Browsing Category

ପରମ୍ପରା

ଷ୍ଟଡିରୁ ଜଣାପଡିଛି, ନବରାତ୍ରୀ ଉପବାସ ଆମ ଜୀବନରେ ବହୁ ସୁଫଳ ଦିଏ

ଓଡିଶା ଭାସ୍କର: ନବରାତ୍ରୀ ଆରମ୍ଭ ହୋଇଛି। ମାଆଙ୍କ ସହ ଶରୀରିକ ଓ ମାନସିକ ଶକ୍ତିର ବିକାଶ ପାଇଁ ଏହି ବ୍ରତ-ଉପବାସ ରଖାଯାଇଥାଏ। ଏଥିରେ ଶରୀର ସୁସ୍ଥ ହେବା ସହ ମାନସିକ ଓ ବୌଦ୍ଧିକ ବିକାଶ ହେଉଥିବା ଏକ ଷ୍ଟଡିରୁ…

ନବାରାତ୍ରୀରେ ଏହିସବୁ ଖାଦ୍ୟ ହୋଇଥାଏ ବାରଣ: କିନ୍ତୁ କାହିଁକି? ଜାଣନ୍ତୁ ପୌରାଣିକ କାହାଣୀ

ଓଡ଼ିଶା ଭାସ୍କର: ଦୁର୍ଗତିନାଶିନୀ ମା ଦୁର୍ଗା । ଚଳିତ ବର୍ଷ ପୂଜା ପାଇଁ ଅତି ଉତ୍କଣ୍ଠାର ସହ ଭକ୍ତ ଅପେକ୍ଷା କରି ରହିଛନ୍ତି । ଦଶଭୂଜା ଦେବୀ ମା ଦୂର୍ଗାଙ୍କ ନବରାତ୍ରି ଆଜିଠାରୁ ଆରମ୍ଭ ହୋଇଛି । ଏହି ପର୍ବକୁ ସମଗ୍ର…

DJ ବାଜିବ, ପୂଜା ଜମିବ… ପାର୍ବଣ ଋତୁରେ ଡିଜେକୁ ମିଳିଲା ଗ୍ରୀନ୍ ସିଗନାଲ: କିନ୍ତୁ…

କଟକ: ପାର୍ବଣ ଋତୁକୁ ନେଇ ପ୍ରସ୍ତୁତି ଜାରି ରହିଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଖୁସି ଖବର । ଦୁର୍ଗାପୂଗା ଅବସରରେ ଡିଜେ ବାଜିବା ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି ଅଦାଲତ । କଟକ ସହର ସମ୍ପର୍କିତ ଜନସ୍ୱାର୍ଥ…

ନବରାତ୍ରୀରେ କ’ଣ କରିବେ ଗର୍ଭବତୀ ମହିଳା; ଜାଣନ୍ତୁ ସେମାନଙ୍କ ପାଇଁ କିଛି ଜରୁରୀ ଟିପ୍ସ୍

ଓଡ଼ିଶା ଭାସ୍କର: ଅକ୍ଟୋବର ୩ରୁ ଆରମ୍ଭ ହୁଏ ନବରାତ୍ରୀ, ଏହି ସମୟରେ ଅନେକ ଲୋକ ଉପବାସ ରଖନ୍ତି । ପ୍ରାର୍ଥନା ଏବଂ ପାରିବାରିକ ସମାବେଶ ସହିତ ଏହାକୁ ପାଳନ କରିବାକୁ ଉତ୍ସାହିତ । ତେବେ ଗର୍ଭବତୀ ମହିଳାଙ୍କ ପାଇଁ ଏହା…

ଶାରଦୀୟ ନବରାତ୍ରିର କଳସ ସ୍ଥାପନା ମୁହୂର୍ତ୍ତ, ମାଆ ଶୈଳପୁତ୍ରୀଙ୍କୁ କିପରି ପୂଜା କରିବେ ଜାଣନ୍ତୁ

ଓଡ଼ିଶା ଭାସ୍କର: ଆଜିଠୁ ଶାରଦୀୟ ନବରାତ୍ରୀର ପର୍ବ ଆରମ୍ଭ ହେଉଛି। ଧରଣୀକୁ ମାଆଙ୍କର ଆଗମନ ହେଉଛି। ଦେବୀ ଦୁର୍ଗା ଜଗତ ଜନନୀ ଅଟନ୍ତି। ମାନ୍ୟତା ଅନୁଯାୟୀ, ନବରାତ୍ରୀରେ ମାଆଙ୍କ ପୂଜା କରିବାରେ କଷ୍ଟ, ରୋଗ, ଦୋଷ, ଦୁଃଖ,…

