fbpx
Browsing Category

ସ୍ୱାସ୍ଥ୍ୟ

ଖୁସି ଖବର : ଓଡ଼ିଶାରେ ଆଜି ୧୦, ୬୦୧ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦ ହଜାର ୬୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଭୁବନେଶ୍ୱରରୁ ୧,୦୭୬ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ଆଜି ୧,୦୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୮…

ଦେଶରେ ପ୍ରାୟ ୯ ହଜାର ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ, କେନ୍ଦ୍ରମନ୍ତ୍ରୀ ଦେଲେ ତାଲିକା

ନୂଆଦିଲ୍ଲୀ: ମହାମାରୀ କରୋନାର କାୟା ବିସ୍ତାର ଓ ପ୍ରକୋପ କମିନାହିଁ । ଏହି ଭୂତାଣୁର ଦ୍ୱିତୀୟ ତରଙ୍ଗରେ ଦେଶ କଲବଲ ହୋଇପଡ଼ିଛି । ଏଭଳି ସ୍ଥିତିରେ ଆଉ ଏକ ମହାମାରୀ ବ୍ୟାପିବାରେ ଲାଗିଛି । ବ୍ଲାକ୍ ଫଙ୍ଗସ୍ ପାଇଁ ସମଗ୍ର…

ଡିଆରଡିଓ ପ୍ରସ୍ତୁତ କଲା ଆଣ୍ଟି ବଡି ଟେଷ୍ଟିଂ କିଟ୍‌ ‘ଡିପ୍‌କୋଭାନ୍‌’, ଜୁନ୍ ମାସରେ ବଜାରରକୁ ଆସିବ ଏହି କିଟ୍‌

ନୂଆଦିଲ୍ଲୀ, ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ବେଳେ କରୋନା ପରୀକ୍ଷା ବିଳମ୍ବିତ ନେଇ ଅନେକ ଅଭିଯୋଗ ହେଉଛି । ଏପରି ସ୍ଥିତିର  ମୁକାବିଲା ପାଇଁ ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ…

ଉପକାରାଗାରେ ଫୁଟିଲା କରୋନା ବୋମା, ୮୩ ଜଣ ଅନ୍ତେବାସୀ କରୋନା ପଜିଟିଭ

ପଦ୍ମପୁର ୨୨/୦୫ : ଝାରପଡା ଜେଲ ପରେ ପଦ୍ମପୁର ଉପକାରାଗାରେ ଫୁଟିଲା କରୋନା ବୋମା । ଗୋଟିଏ ଦିନରେ ୮୩ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ହୋଇଥିବା ଅନ୍ତେବାସୀଙ୍କ ମଧ୍ୟରୁ ୫ ଜଣଙ୍କୁ…

ଆଉ ନାହାନ୍ତି ଯୁବ ସମାଜସେବୀ ସମ୍ବିତ୍ ନନ୍ଦ

କଟକ(ଓଡ଼ିଶା ଭାସ୍କର): ସବୁ ଉଦ୍ୟମ ବିଫଳ ହେଲା । ଶେଷରେ ଆଖିବୁଜି ଦେଲେ ସମ୍ବିତ୍ । ଲଙ୍ଗ୍ସ ସଂକ୍ରମଣ ହୋଇ କଟକର ଏକ ମେଡିକାଲ୍ ରେ ସେ ଭର୍ତ୍ତି ହୋଇଥିଲେ । ଏପରିକି ତାଙ୍କୁ ଉଚ୍ଚତମ ଚିକିତ୍ସା ସେବା ଯୋଗାଇ ଦେବାକୁ…

ମୋ’ ପୁଅର ଜୀବନ ରକ୍ଷାକର… ଗୁହାରୀ କଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଅ ପଡ଼ିଛି ଡାକ୍ତରଖାନା ବେଡ୍ ରେ । ଲଙ୍ଗ୍ସ ସଂକ୍ରମଣ ଜନିତ ସମସ୍ୟା ଯୋଗୁଁ ତାଙ୍କର ଶ୍ୱାସକ୍ରିୟାରେ ଉପୁ୍ଜିଛି ଗଭୀର ସମସ୍ୟା । ଶରୀରକୁ ଆବଶ୍ୟକ ଅମ୍ଳଜାନର ପ୍ରାକୃତିକ ପ୍ରକ୍ରିୟାରେ…

ବଢ଼ିଲା ଚିନ୍ତା: ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହେଲା ଶିଶୁ

ଅହମ୍ମଦାବାଦ: ମହାମାରୀ କରୋନାରେ ଦେଶ କଲବଲ ହେଉଥିବାବେଳେ ସମ୍ପ୍ରତି ବ୍ଲାକ୍ ଫଙ୍ଗସ୍ ଚିନ୍ତା ବଢ଼ାଇ ଦେଲାଣି । ଦେଶର କେକେତ ରାଜ୍ୟରେ ଏହି ସଂକ୍ରମଣ ଭୟ ଅଧିକ ରହିଥିବାବେଳେ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଅଧିକ ସତର୍କତା…

ନେପାଳରେ ପୁଣି ଉପୁଜିଲା ରାଜନୀତିକ ସଂକଟ

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ନେପାଳରେ ପୁଣି ଦେଖାଦେଇଛି ରାଜନୀତିକ ସଂକଟ । କାରଣ ନେପାଳ ସଂସଦୀୟକୁ ଭଙ୍ଗ କରିଦେଇଛନ୍ତି ରାଷ୍ଟ୍ରପତି । ସରକାର ଗଠନ ପାଇଁ ଶାସକ ଓ ବିରୋଧୀ ଦଳର ଦାବିକୁ ପ୍ରତ୍ୟାଖ୍ୟାନ ପୂର୍ବକ…