Browsing Category

ସ୍ୱାସ୍ଥ୍ୟ

କରୋନାର ତୃତୀୟ ଲହରରେ ସଂକ୍ରମଣରୁ କିପରି ଶିଶୁଙ୍କୁ ରକ୍ଷା କରିବେ? ଜାଣନ୍ତୁ ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନାର ସମ୍ଭାବିତ ତୃତୀୟ ଲହରରେ ଶିଶଙ୍କୁପାଇଁ ଅଧିକ ବିପଦ ଥିବା ବିଶେଷଜ୍ଞମାନେ କହିଛନ୍ତି । ଏଥିରୁ ଶିଶୁମାନଙ୍କୁ ରକ୍ଷା କରିବାକୁ ଆୟୁଷ ମନ୍ତ୍ରଣାଳୟ ଗାଇଡଲାଇନ୍ ଜାରି କରିଛି । କରୋନାର ତୃତୀୟ ଲହର…

ଖୁସି ଖବର: ଓଡ଼ିଶାରୁ ଆଜି ୮,୧୮୨ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮ ହଜାର ୧୮୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮…

ନୋଭାଭାକ୍ସ ଟିକା ୯୦ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ: କରୋନା ଟିକା ନୋଭାଭାକ୍ସ ୯୦.୪ ପ୍ରତିଶତ ଫଳପ୍ରଦ ବୋଲି ଦାବି ହୋଇଛି । ଏନେଇ ଦାବି କରିଛି ନୋଭାଭାକ୍ସ ପ୍ରସ୍ତୁତ କରୁଥିବା ଆମେରିକୀୟ କମ୍ପାନୀ । ସ୍ୱଳ୍ପ, ମଧ୍ୟମ ଏବଂ ସାଂଘାତିକ ଆକ୍ରାନ୍ତଙ୍କ କ୍ଷେତ୍ରରେ…

ରାଜଧାନୀରେ ଟ୍ରାନ୍ସଜେଣ୍ଡରଙ୍କୁ କରାଗଲା ଟିକାକରଣ

ଭୁବନେଶ୍ୱର(ଓଡ଼ିଶାଭ ଭାସ୍କର): ରାଜ୍ୟରେ ଜାରି ରହିଛି କରୋନାର କୋପ । ଅବଶ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଲକଡାଉନ ଫଳରେ ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ଟଳିନି ସଙ୍କଟ । ତେଣୁ କୋଭିଡ୍ କଟକଣା…

ବ୍ରିଟେନରୁ ମିଳିଲା ଆଉ ଏକ ଭାଇରସ୍, ଜାଣନ୍ତୁ ଏହା କେତେ କ୍ଷତିକାରକ ଓ ବ୍ୟାପୁଛି କିପରି?

ନୂଆଦିଲ୍ଲୀ: ବିଶ୍ୱ ଏବେ କରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ବ୍ରିଟେନରେ ଆଉ ଏକ ନୂଆ ଭାଇରସ୍ ସାମ୍ନାକୁ ଆସିଛି । ଏହି ଭାଇରସର ନାମ ‘ମଙ୍କିପକ୍ସ’ । ବିଟ୍ରେନର ଉତ୍ତର ୱେଲ୍ସରେ ଗୋଟିଏ ପରିବାରର ୨ ଜଣ ଏହି ରୋଗରେ…

ଅକ୍ସିଜେନ୍ ଅଭାବରୁ ପତ୍ନୀଙ୍କ ହୋଇଗଲା ମୃତ୍ୟୁ; ଶ୍ରଦ୍ଧାଞ୍ଜଳି ଜଣାଇ ସ୍ୱାମୀ କରୁଛନ୍ତି ଏହି ପ୍ରଶଂସନୀୟ କାମ, ପଢ଼ନ୍ତୁ ପୂରା ଖବର

ଅହମଦାବାଦ୍: ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସଠିକ୍ ବୁଝାମଣା ଏବଂ ଦୁହିଁଙ୍କ ସମ୍ପର୍କରେ ସନ୍ତୁଳନ ରକ୍ଷା ହେବା ଦ୍ୱାରା ବୈବାହିକ ଜୀବନ ସୁନ୍ଦର ହୋଇଥାଏ । ଆଉ ଏହା ମଧ୍ୟରେ ଯଦି କାହାର ଅକାଳ ମୃତ୍ୟୁ ହୋଇଯାଏ ତାହେଲେ ସୁଖମୟ…

ଦେଶରେ କରୋନା ମୃତ୍ୟୁସଂଖ୍ୟାକୁ ନେଇ ବଡ ଖୁଲାସା! ବର୍ତ୍ତମାନ ସୁଦ୍ଧା ୫ରୁ ୭ ଗୁଣ ଅଧିକ ଜୀବନ ହରାଇଥିବା ଦାବି, ଜାଣନ୍ତୁ କ’ଣ କହିଲେ କେନ୍ଦ୍ର…

ନୂଆଦିଲ୍ଲୀ: ଦେଶରେ କରୋନାର ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ମୃତ୍ୟୁ ସଂଖ୍ୟା ଉପରେ ପ୍ରଶ୍ନ ଉଠୁଛି । ଅନ୍ତର୍ଜାତୀୟ ପତ୍ରିକା ‘ଦି…

କାଲିଠାରୁ ୬-୧୨ ବର୍ଷର ପିଲାମାନଙ୍କଠାରେ କୋଭାକ୍ସିନ୍ ଟ୍ରାଏଲ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଏହାରି ମଧ୍ୟରେ କାଲିଠାରୁ ୬ରୁ ୧୨ ବର୍ଷୀୟ ପିଲାଙ୍କଠାରେ ଟିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଦିଲ୍ଲୀ ଏମ୍ସରେ ଶିଶୁଙ୍କଠାରେ କୋଭାକ୍ସିନ୍…

ଜୁନ୍ ୧୫ରୁ ଦେଶରେ ଉପଲବ୍ଧ ହେବ ‘Sputnik-V’ ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧୫ ତାରିଖରୁ ଦେଶରେ ଉପଲବ୍ଧ ହେବ ‘ସ୍ପୁଟନିକ୍-ଭି’ ଭ୍ୟାକ୍ସିନ୍ । ଦିଲ୍ଲୀର ଇନ୍ଦ୍ରପ୍ରସ୍ତ ଆପୋଲ ହସ୍ପିଟାଲରେ ଜନସାଧାରଣ ଆସନ୍ତାକାଲି ଠାରୁ ପାଇପାରିବେ ଋଷ୍ ନିର୍ମିତ ଭ୍ୟାକ୍ସିନ୍ ।…

ପ୍ରଥମ ଥର ପାଇଁ ଓଡ଼ିଶାରେ କାର୍ଯ୍ୟକ୍ଷମ ହେଲା ECMO ମେସିନ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ଦୂର ହୋଇଛି ରାଜ୍ୟବାସୀଙ୍କ ଦୁଃଖ । ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ କାର୍ଯ୍ୟକ୍ଷମ ହୋଇଛି ରାଜ୍ୟର ପ୍ରଥମ ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ୍ (ଏକମୋ) ମେସିନ୍ ।…