କାଲିଠୁ ନବରାତ୍ରୀ, ଶୈଳପୁତ୍ରୀ ରୂପରେ ପୂଜା ପାଇବେ ମା’ ଦୁର୍ଗା: ଜାଣନ୍ତୁ କଳସ ସ୍ଥାପନାର ବିଧି ଓ ନିୟମ

ଓଡ଼ିଶା ଭାସ୍କର: ଆସନ୍ତା କାଲିଠାରୁ ପାଳନ ହେବ ଶାରଦୀୟ ନବରାତ୍ରୀ । ଏହି ନବରାତ୍ରୀରେ ଦେବୀ ଦୁର୍ଗାଙ୍କ ନବ ରୂପକୁ ଆରାଧନା କରାଯାଏ । ନଅ ଦିନ ଧରି ମାଆଙ୍କ ଏହି ପୂଜା ଚାଲିବ । ତେବେ ହିନ୍ଦୁ ପରମ୍ପରା ଅନୁଯାୟୀ, ନଅଟି…

ଏଠି ମୃତ୍ୟୁ ପୂର୍ବରୁ ନିଜର ପିଣ୍ଡଦାନ କରନ୍ତି ଲୋକ; ଜାଣନ୍ତୁ କେଉଁଠି ରହିଛି ଏହି ମନ୍ଦିର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପିତୃପକ୍ଷ ଭଦ୍ରକ ପୂର୍ଣ୍ଣିମାରୁ ଅଶ୍ୱିନ ଅମାବାସ୍ୟା ପର୍ଯ୍ୟନ୍ତ ରହିଥାଏ। ଶାସ୍ତ୍ରରେ ପିତୃପକ୍ଷରେ ମୃତବ୍ୟକ୍ତିଙ୍କ ଶ୍ରାଦ୍ଧ କରିବାର ପରମ୍ପରା କୁହାଯାଇଛି, ଯାହାକୁ ପିତୃଶ୍ରାଦ୍ଧ…

ଆଜି ଅମାବାସ୍ୟାର କାଳ ରାତ୍ରୀ: ଭୁଲରେ କରନ୍ତୁନି ଏହିସବୁ କାମ, ନଷ୍ଟ ହୋଇଯିବ ଜୀବନ!

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ପୂର୍ଣ୍ଣମୀ ଏବଂ ଅମାବାସ୍ୟା ତିଥିକୁ ଖୁବ ବିଶେଷ ମାନ୍ୟତା ଦିଆଯାଇଛି । ଆଜି ଅକ୍ଟୋବର ୨ ତାରିଖ ଆଶ୍ୱୀନ ମାସର ଅମାବାସ୍ୟା ତିଥି ଏବଂ ପିତୃପକ୍ଷର ଶେଷ ଦିନ ମଧ୍ୟ । ତେଣୁ ଏହାକୁ ପିତୃ…

ଘର ତୋଳିବାକୁ ଚାହୁଁଛନ୍ତି କି, ତେବେ ନିର୍ମାଣ ଆଗରୁ ଏହି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ, ନୋହିଲେ…

ଓଡିଶା ଭାସ୍କର: ଆମ ସମସ୍ତଙ୍କ ପାଇଁ ଘରଟିଏ ନିହାତି ଦରକାର । ଭଡା ଘରେ ଭଡା ଗଣିବା ଅପେକ୍ଷା ନିଜର ଘର ଖଣ୍ଡିଏ ହେଲେ ଅନେକ ଫାଇଦା ରହିଛି । ତେଣୁ ଆଜିକାଲିର ଯୁବପିଢି ଏହି ଦିଗଟି ପ୍ରତି ସଚେତନ । ତେଣୁ ଚାକିରି କରିବା…

ବାଜିବନି DJ, ଫୁଟିବନି ବାଣ: କଟକରେ ପୂଜା ବେଳେ Fire Gunକୁ ବି ବାରଣ

କଟକ: ପୂଜା ପାର୍ବଣ ସମୟରେ ସୁରକ୍ଷା ଉପରେ ଖୁବ ଦୃଷ୍ଟି ଦେଇଛନ୍ତି ସରକାର । ଆଗକୁ ଦୁର୍ଗାପୂଜା ଆସୁଥିବା ବେଳେ ଝଲସି ଉଠିଲାଣି ସିଲଭର ସିଟି କଟକ । ତେବେ ଦଶହରାରେ କଟକର ଚମକକୁ ଟିକେ ଫିକା କରିବ ସରକାରଙ୍କ କଡ଼ା…