fbpx
BSKY SKY
BSKY SKY
Browsing Category

ପରମ୍ପରା

୨୫୦ କେଜି କାଗଜରେ ନିର୍ମାଣ ହୋଇଛି ଗଣେଶଙ୍କ ମୂର୍ତ୍ତି, ମୂର୍ତ୍ତିର ନାମ ହେଉଛି ଏଲିଫିଷ୍ଟୋନ ରାଜା

ମୁମ୍ବାଇ : ମୁମ୍ବାରେ ଏବେ ଧୁମଧାମରେ ଚାଲିଛି ଗଣେଷ ପୂଜା । ଏହି ବର୍ଷ ଗଣେଶ ପୂଜାରେ ଅଧିକ ଇକୋ ଫ୍ରେଣ୍ଡଲି ଗଣେଶ ଦେଖିବାକୁ ମିଳୁଛି । ଅନେକ ଲୋକ ଇକୋଫ୍ରେଣ୍ଡଲି ମୂର୍ତ୍ତି ଘରକୁ ଆଣି ମଧ୍ୟ ପୂଜା କରୁଛନ୍ତି । ଏହାର…

ରାଧା ବିନା କୃଷ୍ଣ ଅଧା… ରାଧାଷ୍ଟମୀରେ କିପରି କରିବେ ପୂଜା, ସୁଖମୟ ହୁଏ ବୈବାହିକ ଜୀବନ

ରାଧାରାଣୀଙ୍କ ଜନ୍ମ ବାର୍ଷିକୀ ଶ୍ରୀକୃଷ୍ଣଙ୍କ ଜନ୍ମ ବାର୍ଷିକୀର ୧୫ ଦିନ ପରେ ପାଳନ କରାଯାଏ । ରାଧା ଅଷ୍ଟମୀ ପୂଜା ବିନା ଜନ୍ମାଷ୍ଟମୀ ପୂଜା ଅସମ୍ପୂର୍ଣ୍ଣ ଏବଂ କୌଣସି ଫଳାଫଳ ମିଳିନଥାଏ । କ୍ୟାଲେଣ୍ଡର ଅନୁଯାୟୀ,…

୨୨ ସେପ୍ଟେମ୍ବରରେ ପଡୁଛି ସନ୍ତାନ ସପ୍ତମୀ: ସନ୍ତାନ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ

ସନ୍ତାନ ପ୍ରାପ୍ତି ପାଇଁ ସନ୍ତାନ ସପ୍ତମୀ ବହୁ ଫଳପ୍ରଦ ବୋଲି ବିଶ୍ୱାସ କରାଯାଏ । ଚଳିତ ବର୍ଷ ସନ୍ତାନ ସପ୍ତମୀ ୨୨ ସେପ୍ଟେମ୍ବରରେ ପଡୁଛି । ଏହାକୁ ଲଳିତା ସପ୍ତମୀ ଏବଂ ମୁକ୍ତଭରଣା ସପ୍ତମୀ ନାମରେ ମଧ୍ୟ ଜଣାଯାଏ ।…

କେବେ, କାହା ଉପରେ ଏବଂ କାହିଁକି ପିତୃପୁରୁଷ ରାଗିଥାନ୍ତି? ଜାଣନ୍ତୁ ବଡ଼ ରହସ୍ୟ

ହିନ୍ଦୁ ମାନ୍ୟତା ଅନୁଯାୟୀ, ପ୍ରତିବର୍ଷ ଅଶ୍ୱିନ ମାସର କୃଷ୍ଣ ପକ୍ଷର ପ୍ରତିପଦାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷରେ ପିତୃପୁରୁଷମାନେ ପିତୃ ଲୋକରୁ ପୃଥିବୀକୁ ଅନେକ ପ୍ରକାରର ଜୀବ ରୂପେ ଆସନ୍ତି । ବିଶ୍ୱାସ କରାଯାଏ…

ଗଣେଶଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ, ବ୍ୟବସାୟରେ ମିଳିବ ସଫଳତା

ବୁଧବାର ଦିନ ଗଣେଶ ପୂଜାର ବିଧି ରହିଛି । ଏହି ଦିନ ଗୈରୀ ପୁତ୍ର ଗଜାନନଙ୍କ ପୂଜା କରିବା ଦ୍ୱାରା ଘରେ ସୁଖ ଶାନ୍ତି ଫେରିଥାଏ । ବୁଧବାର ହେଉଛି ଗଣେଶ ଉତ୍ସବର ୨ୟ ଦିନ । ଏହି ଦିନ ଆପଣ କିଛି ଉପାୟ କରିବା ଦ୍ୱାରା…

