fbpx

ନୋଭାଭାକ୍ସ ଟିକା ୯୦ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ: କରୋନା ଟିକା ନୋଭାଭାକ୍ସ ୯୦.୪ ପ୍ରତିଶତ ଫଳପ୍ରଦ ବୋଲି ଦାବି ହୋଇଛି । ଏନେଇ ଦାବି କରିଛି ନୋଭାଭାକ୍ସ ପ୍ରସ୍ତୁତ କରୁଥିବା ଆମେରିକୀୟ କମ୍ପାନୀ । ସ୍ୱଳ୍ପ, ମଧ୍ୟମ ଏବଂ ସାଂଘାତିକ ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଟିକା ୯୦.୪ ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ହୋଇଛି ବୋଲି କୁହାଯାଇଛି । ତେବେ ଏହି ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ବ୍ରିଟେନ୍ ରେ କରିବା ନେଇ ନୋଭାଭାକ୍ସ ଦାବି କରିଛି ।

Get real time updates directly on you device, subscribe now.