Browsing Category

ସ୍ୱାସ୍ଥ୍ୟ

କୋଭିଡ ଚିକିତ୍ସାଲୟରେ ଖାଦ୍ୟରେ ଅବ୍ୟବସ୍ଥା କୁ ନେଇ ମୁହଁ ଖୋଲିଲେ ଯୁବ ସାମ୍ବାଦିକା ।

ମାଲକାନଗିରି  ୧୦/୦୫ :କିଛିଦିନ ତଳେ ଜିଲ୍ଲାର କୋଭିଡ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ଓ ମୃତ୍ୟୁକୁ ନେଇ ଅଭିଯୋଗ ଆସିଥିବା ଏବଂ ଏହାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖଣ୍ଡନ କରା ଯାଇଥିଲା । କିନ୍ତୁ ଆଜି କୋରୋନା…

କରୋନା ଔଷଧ ପ୍ରସ୍ତୁତି ପଛରେ ଓଡ଼ିଆ ପୁଅ

ଭୁବନେଶ୍ୱର, ୧୦/୦୫: କରୋନାରୁ ସୁସ୍ଥ ହେବା ପାଇଁ ଡିଆରଡିଓ ତିଆରି କରିଥିବା ଔଷଧ ୨-ଡିଜିକୁ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି ଡିସିଜିଆଇ  । ହାଇଦ୍ରାବାଦ ସ୍ଥିତ ଡ.ରେଡ୍ଡୀ ଲ୍ୟାବରୋଟୋରୀର ସହଭାଗିତାରେ ଏହି…

ଅପରେସନ୍ ସମୁଦ୍ର ସେତୁ: ବିଦେଶରୁ ଅକ୍ସିଜେନ୍ ଏବଂ ଚିକିତ୍ସାଗତ ସାମଗ୍ରୀ ଆଣିବା ପାଇଁ ନିୟୋଜିତ ହୋଇଛି ୯ଟି ଯୁଦ୍ଧପୋତ

ନୂଆଦିଲ୍ଲୀ, ୧୦/୫(ଓଡିଶା ଭାସ୍କର) : ଦେଶରେ ଅକ୍ସିଜେନ୍ ଅଭାବରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମୟରେ ଭାରତୀୟ ନୌସେନା ଦେଶକୁ ଅକ୍ସିଜେନ୍ ଆଣିବାର ବ୍ୟବସ୍ଥାରେ ଲାଗି ପଡିଛି । ଏହି ପରିପ୍ରେକ୍ଷୀରେ…

କରୋନା ରୋଗୀଙ୍କ ପାଇଁ କ୍ଷତିକାରକ ହେଉଛି ‘ବ୍ଲାକ୍ ଫଙ୍ଗସ୍’, ଜାଣନ୍ତୁ କଣ ଏହି ସଂକ୍ରମଣ ଏବଂ ଉପଚାର

ନୂଆଦିଲ୍ଲୀ ୧୦/୫(ଓଡିଶା ଭାସ୍କର) : କରୋନା ରୋଗୀଙ୍କ ପାଇଁ ସାଂଘାତିକ ସାବ୍ୟସ୍ତ ହେଉଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ । ଏହିଭଳି ସଂକ୍ରମଣ ଏବେ କିଛି ରାଜ୍ୟରେ ଚିହ୍ନଟ ହୋଇଛି । ଯାହାକି କରୋନା ହେବାରପର ପର୍ଯ୍ୟାୟରେ…

୬ ଘଣ୍ଟା ପଡ଼ି ରହିଲା ବୃଦ୍ଧାଙ୍କ ଶବ: କରୋନା ଭାବି ଛୁଇଁଲେନି ପରିବାର, ଗ୍ରାମବାସୀ

ବାଲିଅନ୍ତା, ୧୦/୦୫: କରୋନାରେ ହଜିଯାଉଛି ମାନବିକତା । ଏହି କରୋନା ମଣିଷ ମନରେ ସୃଷ୍ଟି କରିଛି ଏଭଳି ଭୟ ଯେ ମାନବିକତା ମଧ୍ୟ ହାର ମାନିଯାଉଛି ତା’ଆଗରେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଳକାଟି…

କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ପୀୟୁଷ ଚାୱାଲଙ୍କ ବାପା

ନୂଆଦିଲ୍ଲୀ, ୧୦/୦୫(ଓଡିଶା ଭାସ୍କର) : କରୋନା ମହାମାରୀ ଗୋଟିଏ ପରେ ଗୋଟିଏ ଜୀବନ ନେବାରେ ଲାଗିଛି । ଆଜି କରୋନାରେ ଆଖି ବୁଜିଛନ୍ତି କ୍ରିକେଟର୍ ପୀୟୁଷ ଚାୱାଲଙ୍କ ବାପା । ଆଜି ସକାଳୁ ପୀୟୁଷଙ୍କ ବାପା ପ୍ରମୋଦ…

ହଜିଯାଇନି ମାନବିକତା: ରାମ ନାମ ସତ୍ୟ ହୈ ଗାଇ ହିନ୍ଦୁଙ୍କ ଶବ ସତ୍କାର କଲେ ମୁସଲିମ୍

ସୁନ୍ଦରଗଡ, ୧୦/୦୫(ଓଡିଶା ଭାସ୍କର) : ହିନ୍ଦୁ-ମୁସଲିମ୍ ମଧ୍ୟରେ ବିବାଦ ଆମେ ଅନେକ ସମୟରେ ଆମ ସମାଜରେ ଦେଖିବାକୁ ପାଇଥାଉ । ହେଲେ ବିବାଦ ସମତେ ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ସୁନ୍ଦର ସମ୍ପର୍କ ପରିପୂରକ ଭାବରେ ଗଢ଼ି…

ଅକ୍ସିଜେନ୍ ଆବଣ୍ଟନ ପାଇଁ ଗଠିତ ହୋଇଥିବା ଟାସ୍କଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ, ୧୦/୦୫(ଓଡିଶା ଭାସ୍କର): ଦେଶରେ ବର୍ତ୍ତମାନ ଅକ୍ସିଜେନ୍ ଦେଖା ଦେଇଛି । ବିଭିନ୍ନ ହସ୍ପିଟାଲକୁ ଠିକ୍ ସମୟରେ ଅକ୍ସିଜେନ୍୍ ଯୋଗାଣ ହୋଇ ପାରୁନଥିବାରୁ ଅନେକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ତେଣୁ…

ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ଦେଶର ୧୦ ଟି ଜିଲ୍ଳା ମଧ୍ୟରେ ସ୍ଥାନ ପାଇଲା ସମ୍ବଲପୁର

ଭୁବନେଶ୍ୱର, ୧୦ା୫ : ରାଜ୍ୟରେ କରୋନା ସଂକ୍ରମର ବଢ଼ିବାରେ ଲାଗିଛି । ପ୍ରତିଦିନ ଏହା ନୁଆ ରେକର୍ଡ କରୁଛି । ତେବେ ଏହା ରି ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ହାର ବଢ଼ିଚାଲିଛି । ଲକଡାଉନ୍ ସଟଡାଉନ୍ ଲାଗୁ…

ଦେଶରେ ୪ ଲକ୍ଷ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୦ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୭୫୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ…