fbpx
BSKY
BJD MC SKY
BJD MS SKY
Browsing Category

ପରମ୍ପରା

୨୦ ଏପ୍ରିଲରେ ଲାଗିବ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଏହି ଦିନ କରନ୍ତୁ ନାହିଁ ଏହି ଭୁଲ

୨୦୨୩ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୨୦ ଏପ୍ରିଲ ଗୁରୁବାର ଦିନ ଲାଗିବାକୁୁ ଯାଉଛି । ଏହି ସୂର୍ଯ୍ୟପରାଗ ୦୫ ଘଣ୍ଟା ୨୪ ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଏହା ଖଗ୍ରାସ ସୂର୍ଯ୍ୟ ଗ୍ରହଣ ହେବ । ଯେତେବେଳେ ସୂର୍ଯ୍ୟ ମେଷ…

ଏପ୍ରିଲ ୨୨ରୁ ଆରମ୍ଭ ହେବ ଗୁରୁ ଚଣ୍ଡାଳ ଯୋଗ, ୪ ରାଶି ପାଇଁ ଅଶୁଭ !

ଏପ୍ରିଲ ୨୨ରେ ଗୁରୁ ଚଣ୍ଡାଳ ଯୋଗ ଆରମ୍ଭ ହେବ । ବିଶ୍ୱାସ କରାଯାଏ ଯେ ଯେତେବେଳେ ଗୁରୁ ଓ ରାହୁଙ୍କ ମିଳନ ହୁଏ, ସେତେବେଳେ ଗୁରୁ ଚଣ୍ଡାଳ ଯୋଗ ସୃଷ୍ଟି ହୁଏ। ଏହି ଗୁରୁ ଚଣ୍ଡାଳ ଯୋଗ ୭ ମାସ ପର୍ଯ୍ୟନ୍ତ ଚାଲିବାକୁ ଯାଉଛି।…

୨୦ ଏପ୍ରିଲରେ ଲାଗିବାକୁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଏହି ରାଶି ଉପରେ ବଡ଼ ସଙ୍କଟ, ଜାଣନ୍ତୁ ବର୍ତ୍ତିବାର ଉପାୟ

୨୦୨୩ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୨୦ ଏପ୍ରିଲ ଗୁରୁବାର ଦିନ ଲାଗିବାକୁୁ ଯାଉଛି । ଏହି ସୂର୍ଯ୍ୟପରାଗ ୦୫ ଘଣ୍ଟା ୨୪ ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଏହା ଖଗ୍ରାସ ସୂର୍ଯ୍ୟ ଗ୍ରହଣ ହେବ । ଯେତେବେଳେ ସୂର୍ଯ୍ୟ ମେଷ…

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ମହାବୀର ହନୁମାନଙ୍କ ଜୟନ୍ତୀ : ରାଶି ହିସାବରେ ଏହି ଉପାୟ ପାଳିଲେ ଆର୍ଥିକ ସଙ୍କଟରୁ ମିଳିବ ମୁକ୍ତି

ଆଜି ମହାବିଷୁବ ପଣା ସଂକ୍ରାନ୍ତି । ହିନ୍ଦୁମାନଙ୍କର ପ୍ରମୁଖ ପର୍ବ । ସେହିପରି ଓଡିଆ ନବବର୍ଷ ମଧ୍ୟ ଆଜିଠାରୁ ଆରମ୍ଭ । ଓଡିଶାରେ ଏହାକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯାଏ । ତେଣୁ ଏହାକୁ ଓଡିଆ ନୂଆ ବର୍ଷ କୁହାଯାଏ…

ଅକ୍ଷୟ ତୃତୀୟାରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୮ଟି କାମ, ରାଗିଯିବେ ମା ଲକ୍ଷ୍ମୀ

ଅକ୍ଷୟ ତୃତୀୟା ବୈଶାଖ ମାସର ଶୁକ୍ଳ ତିଥିରେ ପାଳନ କରାଯାଏ। ଏହି ବର୍ଷ ଅକ୍ଷୟ ତୃତୀୟା ୨୨ ଏପ୍ରିଲରେ ପଡୁଛି। ଏହି ଦିନ ଲୋକମାନେ ସୁନା ଓ ରୂପା କିଣନ୍ତି ଏବଂ ଅନ୍ୟ ମୂଲ୍ୟବାନ ସାମଗ୍ରୀକୁ ମଧ୍ୟ ନିଜ ଘରକୁ ଆଣନ୍ତି,…

ମହାବିଷୁବ ସଂକ୍ରାନ୍ତି ୨୦୨୩ : ପଣା ସହିତ ବର୍ଷ ଆରମ୍ଭର କ’ଣ ରହିଛି ସାମଞ୍ଜସ୍ୟ..

ଭୁବନେଶ୍ୱର : ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଯାହାକୁ ଆମେ ଓଡିଆ ନବ ବର୍ଷ ଭାବରେ ପାଳନ କରାଯାଏ । ଓଡିଆ ପରମ୍ପରା ଅନୁଯାୟୀ ଏହି ଦିନର ଅନ୍ୟ ଏକ ବିଶେଷତ୍ୱ ରହିଛି । ଭଗବାନ୍ ରାମଚନ୍ଦ୍ରଙ୍କ ପରମ ଭକ୍ତ…

ପଣାସଂକ୍ରାନ୍ତି ସମୟରେ କାହିଁକି ଚଉଁରାରେ ବନ୍ଧାଯାଏ ଠେକି? କ’ଣ ରହିଛି ଏହାକୁ ନେଇ ପାରମ୍ପରିକ କାହାଣୀ; ଆସନ୍ତୁ ଜାଣିବା

ଭୁବନେଶ୍ୱର:ଆମେ ହେଉଛୁ ପରା ଓଡିଆ । ଆଉ ଆମର ଯେଉଁ ପରମ୍ପରା ରହିଆସିଛି ତାହା ପାଇଁ ଆମେ ସବୁ ଠାରେ ପରିଚିତ । କେବଳ ଏତିକି ନୁହେଁ ୧୨ ମାସରେ ଏଠି ପାଳିତ ହୋଇଥାଏ ୧୩ ପରବ। ଆଉ ଏହି ସବୁ ଓଷା ମାନଙ୍କ ମଧ୍ୟରେ ଆମର ଓଡିଆ…

ଶନିବାର ଦିନ ୫ ରାଶିର ଲୋକ ଆପଣାନ୍ତୁ ଏହି ଉପାୟ: ପଡ଼ିବନି ଶନିଦେବଙ୍କ ଅଶୁଭ ପ୍ରଭାବ

ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। କୁହାଯାଏ ଯେ, ଶନି ଦେବ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟ ଅନୁଯାୟୀ ଫଳ ଦିଅନ୍ତି। ଯେଉଁମାନେ ଭଲ କାମ କରନ୍ତି ସେମାନେ ଶୁଭ ଫଳ ପାଆନ୍ତି…

ଆଜି ହେଉଛି ଗୁଡ୍ ଫ୍ରାଇଡେ, ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ

ନୂଆଦିଲ୍ଲୀ: ୭ ଏପ୍ରିଲକୁ ଗୁଡ ଫ୍ରାଇଡେ ଭାବେ ପାଳନ କରାଯାଇଥାଏ । ଏହି ଦିନ ପୁଣ୍ୟ ଶୁକ୍ରବାର ନାମରେ ମଧ୍ୟ ପାଳନ ହୋଇଥାଏ । ଏହା ଖ୍ରୀଷ୍ଟୀଆନଙ୍କ ପାଇଁ ଖାସ ଦିନ ଅଟେ । ଗୁଡ୍ ଫାଇଡେ ଦିନ ଏହି ଧର୍ମର ଲୋକେ ଚର୍ଚ୍ଚ…

ଦୀପ ଜଳାଇବାର କ’ଣ ରହିଛି ନିୟମ? ଜ୍ୟୋତିଶ ଶାସ୍ତ୍ରରୁ ଜାଣନ୍ତୁ ମହତ୍ତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ପ୍ରତ୍ୟେକ ପୂଜା ମହୋତ୍ସବରେ ଦୀପ ପ୍ରଜ୍ଜ୍ୱଳନ ଏକ ବିଧି ଭାବରେ ପାଳନ କରାଯାଏ । ପୂଜା କରିବା ସମୟରେ ଦୀପ ଜାଳିବା ସହ ଏଥିରେ ଭଗବାନଙ୍କ ଆରତୀ ମଧ୍ୟ କରାଯାଏ । ତେବେ ଅନେକ ଥର ଆପଣ…