ମୋ ଆଧାର ମୋ ପରିଚୟରେ ସାମିଲ ହେଲେ ଅଗ୍ରପୂଜ୍ୟ ଗଣେଶ

କଟକ: ଅଗ୍ରପୂଜ୍ୟ ଗଣେଶଙ୍କ ପାଖରେ ଏବେ ଅଛି ଆଧାର କାର୍ଡ । ଏବେ ଗଣେଶ ବି ବନାଇ ସାରିଛନ୍ତି ଆଧାର କାର୍ଡ । ମୋ ଆଧାର ମୋ ପରିଚୟରେ ସାମିଲ ହୋଇଯାଇଛନ୍ତି । ହଁ ଆଜ୍ଞା ଏବେ ଶ୍ରୀ ଗଣେଶଙ୍କ ର ଆଧାରକାର୍ଡ ସମସ୍ତେ ଦେଖି…

ଆସୁଛି ପିତୃପକ୍ଷ: ପରିବାରରେ ପୁଅ କି ନାତି ନ ଥିଲେ କିଏ କରିବ ଶ୍ରାଦ୍ଧ, ପୁରାଣରେ କ’ଣ ରହିଛି ବର୍ଣ୍ଣନା

ସନାତନ ଧର୍ମରେ ପିତୃପକ୍ଷର ବଡ ମହତ୍ତ୍ୱ ରହିଛି । ପିତୃପୁରୁଷଙ୍କ ପ୍ରତି ସମ୍ମାନ ପ୍ରକଟ କରିବା ଲାଗି ଓ ସେମାନଙ୍କ ଶାନ୍ତି ପାଇଁ ପିତୃପକ୍ଷରେ ପରିବାର ଲୋକେ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କର୍ମ କରିଥାନ୍ତି ।…

ଗଣେଶ ପୂଜା ପାଇଁ ଟିଭି କଳାକାର ନିଜ ହାତରେ ନିର୍ମାଣ କଲେ, ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି

ମୁମ୍ବାଇ : ଭଗବାନ ଗଣେଶଙ୍କ ଜନ୍ମ ଦିନକୁ ଆଜି ସାରା ଦେଶରେ ପାଳନ କରାଯାଉଛି । ପୌରାଣିକ କଥା ଅନୁସାରେ ମାତା ପାର୍ବତୀ ଆଜିର ଦିନରେ ନିଜ ହାତରେ ଗଣେଶଙ୍କୁ ପ୍ରସ୍ତୁତ କରିଥିଲେ ଏବଂ ସେଥିରେ ପ୍ରାଣ ଦେଇଥିଲେ । ଏହି ପରି…

ରବି ଯୋଗ-ସ୍ୱାତୀ ନକ୍ଷତ୍ରରେ ଆଜି ଗଣେଶ ପୂଜା, ଜାଣନ୍ତୁ ଶୁଭ ମୁହୂର୍ତ୍ତ, ପୂଜା ବିଧି ଏବଂ ମନ୍ତ୍ର

୧୯ ସେପ୍ଟେମ୍ବର ମଙ୍ଗଳବାର ଦିନ ରବି ଯୋଗ ଏବଂ ସ୍ଵାତି ନକ୍ଷତ୍ରରେ ପାଳନ କରାଯାଉଛି ଗଣେଶ ପୂଜା। ଆଜିଠାରୁ ଦଶ ଦିନିଆ ଗଣେଶ ଉତ୍ସବ ଆରମ୍ଭ ହୋଇଛି। ପୌରାଣିକ ବିଶ୍ୱାସ ଅନୁଯାୟୀ, ଭଗବାନ ଗଣେଶ ବୁଧବାର ଅପରାହ୍ନରେ…

ଗଣେଶ ଚତୁର୍ଥୀରେ ମୂର୍ତ୍ତି ସ୍ଥାପନ କରିବାର ଶୁଭ ସମୟ : ଧ୍ୟାନରେ ରଖନ୍ତୁ ଏହି ଜିନିଷ

ନୂଆଦିଲ୍ଲୀ : ଗଣେଶ ଉତ୍ସବ ପର୍ବଟି ଭଦ୍ରାପଡା ମାସର ଶୁକ୍ଲା ପକ୍ଷ ଚତୁର୍ଥୀ ତିଥିରୁ ଗଣେଶ ଚତୁର୍ଥୀ ଆରମ୍ଭ ହେଉଛି । ଏହି ଦିନ ଗଣପତି ବାପ୍ପାଙ୍କ ପ୍ରତିମା ପ୍ରତ୍ୟେକ ଘର ଏବଂ ସର୍ବସାଧାରଣ ସ୍ଥାନରେ ସ୍ଥାପନ…