Browsing Category
ବିଦେଶ
(Video) ଏପରି ସ୍ୱାଧୀନତା ଦିବସ ପାଳନ କଲେ ଜୁକରବର୍ଗ, Elon Musk କହିଲେ-‘ମୁଁ ତ କାମ କରିବା..’
ନୂଆଦିଲ୍ଲୀ: ଆମେରିକାର ୨୪୮ ତମ ସ୍ୱାଧୀନତା ଦିବସ ଅବସରରେ ମେଟା ସିଇଓ ମାର୍କ ଜୁକରବର୍ଗ ଆମେରିକାର ପତାକା ହାତରେ ଧରି ବିୟର ପିଇ ସର୍ଫିଙ୍ଗ କରି ସେଲିବ୍ରେସନ କରୁଛନ୍ତି । ଜୁକରବର୍ଗଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ…
ଇରାନ ରାଷ୍ଟ୍ରପତି ନିର୍ବାଚନରେ ଜିତିଲେ ମାସୁଦ ପେଜଶକିୟାନ
ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଖବର । ଇରାନ ରାଷ୍ଟ୍ରପତି ନିର୍ବାଚନରେ ମାସୁଦ ପେଜେଶକିୟାନ ବିଜୟୀ ହୋଇଛନ୍ତି । ଦେଶର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଉଦାରବାଦୀ ନେତା ମାସୁଦ…
ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜାଣନ୍ତୁ ଭାରତୀୟ ବଂଶୋଦ୍ଭବ ଲିସା ନନ୍ଦି କିଏ ?
ଲଣ୍ଡନ: ଶୁକ୍ରବାର ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିୟର ଷ୍ଟାର୍ମର(Keir Starmer) ନିଜ କ୍ୟାବିନେଟ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ କ୍ୟାବିନେଟରେ ଭାରତୀୟ ବଂଶୋଦ୍ଭବ ମହିଳା ନେତାଙ୍କୁ ସାମିଲ କରିଛନ୍ତି…
ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଗଜିନ୍ଦର ସିଂହର ପାକିସ୍ତାନରେ ମୃତ୍ୟୁ
ନୂଆଦିଲ୍ଲୀ: ଭାରତର ୱାଣ୍ଟେଡ ତାଲିକାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଗଜିନ୍ଦର ସିଂହର ମୃତ୍ୟୁ ଘଟିଛି । ଗଜିନ୍ଦର ପାକିସ୍ତାନର ଲାହୋରରେ ୭୪ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଇଣ୍ଡିଆନ…
ପାକିସ୍ତାନରେ Ban ହେଲା ସୋସିଆଲ ମିଡିଆ ! ଜାଣନ୍ତୁ ଶହବାଜ୍ ସରକାର କାହିଁକି ନେଲେ ଏଭଳି ନିଷ୍ପତ୍ତି ?
ଇସଲାମାବାଦ: ଦିନକୁ ଦିନ ସୋସିଆଲ ମିିିଡିଆ ଆମ ଦୈନନ୍ଦିନ ଜୀବନକୁ ଅନେକାଂଶରେ ପ୍ରଭାବିତ କରିବାରେ ଲାଗିଛି । ଏଥିମଧ୍ୟରେ ପାକିସ୍ତାନ ଶହବାଜ୍ ସରକାର ଦେଶରେ ସୋସିଆଲ ମିଡିଆ ଚଳାଇବା ଉପରେ Ban ଲଗାଇଛନ୍ତିି । କହିରଖୁଛୁ…
ବ୍ରିଟେନ୍ ନିର୍ବାଚନ: ପରାଜୟ ପରେ କ’ଣ କହିଲେ ଋଷି ସୁନକ?
