Browsing Category

ବିଦେଶ

ତାଲିବାନ ଅକ୍ତିଆରରେ ଆଉ ଏକ ଅଞ୍ଚଳ; ଜାଣନ୍ତୁ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନୀଙ୍କ ଆତଙ୍କ ଜାରି ରହିଛି। ଜଣେ ତାଲିବାନୀ କହିବା ଅନୁସାରେ ମାଓବାଦୀମାନେ କାବୁଲର ପଶ୍ଚିମ ଦିଗର ଏକ ପ୍ରମୁଖ ପ୍ରାଦେଶିକ ରାଜଧାନୀକୁ ନିଜ ଅକ୍ତିଆରକୁ ନେଇଛନ୍ତି।…

ଫାଟିଲା ତେଲ ଟାଙ୍କି; ଜୀଅନ୍ତା ଜଳିଗଲେ ୨୦

ନୂଆଦିଲ୍ଲୀ: ଭାରତ ଏହାର ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଲେବାନନରେ ଘଟିଯାଇଛି ଭୟଙ୍କର ଦୁର୍ଘଟଣା । ଲେବାନନରେ ଏକ ତେଲ ଟ୍ୟାଙ୍କର ଫାଟିଯିବା କାରଣରୁ ୨୦ ଜଣ ଲୋକ ଜୀଅନ୍ତା ଜଳି ଯାଇଛନ୍ତି । ଏହା ସହିତ…

କରୋନାର କରାଳ ରୂପ: ପ୍ରତି ୨ ମିନିଟରେ ଜଣେ ହରାଉଛନ୍ତି ପ୍ରାଣ, ହସ୍ପିଟାଲରେ ଆକ୍ରାନ୍ତ ଭର୍ତ୍ତି

ତେହରାନ୍: କରୋନା ସଂକ୍ରମଣ ପୂରା ଦେଶରେ ତାଣ୍ଡବ ରଚିଥିବା ବେଳେ ଇରାନ୍ ରେ ଏହାର ଭୟଙ୍କର ରୂପ ଦେଖିବାକୁ ମିଳିଛି । କରୋନା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଦେଶ ମାନଙ୍କ ମଧ୍ୟରେ ଇରାନ୍ ରହିଛି । ସେଠାରେ କରୋନାର କରାଳ…

ତାଲିବାନ୍ ହାତକୁ ଗଲା ରାଜଧାନୀ କାବୁଲ!

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ମାନେ ଆତଙ୍କ ଖେଳାଇ ଚାଲିଛନ୍ତି । ଦିନକୁ ଦିନ ସେମାନଙ୍କ ଅତ୍ୟାଚାର ନିରୀହ ଲୋକଙ୍କ ଉପରେ ବୃଦ୍ଧି ପାଇବାରେ ଲାଗିଛି । ଦେଶର ଅଧିକାଂଶ ପ୍ରଦେଶରେ ତାଲିବାନ ମାନେ କାବୁ…

ପାକିସ୍ତାନର କରାଚୀରେ ଗ୍ରେନେଡ ମାଡ଼, ଚାରି ଶିଶୁ ସମେତ ୧୦ ମୃତ

ଶନିବାର ପାକିସ୍ତାନର ସ୍ୱତନ୍ତ୍ରତା ଦିବସ ଥିବାବେଳେ କରାଚୀ ଠାରେ ହୋଇଛି ଗ୍ରେନେଡ ମାଡ଼ । ଏହି ଗ୍ରେନେଡ ଆକ୍ରମଣ କରାଚୀ ସହରର ବଳଦିୟା ଟାଉନର ମାୱାଚ ଗୋଥ ଅଞ୍ଚଳ ନିକଟରେ ଏକ ଟ୍ରକ ଉପରକୁ ହୋଇଥିଲା । ଏଥିରେ ଚାରି ଜଣ…

ପଶ୍ଚିମ ହାଇତିରେ ୭.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଶନିବାର ୱେଷ୍ଟର୍ଣ୍ଣ ହାଇତିରେ ୭.୦ ତିବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ପେଟିଟି ଟ୍ରୋଉ ଡେ ନିପ୍ସ ଠାରୁ ୮ କିମି ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି । ଯାହାର ଗଭୀରତା ୧୦ କିମି ପର୍ଯ୍ୟନ୍ତ…

ଟିକା ନେବା ପାଇଁ ୨୦ ବର୍ଷ ପରେ ସର୍ବିଆ ଗୁମ୍ଫାରୁ ବାହାରିଲେ ଏହି ବ୍ୟକ୍ତି, ଟିକାକରଣ ପରେ କହିଲେ ଏପରି

ନୂଆଦିଲ୍ଲୀ: ଗୋଟେ ପଟେ ଯେଉଁଠି କରୋନା ମହାମାରୀ ପାଇଁ ପୃଥିବୀର ଲୋକମାନେ ଟିକା ଉପରେ ଭରସା କରୁଛନ୍ତି । ଅନ୍ୟପଟେ ଟିକା ନେବାକୁ କିଛି ