Browsing Category
ରଥ ଯାତ୍ରା
The Ratha Yatra of Puri, also rendered as the Ratha Jatra is an annual Hindu chariot festival celebrated on the bright half of the lunar month of Ashadh. The festival is associated with the deity Jagannath held at the city of Puri in the state of Odisha, India.
ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ବସ୍: ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି ସରକାର
ଭୁବନେଶ୍ୱର: ଆଗକୁ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ସରକାରଙ୍କ ପକ୍ଷରୁ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଉଛି । ରଥଯାତ୍ରା ସମୟରେ ପୁରୀକୁ ଅଧିକ ପର୍ଯ୍ୟଟକଙ୍କୁ ଆଣିବା ପାଇଁ ନୂଆ…
(Video) ମହାପ୍ରଭୁଙ୍କ ସ୍ନାନ ପାଇଁ ଜଳ କେଉଁଠୁ ଆସେ? କେତେ ଗରା ଜଳରେ ହୁଏ କେଉଁ ବିଗ୍ରହଙ୍କ ଦିବ୍ୟ ସ୍ନାନ? ଦେଖନ୍ତୁ ସ୍ପେଶାଲ…
ଓଡ଼ିଶା ଭାସ୍କର: ଆଜି ଦେବସ୍ନାନ ପୂର୍ଣ୍ଣିମା । ପବିତ୍ର ରଥଯାତ୍ରା ପୂର୍ବରୁ ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପାରମ୍ପରିକ ରୀତିରେ ବେଦଧ୍ୱନୀ ପୂର୍ବକ ୧୦୮ ଗରା ଜଳରେ ସ୍ନାନ…
ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା: ୧୦୮ କଳସ ଜଳ ଓ ବେଦଧ୍ୱନୀରେ ହେବ ଦିବ୍ୟସ୍ନାନ, ଜାଣନ୍ତୁ ମାହାତ୍ମ୍ୟ
ଓଡ଼ିଶା ଭାସ୍କର: ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ…
ଶ୍ରୀଜୀଉଙ୍କ ରଥ କାଠ ଅନୁକୂଳ କିପରି ହୋଇଥାଏ ? ଜାଣନ୍ତୁ କାହିଁକି ସୁନା କୁରାଢୀରେ ରଥକାଠ ଅନୁକୂଳ ହୁଏ
ଓଡ଼ିଶା ଭାସ୍କର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜିଠାରୁ ଆରମ୍ଭ ହେବ ରଥ ନିର୍ମାଣ ଅନୁକୁଳ ନୀତି ଓ ଚନ୍ଦନଯାତ୍ରା । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଏଥିପାଇଁ ଉତ୍ସବମୁଖର…
କାହିଁକି ପାଳନ ହୁଏ ରୁକୁଣା ରଥଯାତ୍ରା? ଜାଣନ୍ତୁ ବାବା ଲିଙ୍ଗରାଜଙ୍କ ପବିତ୍ର ପର୍ବର ମାହାତ୍ମ୍ୟ ଓ ଇତିହାସ
ଓଡ଼ିଶା ଭାସ୍କର: ଆଜି ଅଶୋକାଷ୍ଟମୀ ଅର୍ଥାତ୍ ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥ ଯାତ୍ରା । ଏଥିପାଇଁ ପ୍ରସ୍ତୁତ ରହିଛି ରଥ ପଥ, ପ୍ରସ୍ତୁତ ଅଛି ପ୍ରଶାସନ ଏବଂ ଭକ୍ତିଭାବରେ ବିଭୋର ହୋଇ ଉଠିଛନ୍ତି ହଜାର ହଜାର…
ଜୁଲାଇ ୭ ତାରିଖରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଆଜି ପ୍ରଥମ ପରିଚାଳନା ବୈଠକ
ପୁରୀ: ଆସନ୍ତା ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । ଏଥିପାଇଁ ଆଜି ପ୍ରଥମ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ପରିଚାଳନା ବୈଠକ ଜାରି ରହିଛି ।…
ଆଜି ରଥ କାଠ ଅନୁକୂଳ, ବାଗଦେବୀଙ୍କୁ ଆହ୍ୱାନ କରି ତିନିଖଣ୍ଡ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ
ପୁରୀ: ପୁରୀ ରଥ ନିର୍ମାଣ ପାଇଁ ଆଜି ହେବ ରଥ କାଠ ଅନୁକୂଳ । ଶ୍ରୀ ନଅର ସମ୍ମୁଖ ରଥ ଖଳାରୁ ଅଣାଯିବ ରଖକାଠ । ପରାମ୍ପରା ଅନୁଯାୟୀ ତିନିଖଣ୍ଡ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ । ଶୋତ୍ରୀୟ ବ୍ରାହ୍ମଣମାନେ ବାଗଦେବୀ…
ସରିଲା ରଥଯାତ୍ରା, ଭଙ୍ଗାଯାଉଛି ତିନି ରଥ… କୁଆଡେ ଯାଏ ତିନି ରଥର ଭଗ୍ନାବଶେଷ?
ଶେଷ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ନବଦିନାତ୍ମକ ଯାତ୍ରା ଶେଷ ହେବା ପରେ ରତ୍ନ ସିଂହାସନକୁ ବାହୁଡ଼ିଛନ୍ତି ଶ୍ରୀଜୀଉ, କାଲି ତିନିଠାକୁରଙ୍କର ନୀଳାଦ୍ରି ବିଜେ ସମ୍ପନ୍ନ ହୋଇଛି…
ସୁନାବେଶ ପାଇଁ ଟ୍ରାଫିକ ବ୍ୟବସ୍ଥା, ଜାଣନ୍ତୁ କେଉଁଠି କରିବେ ପାର୍କିଂ
ପୁରୀ : ଆଜି ୩ ଠାକୁରଙ୍କ ପବିତ୍ର ସୁନାବେଶ । ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଦର୍ଶନର କାର୍ଯ୍ୟକ୍ରମ । ତେବେ ସୁନାବେଶ ନେଇ ଟ୍ରାଫିକ ବ୍ୟବସ୍ଥାକୁ କଡା କଡି କରାଯାଇଛି । ଟ୍ରାଫିକ ବ୍ୟବସ୍ଥା ଲାଗି ୫୧ ପ୍ଲାଟୁନ…
ସୁନାବେଶରେ ଦର୍ଶନ ଦେବେ ମହାବାହୁ: ୫ଟାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ
ପୁରୀ: ପୁରୀ ଶ୍ରୀ ମହାପ୍ରଭୁଙ୍କ ଆଜି ସୁନାବେଶ । ଗତକାଲି ବାହୁଡ଼ା ଯାତ୍ରା ସରିବା ପରେ ଆଜି ସଂଧ୍ୟା ୫ଟା ସମୟରେ ରଥାରୁଢ ମହାପ୍ରଭୁଙ୍କ ସୁନାବେଶ କାର୍ଯ୍ୟକ୍ରମ ଆରମ୍ଭ ହେବ । ସୁନାବେଶ ନେଇ ଚଳଚଞ୍ଚଳ ସେବାୟତ । ଚାଲିଛି…