Browsing Category
ସ୍ୱାସ୍ଥ୍ୟ
ସ୍କୁଲରୁ ୨୨ ଜଣ ପିଲା ଚିହ୍ନଟ ହେଲେ କରୋନା ପଜିଟିଭ୍, ୪ ଜଣ ୧୨ ବର୍ଷରୁ କମ୍ ବୟସର
ମୁମ୍ବାଇ: କରୋନା ମାମଲା ହ୍ରାସ ପାଉଥିବାରୁ ବିଭିନ୍ନ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଉ ଏହି ପିକ୍ରିୟାରେ ଅନେକ ରାଜ୍ୟରେ ସ୍କୁଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । ଏହା ଭିତରେ ମୁମ୍ବାଇରୁ ଏକ ଚିନ୍ତା…
WHO ମୁଖ୍ୟ ବୈଜ୍ଞାନିକଙ୍କ ବଡ଼ ବୟାନ: ଭାରତରେ କରୋନାରୁ ଶୀଘ୍ର ମିଳିବନି ମୁକ୍ତି, ସଂକ୍ରମଣର ଉତ୍ଥାନ-ପତନ ଜାରି ରହିବ
ଜେନେଭା (ଭାସ୍କର ନ୍ୟୁଜ୍) : ମହାମାରୀ ବିରୋଧରେ ଭାରତୀୟମାନେ କରୁଥିବା ଲଢ଼େଇରୁ ଏବେ ନିସ୍ତାର ମିଳିବ ନାହିଁ । ଭାରତରୁ କରୋନା ଆଗାମୀ ଭବିଷ୍ୟତରେ ସମ୍ପୂର୍ଣ୍ଣ ଭାବେ ଲୋପ ପାଇବ ନାହିଁ । କୋଭିଡ୍ -୧୯ ମହାମାରୀର…
୨୭ରୁ ଏସ୍ସିବିରେ ଆରମ୍ଭ ହେବ ଇକ୍ମୋ ଚିକିତ୍ସା
କଟକ (ଭାସ୍କର ନ୍ୟୁଜ୍): ବହୁ ପ୍ରତୀକ୍ଷିତ ଇକ୍ମୋ ଚିକିତ୍ସା ସେବା ଆସନ୍ତା ୨୭ ତାରିଖରୁ କଟକ ଏସ୍ସିବିରେ ଆରମ୍ଭ ହେବ । ଏସ୍ସିବିରେ ସମୁଦାୟ ୯ଟି ଇକ୍ମୋ ମେସିନ୍ ରହିବ । ପୂର୍ବ ଭାରତରେ ଏହା ସବୁଠୁ ବଡ଼…
ଏଣିକି ହ୍ୱାଟସ ଆପରେ କରିପାରିବେ କରୋନା ଟିକା ସ୍ଲଟ ବୁକିଂ, ଜାଣନ୍ତୁ ପୂରା ପ୍ରକ୍ରିୟା
ନୂଆଦିଲ୍ଲୀ: ସରକାର ଟିକା ନେବାକୁ ଥିବା ଲୋକଙ୍କ ପାଇଁ ବଡ଼ ସୁବିଧାର ଘୋଷଣା କରିଛନ୍ତି । ଏଣିକି ଆପଣମାନେ ଟିକା ପାଇଁ ହ୍ୱାଟସ ଆପରେ ସ୍ଲଟ ବୁକ କରି ପାରିବେ । ଏଥିସହିତ ନିକଟସ୍ଥ ଟିକା କେନ୍ଦ୍ର ସମ୍ପର୍କରେ ବି ସୂଚନା…
ଦେଶରେ ପୁଣି ବଢ଼ିଲା ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୩୭ ହଜାରରୁ ଅଧିକ ନୂଆ ପଜିଟିଭ
ନୂଆଦିଲ୍ଲୀ,୨୪/୦୮: ଦେଶରେ କରୋନା ଭାଇରସ୍ ସଂକ୍ରମଣ ଥମିବାରେ ନା ଧରୁନି। କିଛି ଦିନ କରୋନା ଗ୍ରାଫ୍ ଖସିବା ପରେ ପୁଣି ଥରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ…
ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର: ପାର୍ବଣ ଋତୁରେ ଭିଡ଼ ନକରିବାକୁ ପରାମର୍ଶ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏହି ସମୟରେ ପାର୍ବଣ ଋତୁ ଥିବାରୁ ଲୋକମାନେ ବାହାରକୁ ଆସି ଭିଡ଼ ନକରିବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…
ଅକ୍ଟୋବରରେ ପିକ୍ ଛୁଇଁପାରେ ତୃତୀୟ ଲହର ! ଶିଶୁ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ
ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଆସନ୍ତା ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର । ବଢିପାରେ ଦୈନିକ କରୋନା ସଂକ୍ରମଣ ମାମଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)କୁ ଏନେଇ ସତର୍କ କରାଇଛି ଗୃହ…
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ମୃତ୍ୟୁ ୬୯
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲଗାତାର ୬୦ ଅତିକ୍ରମ କରୁଥିବା ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ…
ରାଜ୍ୟରେ ପୁଣି ଚିହ୍ନଟ ହେଲେ ୮୫୩ କରୋନା ସଂକ୍ରମିତ
ଭୁବନେଶ୍ୱର(ଓଡିଶା ଭାସ୍କର): ପୁଣି ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ଲଗାତର ୬ ଦିନ ଧରି ଦୈନିକ ସଂକ୍ରମଣ ହଜାରେ ଉପରେ ରହିଥିଲା । ଏବେ ତିନିଦିନ ହେଲା ହଜାରେ ତଳକୁ ସଂକ୍ରମଣ ଖସିଛି । ଗତକାଲି…
କଣ ଛୋଟ ଛୁଆଙ୍କ ଠାରୁ ବ୍ୟାପେ କରୋନା? ଅଧ୍ୟୟନରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା
ଓଡ଼ିଶା ଭାସ୍କର ବ୍ୟୁରୋ: କରୋନାର ନୁତନ ଭାରିଆଣ୍ଟକୁ ବିଶେଷଜ୍ଞମାନେ ତୃତୀୟ ଲହର ଭାବରେ ବିବେଚନା କରୁଛନ୍ତି । ଅନେକ ରିପୋର୍ଟରେ ଏହା ଦାବି କରାଯାଇଛି ଯେ, ଯେହେତୁ ପିଲାମାନଙ୍କ ଟିକାକରଣ କରାଯାଇ ନାହିଁ, ତେଣୁ…