋନା, ଚିନ୍ତା ବଢାଇଲା ସ୍ଥାନୀୟ ସଂକ୍ରମଣ: ଆଉ ୧୨ଟି କଣ୍ଟେନ୍ମେଣ୍ଟ୍ ଜୋନ ଘୋଷଣା କଲା ବିଏମ୍ସି
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ କଣ୍ଟେନ୍ମେଣ୍ଟ୍ ଜୋନ୍ ସଂଖ୍ୟା ମଧ୍ୟ ବଢୁଛି । ଭୁବନେଶ୍ୱରରେ ଦୈନିକ ସଂକ୍ରମଣ ହଜାରେ ଉପରେ ରହୁଛି । ଏକାଧିକ ଆକ୍ରାନ୍ତ…
AIIMSରେ ଘାରିଲା କରୋନା ଭୟ: OPD ବନ୍ଦ କରିବା ପାଇଁ ନିର୍ଦ୍ଦେଶ, ଜାଣନ୍ତୁ କଣ କଣ ବଦଳିଛି ନିୟମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏମ୍ସ ଭୁବନେଶ୍ୱରରେ ଘାରିଛି କରୋନା ଭୟ । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଓପିଡି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିଛି କର୍ମଚାରୀ ଏବଂ…