ନୂଆଦିଲ୍ଲୀ: ବ୍ରିଟେନ ସାଧାରଣ ନିର୍ବାଚନରେ କଞ୍ଜର୍ଭେଟିଭ୍ ପାର୍ଟିର ପରାଜୟ ପରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଟେନ୍ ଡାଉନିଂ ଷ୍ଟ୍ରିଟ୍ ବାହାରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ନିଜ ଅଭିଭାଷଣରେ ସେ ଦଶନ୍ଧି ମଧ୍ୟରେ…
(video) movie review: ଟ୍ରେନରେ ଚଢିବାକୁ ଭୟ କରିବେ ଏ ସିନେମା ଦେଖିଲେ, ଲକ୍ଷ୍ୟ ଲାଲୱାନୀ- ରାଘବ ଜୁୟାଲଙ୍କ ଦମଦାର ଆକ୍ସନ
ଓଡିଶା ଭାସ୍କର: କିଲ! ସିନେମାଟି ଭାରତରେ ଆଜି ରିଲିଜ ହୋଇଛି । ସିନେମାରେ କେବଳ ରହିଛି ଆକ୍ସନ, ଆକ୍ସନ ଓ ଆକ୍ସନ । ତାହାସହ ସିନେମାରେ ଅଛି ସାଧାରଣ କାହାଣୀ, ମାତ୍ର ମେକର୍ସ ତାହାକୁ ଅସାଧାରଣ ଭାବରେ ପରଦାରେ ଫୁଟାଇ…
କରଣ ସିଂ ଗ୍ରୋବରଙ୍କ ସନ୍ତାନ ପ୍ରେମରେ ବାୟା ଆଲିଆ…
ଓଡିଶା ଭାସ୍କର: ଆଲିଆ ଭଟ୍ଟ ଓ ବିପାଶୁ ବସୁ ନିଜ ଜୀବନର ସୁନ୍ଦର ମୁହୂର୍ତ୍ତର ଆନନ୍ଦ ନେଉଛନ୍ତି । ବଲିଉଡର ଏହି ଦୁଇ ଅଭିନେତ୍ରୀ କିଛି ବର୍ଷ ପୂର୍ବେ ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀରୁ ମା’ ହେବାର ସୌଭାଗ୍ୟ ପ୍ରାପ୍ତ…
ଜୀବଜନ୍ତୁଙ୍କ ଭଳି ଏହି ଦେଶରେ ଗାଡିକୁ ଚେନରେ ବାନ୍ଧନ୍ତି ଲୋକେ…
ଓଡିଶା ଭାସ୍କର: ଦୁନିଆର ପ୍ରତ୍ୟେକ ମଣିଷ ନିଜର ପରିଶ୍ରମରେ ଅର୍ଜିତ ଧନକୁ ସୁରକ୍ଷିତ ରଖିବାକୁ ଚାହେଁ । ଯେକେହି ବି ନିଜ ଉପାର୍ଜିତ ଧନରେ ଆଭୂଷଣ, ଜମି, ଗାଡି ବା ଅନ୍ୟ କିଛି କିଣିଥାଏ, ତାହାକୁ ସୁରକ୍ଷିତ ଭାବରେ…
ରୁଷି ସୁନକ ବ୍ରିଟେନରେ ହାରିବାର ଏହି ବଡ଼ କାରଣ, ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ଏହାର ପ୍ରଭାବ
ଓଡ଼ିଶା ଭାସ୍କର (ନୂଆଦିଲ୍ଲୀ): ବ୍ରିଟେନରେ ରୁଷି ସୁନକ ନିଜର ପରାଜୟକୁ ସ୍ୱୀକାର କରିଛନ୍ତି । ବର୍ତ୍ତମାନ ଲେବର ପାର୍ଟୀର କୀର ଷ୍ଟାର୍ମର ବ୍ରିଟେନର ପ୍ରଧାନମନ୍ତ୍ରୀ ହେବେ । ବ୍ରିଟେନରେ ୬୫୦ ସିଟରୁ ସରକାର ହେବା ପାଇଁ…