CHARIDHAM
Browsing Category

ପରମ୍ପରା

333 ବର୍ଷ ପୁରୁଣା ମନ୍ଦିର; ଯେଉଁଠି ଗଣେଶଙ୍କ ପୂଜା କରନ୍ତି ମହିଳା, ଭକ୍ତଙ୍କ ଲାଗେ ଲମ୍ବା ଲାଇନ, ସବୁ ମନୋବାଞ୍ଛା ହୁଏ ପୂର୍ଣ୍ଣ

ରାଜସ୍ଥାନ: ନାଗୌରର କୁଚାମନ ସହରରେ ଅବସ୍ଥିତ ଗଣେଶ ଡୁଙ୍ଗରୀ ମନ୍ଦିର ଏକ ଅନନ୍ୟ ଧାର୍ମିକ ସ୍ଥାନ। ଏହା ରାଜସ୍ଥାନର ଏକମାତ୍ର ଗଣେଶ ମନ୍ଦିର ଯେଉଁଠାରେ ପୁରୁଷମାନଙ୍କ ସହିତ ମହିଳା ପୂଜାରୀମାନେ ମଧ୍ୟ ପୂଜା କରନ୍ତି। ଏହି…

ଗଣେଶ ଚତୁର୍ଥୀରେ କେଉଁ ସମୟରେ ଘରକୁ ଆଣିବେ ଗଜାନନଙ୍କ ମୂର୍ତ୍ତି, ସ୍ଥାପନର ପ୍ରକୃଷ୍ଟ ସମୟ କେତେ, ଜାଣନ୍ତୁ ଡିଟେଲ୍ସ…

ଓଡ଼ିଶା ଭାସ୍କର: ଉତ୍ସାହର ପର୍ବ ଗଣେଶ ଚତୁର୍ଥୀ ୨୭ ଅଗଷ୍ଟରେ ପାଳନ କରାଯିବ। ଏହି ଦିନ ଅନେକ ସ୍ଥାନରେ ଏବଂ ଘରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରାଯାଏ। କିନ୍ତୁ କେଉଁ ଦିନ ମୂର୍ତ୍ତି କିଣିବା ଉଚିତ ସେ ବିଷୟରେ ଅନେକ…

1000 ବର୍ଷ ପର୍ଯ୍ୟନ୍ତ କେମିତି ସମ୍ଭୋଗ କରିଥିଲେ ଏ ଅପସରା ଓ ଋଷି, କେମିତି ଏ ସମ୍ଭୋଗ ସମ୍ଭବ, ଜାଣନ୍ତୁ ଏ ରିପୋର୍ଟରେ…

ଓଡ଼ିଶା ଭାସ୍କର: ଋଷିକଣ୍ଡୁ  ଯିଏ କି ସ୍ଵର୍ଗ ର ଅପସରା ପ୍ରମୋଲୋଚା ଙ୍କ ଆକର୍ଷଣ ରେ ଆସି ପ୍ରାୟ 1000 ବର୍ଷ ସମ୍ଭୋଗ କରିଥିଲେ । ତେବେ ଏହି କଥା ଟି ଶୁଣିବା ପରେ ନିଶ୍ଚୟ ପ୍ରଶ୍ନ ଆସିବ କି ଲଗାତାର 1000 ବର୍ଷ କିପରି…

‘ମୋତେ ହତ୍ୟା କରାଗଲେ ଅଖିଳେଶ ଯାଦବ ହିଁ ଦାୟୀ’- ସମାଜବାଦୀରୁ ବହିଷ୍କୃତ ବିଧାୟିକାଙ୍କ ବଡ଼ ବୟାନ, କାହିଁକି କହିଲେ…

ଓଡ଼ିଶା ଭାସ୍କର: ସମାଜବାଦୀ ପାର୍ଟି (SP)ରୁ ବହିଷ୍କୃତ ହୋଇଛନ୍ତି ବିଧାୟକ ପୂଜା ପାଲ । ଏବେ ସେ ସପା ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଏକ ଚିଠି ଲେଖି ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଚିଠିରେ ବିଧାୟକ ପୂଜା ପାଲ ସ୍ପଷ୍ଟ…

ଏମିତି ତିଆରି କରନ୍ତୁ ସୁଜି ହାଲୱା, ପ୍ଲେଟ୍ ଚାଟି ଚାଟି ଖାଇବେ ଲୋକେ, ମାତ୍ର ଏତେ କମ୍ ସମୟରେ ପାଇବେ ଦମଦାର ରେସିପି…

