Browsing Category

ବିଦେଶ

ବଡ଼ ଖବର: ପୋଲିସ ଷ୍ଟେସନରେ ଭୟଙ୍କର ବିସ୍ଫୋରଣ, ୧୩ ଜଣଙ୍କର ମୃତ୍ୟୁ ; ୫୦ ଅଧିକ ଆହତ

ପେଶୱାର: ଉତ୍ତର ପଶ୍ଚିମ ପାକିସ୍ଥାନରେ ଆତଙ୍କବାଦ ବିରୋଧୀ ଗୁଳିମାଡ଼ ଦୁଇଟି ବିସ୍ଫୋରଣରେ ସୋମବାର ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି ।…

ମିଳିଲା ନୂଆ ରହସ୍ୟ! ଧଳା କେଶ ପୁଣି ଥରେ କଳା ହୋଇପାରିବ, ଧଳା କେଶ ଉଠିବା ବନ୍ଦ, ଜାଣନ୍ତୁ ବୈଜ୍ଞାନିକଙ୍କ ଆବିଷ୍କାର

ନୂଆଦିଲ୍ଲୀ: ବୟସ ବଢ଼ିବା ସହିତ ମଣିଷର କେଶର ରଙ୍ଗ ଧଳା ହେବା ଏକ ସାଧାରଣ କଥା । ତେବେ ଆଜିକାଲି ଅନେକ ଯୁବପୀଢ଼ିଙ୍କର କେଶ ବୟସ ପୂର୍ବରୁ ଧଳା ହୋଇଯାଉଥିବା ଦେଖାଯାଉଛି । ଏହାକୁ ନେଇ ସେମାନେ ଚିନ୍ତିତ ରହିଥାନ୍ତି ।…

ପ୍ରସିଦ୍ଧ ଲେଖକ ତାରେକ ଫତହଙ୍କ ପରଲୋକ

ନୂଆଦିଲ୍ଲୀ: ଜଣାଶୁଣା ସ୍ତମ୍ଭକାର ତଥା ଲେଖକ ତାରେକ ଫତହ ଆଉ ନାହାନ୍ତି । ତାରେକ କ୍ୟାନସରରେ ସଂକ୍ରମିତ ହୋଇ ଗତ କିଛିଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ନେଇ ତାଙ୍କ ଝିଅ ନତାଶା ଫତହ ସ୍ପଷ୍ଟ…

ସେଲଫି ନେଉଛି ଜୀବନ: ଏଣିକି ସେଲଫି ନେଲେ ୨୫ ହଜାର ଜରିମାନା ଗଣିବେ, ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲାଗୁ ହେବ ନିୟମ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସେଲଫି ନିଶା ଯୁବପୀଢ଼ିଙ୍କ ମଧ୍ୟରେ ଖୁବ୍ ଦେଖିବାକୁ ମିଳୁଛି । ସାଧାରଣ ଭାବେ ସେଲଫି ନେଲେ ଯଦିଓ ସେପରି କିଛି ଅସୁବିଧା ହୁଏ ନାହିଁ, ତେବେ ଅନେକ ସମୟରେ ଅସାବଧାନତା ହିଁ ବିପଦକୁ ଡାକି…

ଦେଖନ୍ତୁ ହୃଦୟ ବିଦାରକ ଦୃଶ୍ୟ ; ଏତେ ସ୍ୱାର୍ଥପର ହୋଇପାରେ ମଣିଷ, ପୋଷା କୁକୁରକୁ ଫିଙ୍ଗି ଦେଇ ଚାଲିଗଲେ ମହିଳା

ନୂଆଦିଲ୍ଲୀ : ମଣିଷ କେତେ ସ୍ୱାର୍ଥ ପର ହୋଇ ପାରେ ତାହା କେହି କଳ୍ପନା କରିପାରିବେ ନାହିଁ । ଯେଉଁଠି ସେମାନେ ମଣିଷକୁ ମାନୁ ନାହାନ୍ତି, ନିଜ ଜନ୍ମ କଲା ବାପା-ମାଙ୍କୁ ମାନୁ ନାହାନ୍ତି, ସେଇଠି ପୋଷା କୁକୁର ର ଅବସ୍ଥା…

