Browsing Category

ପରମ୍ପରା

କାହିଁକି ଶ୍ରୀ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ? ସର୍ବପ୍ରଥମେ ପାଆନ୍ତି ପୂଜା… ଜାଣନ୍ତୁ ମାହାତ୍ମ୍ୟ

ଓଡିଶା ଭାସ୍କର: ଆଗକୁ ଆସୁଛି ଗଣେଶ ପୂଜା ଯାହାକୁ ନେଇ ସବୁଠି ପ୍ରସ୍ତୁତି ବଡ଼ ଧୁମଧାମରେ ଚାଲିଛି । ଆମେ ସମସ୍ତେ ପ୍ରଭୁ ଗଣେଶଙ୍କ ପୂଜା ଅତି ଉତ୍ସାହର ସହ କରିଥା’ନ୍ତି । ହେଲେ ପ୍ରଭୁ ଗଣେଶଙ୍କ ଏକ ବଡ଼ ମାହାତ୍ମ୍ୟ…

ଘରେ ସ୍ଥାପନା କରନ୍ତୁ ଶ୍ରୀ ଗଣେଶଙ୍କ ଏହି ମୂର୍ତ୍ତି, ମିଳିବ କୃପା: ଜାଣନ୍ତୁ କେଉଁ ପ୍ରତିମା ଦିଏ ଶୁଭଫଳ

ଓଡ଼ିଶା ଭାସ୍କର: ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପ୍ରଭୁ ଶ୍ରୀଗଣେଶଙ୍କ ଜନ୍ମ । ଯାହାକୁ ଗଣେଶ ଚତୁର୍ଥୀ କୁହାଯାଇଥାଏ । ଏହି ଦିନ ଖୁବ୍ ଧୁମଧାମରେ ବିଘ୍ନେଶ୍ୱରଙ୍କର ସ୍ଥାପନା କରାଯାଇଥାଏ । ତେବେ ଘରେ…

ବାଜିବନି DJ… ଦୁର୍ଗାପୂଜା ପାଇଁ DJ ବଜାଇବା ଉପରେ ବାରଣ: ଏହି ଜିନିଷକୁ ମିଳିଲା ଅନୁମତି

କଟକ: ଗଣେଶ ପୂଜା ପରେ ଦୁର୍ଗା ପୂଜା ପାଇଁ ମଧ୍ୟ ଜାରି ହୋଇ ନିର୍ଦ୍ଦେଶନାମା । ଦୁର୍ଗାପୂଜା ଭସାଣି ସମୟରେ ଡିଜେ ବଜାଇବାକୁ ବାରଣ କରାଯାଇଛି । ମା’ ଦୁର୍ଗାଙ୍କ ବିସର୍ଜନ ସମୟରେ ଡିଜେ ବଜାଇବା ଉପରେ ସମ୍ପୂର୍ଣ୍ଣ ରୂପେ…

ମୁସଲମାନଙ୍କ ମଥାରେ କାହିଁକି ହୋଇଥାଏ କଳା ଦାଗ, ଏହାକୁ ଏତେ ଶୁଭ ମନାଯାଏ କାହିଁକି?

ନୂଆଦିଲ୍ଲୀ: ଇସଲାମଧର୍ମରେ ନମାଜ ପଢ଼ିବା ଜଣେ ପ୍ରକୃତ ମୁସଲମାନଙ୍କ କର୍ତ୍ତବ୍ୟ ବୋଲି କୁହାଯାଇଥାଏ । ତେଣୁ ଅଧିକାଂଶ ମୁସଲମାନ ବ୍ୟକ୍ତି ଦିନକୁ ୫ ଥର ନମାଜ ପାଠ କରଥାନ୍ତି । କୁହାଯାଏ ଯେ ସେଥିପାଇଁ ତାଙ୍କ କପାଳରେ…

ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ…

ସେପ୍ଟେମ୍ବର ୨ ନା ୩ ତାରିଖରେ ପଡ଼ୁଛି ଭାଦ୍ରବ ଅମାବାସ୍ୟା; ପିତୃ ଶାନ୍ତି ପାଇଁ ଏହି ଦିନ କରନ୍ତୁ ସ୍ନାନ-ଦାନ

ଓଡ଼ିଶା ଭାସ୍କର: ପିତୃପୁରୁଷଙ୍କ ଶାନ୍ତି ପାଇଁ ଅମାବାସ୍ୟାରେ ସ୍ନାନ, ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନର ନିୟମ ରହିଛି। ବିଶ୍ୱାସ କରାଯାଏ ଯେ ଏହା ପୂର୍ବପୁରୁଷଙ୍କ ଆତ୍ମାକୁ ସନ୍ତୁଷ୍ଟ କରିଥାଏ ଏବଂ ପରିବାର ସଦସ୍ୟଙ୍କୁ…

ଗଣେଶଙ୍କ ପୂଜାରେ ବ୍ୟବହାର କରାଯାଏନି ତୁଳସୀ , ଜାଣନ୍ତୁ ଏହା ପଛର ପୌରାଣିକ କଥା

ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ରୂପେ ପାଳନ କରାଯାଇଥାଏ । ଚଳିତ ବର୍ଷ ସେପ୍ଚେମ୍ବର ୭ ତାରିଖ ଦିନ ଦେଶର ପ୍ରତ୍ୟକ ସ୍ଥାନରେ ପାଳନା କରାଯିବ ଗଣେଶ ପୂଜା । ଗଣପତିଙ୍କର ପୂଜା ୧୦ଦିନ…

ଆଜି ରାମଲଲା-ନନ୍ଦଲାଲାଙ୍କ ମହାମିଳନ: ଅଯୋଧ୍ୟା ରାମ ମନ୍ଦିରରେ ପାଳନ ହେବ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ

ଅଯୋଧ୍ୟା: ଅଗଷ୍ଟ ୨୬ ତାରିକରେ ସାରା ଦେଶରେ ପାଳନ ହୋଇଯାଇଛି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । କିନ୍ତୁ ଆଜି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ଆଜି ପାଳନ ହେବ ଜନ୍ମାଷ୍ଟମୀ । ରାମ ମନ୍ଦିରରେ ଆଜି ରାମଲଲା ଏବଂ ନନ୍ଦଲାଲାଙ୍କର…

(Video): ଆଜି ପବିତ୍ର ଜନ୍ମାଷ୍ଟମୀ…ମଥୁରାରେ ଶ୍ରୀକୃଷ୍ଣଙ୍କ ଆଳତୀ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ନୂଆଦିଲ୍ଲୀ: ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ସହିତ ଦେଶର ବିଭିନ୍ନ କୃଷ୍ଣ ମନ୍ଦିରକୁ ପୁଷ୍ପମାଳାରେ ସୁସଜ୍ଜିତ କରାଯାଇଛି । ଶ୍ରୀକୃଷ୍ଣଙ୍କ ଗୋଟିଏ ଝଲକ ପାଇଁ ବିଭିନ୍ନ…

ଆଜି ଲୀଳାମୟ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ… ଜନ୍ମାଷ୍ଟମୀରେ ଜାଣନ୍ତୁ ପ୍ରଭୁଙ୍କ ଧରାବତରଣର ରହସ୍ୟ

ଓଡ଼ିଶା ଭାସ୍କର: ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଲୀଳାମୟ ଭଗବାନ କୃଷ୍ଣ ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ଅଧର୍ମ ବଢ଼ିବଢ଼ି ଚାଲିଥିଲା ସେତେବେଳେ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟ ରୂପରେ ଧରାବତରଣ କରିଥିଲେ ।…