Browsing Category

ପରମ୍ପରା

ମହାଲକ୍ଷ୍ମୀଙ୍କ ଆଦେଶରେ ରତ୍ନବେଦୀକୁ ଜଗୁଛନ୍ତି ମା ବେଢାକାଳୀ: ଶ୍ରୀମନ୍ଦିରରେ ଭଦ୍ରକାଳୀ ରୂପରେ ପାଆନ୍ତି ପୂଜା

ଓଡ଼ିଶା ଭାସ୍କର: ଶ୍ରୀମନ୍ଦିର ଛାଡ଼ି ଭକ୍ତଙ୍କ ଗହଳିଙ୍କୁ ଆସିଛନ୍ତି ଜଗମୋହନ । ରତ୍ନବେଦୀରୁ ବାହାରି ଭକ୍ତର ଦୁଃଖ ହରଣ କରିବାକୁ ବଡ଼ ଦେଉଳରୁ ବାହାରିଛନ୍ତି ପତିତପାବନ । ମାଉସୀ ମା’ଙ୍କୁ ଦେଇଥିବା କଥା ରକ୍ଷା କରି…

ଖୋଲିବ ରତ୍ନଭଣ୍ଡାର! ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ, ହୋଇପାରେ ବଡ ନିଷ୍ପତ୍ତି

ଓଡିଶା ଭାସ୍କର: ରତ୍ନଭଣ୍ଡାର ଖୋଲିବାକୁ ନେଇ ଆଜି ହୋଇପାରେ ବଡ ନିଷ୍ପତ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ରତ୍ନଭଣ୍ଡାର ତଦାରଖ କମିଟିର ଏହା ହେଉଛି ୨ ୟ ବୈଠକ । ରତ୍ନଭଣ୍ଡାର…

୧୪ ବର୍ଷ ଶୋଇ ନ ଥିଲେ ଲକ୍ଷ୍ମଣ, ସାଧାରଣ ଲୋକଟିଏ କେତେ ଦିନ ଅନିଦ୍ରା ରହିପାରିବ!

ଓଡିଶା ଭାସ୍କର: ପୌରାଣିକ କଥାବସ୍ତୁ ଅନୁଯାୟୀ, ଭଗବାନ ରାମ ଓ ମାତା ସୀତାଙ୍କ ସହ ଲକ୍ଷ୍ମଣ ୧୪ ବର୍ଷ ପର୍ଯ୍ୟନ୍ତ ବନବାସ ଯାଇଥିଲେ । ସେହି ବନବାସ ସମୟରେ ସେ ୧୪ ବର୍ଷ ଯାଏଁ ଶୋଇ ନଥିଲେ ମାନେ ସେ ଅନିଦ୍ରା ଥିଲେ । ସେ…

ମହାକୁମ୍ଭରେ ବାବାଙ୍କ ଏଣ୍ଟ୍ରି ଉପରେ ଲାଗିବ ବ୍ୟାନ୍? ତାଲିକା କରୁଛି ଆଖଡ଼ା ପରିଷଦ

ନୂଆଦିଲ୍ଲୀ: ପ୍ରୟାଗରାଜରେ ମହାକୁମ୍ଭ-୨୦୨୫ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରଶାସନ ସହିତ ଅଖିଳ ଭାରତୀୟ ଆଖଡ଼ା ପରିଷଦ ମଧ୍ୟ ଏହି ପ୍ରସ୍ତୁତିରେ ସାମିଲ ହୋଇଛି । ଏହାମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନେଇଛି ଆଖଡ଼ା…

(Video) ମଞ୍ଚରେ ରାଷ୍ଟ୍ରପତି, ତଳେ ନବୀନ ପଟ୍ଟନାୟକ… ସଭାକୁ ପାଛୋଟି ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଓଡ଼ିଶା ଦେଖିଲା ନୂଆ…