ଦ ବର୍ଣ୍ଣିଂ ପ୍ଲେନ୍ ! ମଝି ଆକାଶରେ ଲାଗିଲା ନିଆଁ …ଦେଖନ୍ତୁ ଭିଡିଓ

ୱାଶିଂଟନ : ମଝି ଆକାଶରେ ନିଆଁ ବାହାରୁଛି । ରବିବାର ଦିନ ଆମେରିକୀୟ ଏୟାରଲାଇନ୍ସର ଉଡନ୍ତା ବିମାନରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏକ ପକ୍ଷୀ ମାଡ ହେବା ପରେ ଏକ ଇଞ୍ଜିନରୁ ନିଆଁ ବାହାରିବା ଆରମ୍ଭ…

ସକାଳୁ ସକାଳୁ ଭୂକମ୍ପ ; ୭.୩ ତୀବ୍ରତାରେ ଜୋରଦାର କମ୍ପନ ଅନୁଭୂତ, ସୁନାମି ଚେତାବନୀ

ନୂଆଦିଲ୍ଲୀ : ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଜାରି ରହିଛି । ଭାରତୀୟ ସମୟ ଅନୁଯାୟୀ ଏହି ଆଜି ସକାଳ ୬.୧୧ ରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡର କରମାଡେକ୍ ଦ୍ୱୀପପୁଞ୍ଜରେ ୭.୩ ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ…

ଭବିଷ୍ୟତର ବିଶ୍ୱ ପାଇଁ ସତର୍କ ଘଣ୍ଟି: ରୁଷ-ୟୁକ୍ରେନ ଯୁଦ୍ଧ ବଢ଼ାଇଲା ଚିନ୍ତା, ଆହତଙ୍କ ଠାରେ କାମ କରୁନି ଆଣ୍ଟିବାୟୋଟିକ- ଭୟଙ୍କର ରିସର୍ଚ୍ଚ…

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧର ଭୟଙ୍କର ପରିଣତ ଆଜି ସାରା ବିଶ୍ୱ ଭୋଗୁଛି । ତଥାପି ଏହି ଦୁଇ ଦେଶ ନିଜର ଜିଦରେ ଅଟଳ ରହି ଯୁଦ୍ଧ ସମାପ୍ତି ଘୋଷଣା କରୁନାହାନ୍ତି । ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ)ରେ…

World Bank- UN Report: ଭାରତ ଓ ଚାଇନା ପ୍ରତିଯୋଗିତା, ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ କାହାର ସ୍ଥାନ କେଉଁଠି

ନୂଆଦିଲ୍ଲୀ: ଜନସଂଖ୍ୟା ଦୃଷ୍ଟିରୁ ଭାରତ ଚୀନକୁ ଟପି ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି । ତେବେ ଭାରତର ଜନସଂଖ୍ୟା ଏବେ ୧୪୨.୮୬ କୋଟି ରହିଥିବା ବେଳେ ଚୀନର ଜନଂସଖ୍ୟା ୧୪୨.୫୭ କୋଟି ରହିଛି । ଅର୍ଥାତ ଦୁଇ ଦେଶର…

ଆଜି କୋଟି କୋଟି ମୋବାଇଲ ଫୋନରେ ଚେକ୍ କରାଯିବ ଏମରଜେନ୍ସି ଆର୍ଲଟ ସିଷ୍ଟମ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ବ୍ରିଟେନରେ ଆଜି ଅପରାହ୍ନ ୩ ଟାରେ କୋଟି କୋଟି ମୋବାଇଲରେ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ଯାଞ୍ଚ କରାଯିବ। ଏହି ସମୟରେ, ସମସ୍ତ ଫୋନ୍ ଏକାସାଙ୍ଗରେ ଏକ ଉଚ୍ଚ ଆଲାର୍ମ ବଜାଇବ ଏବଂ କମ୍ପିବ। ସମାନ ଜରୁରୀକାଳୀନ…