 ଓଡ଼ିଶା ଭାସ୍କର: ଯଦି ଆପଣ କିଛି ମିଠା ଖାଇବାକୁ ଇଚ୍ଛା କରନ୍ତି, କିନ୍ତୁ ଆପଣଙ୍କ ପାଖରେ ସମୟ କମ୍ ଅଛି; ତେବେ ସୁଜି ପୁଡିଂ ହେଉଛି ଏକ ଉତ୍ତମ ବିକଳ୍ପ। ଏହା ଏକ ପାରମ୍ପରିକ ମିଠା ଯାହା କେବଳ ବିଶେଷ ଅବସରରେ ନୁହେଁ…

ଆସୁଛନ୍ତି ବପ୍ପା ମୋରିୟା… ଗଣେଶ ଚତୁର୍ଥୀରେ ଚନ୍ଦ୍ର ଦେଖିବା ଶୁଭ ନା ଅଶୁଭ? ଯଦି ଭୁଲରେ ଦେଖନ୍ତି ତେବେ କ’ଣ କରିବେ…

ଓଡ଼ିଶା ଭାସ୍କର: ଏହି ବର୍ଷ ଗଣେଶ ଚତୁର୍ଥୀ ୨୭ ଅଗଷ୍ଟ ୨୦୨୫ ରେ ପାଳିତ ହେଉଛି। ଯଦିଓ ବର୍ଷରେ ୧୨ ଟି ବିନାୟକ ଚତୁର୍ଥୀ ପାଳନ କରାଯାଏ, କିନ୍ତୁ ଭାଦ୍ରପଦ ମାସର ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗଣପତିଙ୍କ ଜନ୍ମତିଥି…

ଗଣେଶ ଚତୁର୍ଥୀରେ ରେଳବାଇର ବଡ଼ ଉପହାର: ସାରା ଦେଶରେ ଚାଲିବ 380 ଗଣପତି ସ୍ୱତନ୍ତ୍ର ଟ୍ରେନ

ନୂଆଦିଲ୍ଲୀ: ଆଗାମୀ ପର୍ବ ଋତୁରେ ଶ୍ରଦ୍ଧାଳୁ ଏବଂ ଯାତ୍ରୀଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ଭାରତୀୟ ରେଳବାଇ ପ୍ରସ୍ତୁତି କରିସାରିଛି। ରେଳବାଇ 2025 ପାଇଁ 380 ଗଣପତି ସ୍ୱତନ୍ତ୍ର ଟ୍ରେନ ଚଲାଇବାକୁ ଘୋଷଣା କରିଛି।…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ଗଣେଶ ପୂଜାରେ ପଶିବ ପାଣି ! ଆଗାମୀ 5 ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପୁଣି ବଡ ବର୍ଷାରେ ଭିଜିବ ଓଡିଶା । ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ପଶ୍ଚିମ ଦିଗରେ ଝାଡ଼ଖଣ୍ଡ ମଧ୍ୟ ଦେଇ ଲଘୁଚାପ…

ବଡ଼ ଖବର: ଏଥର ଗଣେଶ ପୂଜାରେ ବାଜିବନି ଡିଜେ, ରାତି 10ଟା ପରେ ମେଲୋଡ଼ି ମନା

କଟକ: ଆଉ ମାତ୍ର କିଛି ଦିନ ରହିଲା ଗଣେଶ ପୂଜା । ଏନେଇ ଉତ୍ସବମୁଖର ଟ୍ବିନ ସିଟି । ତେବେ ଏହା ଭିତରେ ଆସିଲା ଏକ ବଡ଼ ଖବର ।  ସହରରେ ଉତ୍ସବ ସୁରୁଖୁରୁରେ ପରିଚାଳନା ପାଇଁ ସୁରକ୍ଷା, ଭିଡ଼ ଏବଂ ଶବ୍ଦ ନିୟନ୍ତ୍ରଣ…

ବଡ଼ ଅଘଟଣ: ମହାକାଳଙ୍କ ଶିବଲିଙ୍ଗରୁ ଖସିଗଲା ଲେପ, ମାଡ଼ି ଆସୁଛି କି ପ୍ରଳୟ? ଜ୍ୟୋତିଷାଚାର୍ଯ୍ୟ କହିଲେ ଏଭଳି

ଭୋପାଳ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରରେ ବଡ଼ ଅଘଟଣ । ୧୮ ଅଗଷ୍ଟ ୨୦୨୫ (ସୋମବାର) ରାତି ୮ଟାରେ, ଯେତେବେଳେ ପୁରୋହିତମାନେ ବାବା ମହାକାଳଙ୍କ ଶିବଲିଙ୍ଗକୁ ଗଞ୍ଜେଇ ଲେପ ଦେଇ…