ପୁରୀ: ଆଜି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେଓଡ଼ିଶାବାସୀ ଦେଖିଛନ୍ତି ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟକର ଘଟଣା । ପ୍ରଥମ ଥର ନବୀନ ପଟ୍ଟନାୟକଙ୍କ ବିନା ହେଉଛି ସଭା । ରଥଯାତ୍ରାରେ ସାଧାରଣ ଜନତା ଭାବରେ ପହଞ୍ଚିଛନ୍ତି…

ଘଣ୍ଟ-କାହାଳୀରେ କମ୍ପୁଛି ଶ୍ରୀକ୍ଷେତ୍ର, ବାହାରିଲେ ବଡ଼ ଭାଇ ବଳଭଦ୍ର: ପଛରେ କାଳିଆ

ପୁରୀ: ଆଜି ଶ୍ରୀମନ୍ଦିର ଛାଡ଼ି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଉଛନ୍ତି ଚତୁର୍ଦ୍ଧାମୂରତୀ । ଭାଇ-ଭଉଣୀଙ୍କୁ ଧରି ମାଉସୀ ମା’ଙ୍କ ଘରକୁ ଅତିଥି ହୋଇ ଯାଉଛନ୍ତି ମହାପ୍ରଭୁ ଜଗନ୍ନାଥ । ବର୍ତ୍ତମାନ ଚତୁର୍ଦ୍ଧାମୁରତୀଙ୍କ ରଥ…

ରଥରେ ବିରାଜିଲେ ତିନି ଠାକୁର, ରଥାରୂଢ଼ ଠାକୁରଙ୍କୁ ଦେଖିବା ପାଇଁ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ

ପୁରୀ: ରଥରେ ବିଜେ ହେଲେ ତିନି ତିନି ଠାକୁର । ଆଜି ଧାଡ଼ି ପହଣ୍ଡିରେ ପ୍ରଥମେ ସୁଦର୍ଶନ ଦେବଙ୍କ ପରେ ପହଣ୍ଡି କରାଯାଇ ଦେବୀ ସୁଭଦ୍ରା ଦେବଦଳନ ରଥରେ, ତାଳଧ୍ୱଜରେ ବଡ଼ଠାକୁର ବଳଭଦ୍ର ଓ ଶେଷରେ ପ୍ରଭୁ ଜଗନ୍ନାଥ ନନ୍ଦିଘୋଷରେ…

ଆଜି ମହାପ୍ରଭୁଙ୍କ ରଥଯାତ୍ରା, ଜାଣନ୍ତୁ କାହିଁକି ଶ୍ରୀ ଜଗନ୍ନାଥଙ୍କ ରଥର ନାଁ ନନ୍ଦିଘୋଷ ?

ଓଡ଼ିଶା ଭାସ୍କର: ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଶ୍ରୀଜୀଉ । ଭକ୍ତ ଓ ଭଗବାନଙ୍କ ମିଳନରେ ଭକ୍ତିମୟ ହୋଇଯିବ ବଡ଼ଦାଣ୍ଡ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥାରୁଢ଼…

ପୁରୀରେ କେବେ ହୋଇଥିଲା ପ୍ରଥମ ରଥଯାତ୍ରା? କିଏ ଆରମ୍ଭ କରିଥିଲେ ଏହି ପରମ୍ପରା? ଜାଣନ୍ତୁ ଇତିହାସ…

ପୁରୀ: ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁ ଅଣସର ଘରୁ ବାହାରି ଭଉଣୀ ଭାଇଙ୍କୁ ଧରି ଶୋଭାଯାତ୍ରା କରିବେ। ବାହାରେ ଲକ୍ଷ ଲକ୍ଷ ଭକ୍ତ ଭଗବାନଙ୍କୁ ପାଖରେ ଦେଖିବେ ବୋଲି ଅନେଇ ବସିଛନ୍ତି। ସେଥିପାଇଁ ଏହି…

Big Breaking; ସୋମବାର ସବୁ ସ୍କୁଲ-କଲେଜ ଛୁଟି: ସରକାରଙ୍କ ତରଫରୁ ଛୁଟି ଘୋଷଣା

ଭୁବନେଶ୍ୱର: ଆସନ୍ତା ସୋମବାର ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ । ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବା ପାଇଁ ନିଦ୍ଦେଶ ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ…