Browsing Category
ବିଦେଶ
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କଡ଼ା ଚତାବନୀ; ‘ବଡ ଭୁଲ କରିଦେଲା ହିଜବୁଲ୍ଲା, ଶତ୍ରୁ ନିପାତକୁ କେହି ରୋକିପାରିବେନି’
ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଉପରକୁ ଟାର୍ଗେଟ କରିଥିଲା ହିଜବୁଲ୍ଲା । ତାଙ୍କ ଘର ସିସେରିଆରେ ରହିଥିବା ବେଳେ ଡ୍ରୋନ ଆଟାକ କରାଯାଇଥିଲା । ହେଲେ ସୌଭାଗ୍ୟର ବିଷୟ ଯେ,…
ଋଷ ସହ ଯୁଦ୍ଧରେ ସାମିଲ ହେଲା କି ଉତ୍ତର କୋରିଆ? ୟୁନିଫର୍ମ ଏବଂ ଅସ୍ତ୍ରଶସ୍ତ୍ର ନେଉଥିବାର ନଜର ଆସିଲେ ଯବାନ, Video ଜାରି କଲା ୟୁକ୍ରେନ
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ଅଧିକାରୀମାନେ ଏକ ଭିଡିଓ ଜାରି କରିଛନ୍ତି । ଦାବି କରାଯାଇଛି ଯେ, ଉତ୍ତର କୋରିଆର ଦଶହଜାର ସୈନିକ ଋଷରେ ପହଞ୍ଚିଛନ୍ତି ଏବଂ ୟୁକ୍ରେନ…
ଅଳ୍ପକେ ବର୍ତ୍ତିଗଲେ ବେଞ୍ଜାମିନ୍ ନେତାନ୍ୟାହୁ, ଇସ୍ରାଏଲ ପିଏମଙ୍କ ଘରକୁ ଟାର୍ଗେଟ କଲା ହିଜବୁଲ୍ଲାହ
ନୂଆଦିଲ୍ଲୀ:ଲେବାନନ ଶନିବାର ଇସ୍ରାଏଲ ଉପରେ ପ୍ରତିଶୋଧ ଆକ୍ରମଣ କରିଛି। ରିପୋର୍ଟ ମୁତାବକ, ଲେବାନନ ପକ୍ଷରୁ ଏକ ଡ୍ରୋନ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ମଧ୍ୟ ଇସ୍ରାଏଲ ସହର କେସରିୟାରେ ଏକ ଘର ଉପରେ କରାଯାଇଛି।…
ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନର ଖେଳ ଆରମ୍ଭ; ଶତକ କଲେ ସରଫରାଜ
ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଛି। ଅକ୍ଟୋବର ୧୬ରୁ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହାର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ପ୍ରଥମ…
ମହିଳା ଟି-୨୦ ବିଶ୍ୱକପ୍: ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ, ଟାଇଟଲ ମୁକାବିଲା କରିବ ଦକ୍ଷିଣ ଆଫ୍ରିକା
ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଶାରଜାରେ ଖେଳାଯାଇଥିବା ଏହି ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ୮…
ୟାହ୍ୟା ସିନୱାରଙ୍କ ମୃତ୍ୟୁକୁ ନିଶ୍ଚିତ କଲା ହମାସ, ଖଲିଲ ଅଲ-ହାୟା ହେଲେ ନୂଆ ମୁଖ୍ୟ
ନୂଆଦିଲ୍ଲୀ: ହାମାସର ଜଣେ ବରିଷ୍ଠ ସଦସ୍ୟ ଏହାର ଗୋଷ୍ଠୀ ନେତ୍ରୀ ୟାହ୍ୟା ସିନ୍ୱାରଙ୍କ ମୃତ୍ୟୁ କୁ ନିଶ୍ଚିତ କରିଛନ୍ତି । ଏକ ଭିଡିଓ ବାର୍ତ୍ତାରେ ହାମାସର ଉପନେତା ଖଲିଲ ଅଲ୍ ହାୟା କହିଛନ୍ତି ଯେ ତାଙ୍କ ଗୋଷ୍ଠୀ…
ଷ୍ଟଡିରୁ ନୂଆ ଖୁଲାସା: ମଙ୍ଗଳ ଗ୍ରହର ବରଫପାତ ଅଞ୍ଚଳ ତଳେ ଏଲିୟନ ରହିଥିବା ନେଇ ବଢ଼ିଲା ସମ୍ଭାବନା
ନୂଆଦିଲ୍ଲୀ: ଏଲିୟନଙ୍କ ବିଷୟରେ ଅଧିକ ତଥ୍ୟ ହାସଲ କରିବା ପାଇଁ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ପ୍ରୟାସ ଜାରି ରଖିଥିବା ବେଳେ ଏହା ମଧ୍ୟରେ ଏକ ନୂଆ ଖୁଲାସା ହୋଇଛି । ମଙ୍ଗଳ ଗ୍ରହର ବରଫପାତ ଅଞ୍ଚଳରେ ଏଲିୟନ ଜୀବନକୁ…
ଏକ ଚାଞ୍ଚଲ୍ୟକର ଆବିଷ୍କାର! ଜଣେ ପୁରୁଷଙ୍କ ଶରୀରରେ ରହିଥିଲା ୩ଟି ଲିଙ୍ଗ, ବୈଜ୍ଞାନିକମାନେ ଖୋଜୁଛନ୍ତି ଏହି ଦୁର୍ଲ୍ଲଭ ମାମଲା ପଛର ରହସ୍ୟ
ନୂଆଦିଲ୍ଲୀ: ଅନେକ ସମୟରେ କିଛି ପୁରୁଷ ବା ମହିଳାଙ୍କୁ ଏକ ବିରଳ ରୋଗ ହୋଇଥାଏ । ଲକ୍ଷେ ବୋ କୋଟିଏ ଲୋକଙ୍କ ମଧ୍ୟରୁ ମାତ୍ର ଜଣେ ଏଭଳି ରୋଗରେ ସଂକ୍ରମିତ ହେଉଥିବାରୁ ଏହି ବିରଳ ରୋଗକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା…
ବାବର ଆଜମ ଓ ଶାହିନ ଶାହ ଦଳରେ ନାହାନ୍ତି, କିନ୍ତୁ ପାକିସ୍ତାନର ବିଜୟ ଉପରେ ଦେଲେ ଏପରି ମନ୍ତବ୍ୟ
ନୂଆଦିଲ୍ଲୀ: ମୁଲତାନରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ଇଂଲଣ୍ଡକୁ ୧୫୨ ରନରେ ପରାସ୍ତ କରିଛି । ଏବେ ବାବର ଆଜମ ଓ ଶାହିନ ଶାହ ଆଫ୍ରିଦି ଏହି ବିଜୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଶୃଙ୍ଖଳାର…
ଗାଜା ଉପରେ କିଏ କରିବ ଶାସନ, କାହା ହାତକୁ ଯିବ ଶାସନ ଡୋରି?
ଜେରୁଜେଲମ: ଏକ ବର୍ଷରୁ ଅଧିକ ସମୟ ଧରି ହମାସ ସହ ଯୁଦ୍ଧ କରିବା ପରେ ଇଜରାଏଲକୁ ମିଳିଛି ସଫଳତା । ବର୍ଷେ ତଳେ ତେଲ ଅଭିବ ଉପରେ ଆକ୍ରମଣ କରି ପ୍ରାୟ ୧୨ଶହ ନାଗରିକଙ୍କୁ ମାରିବାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା…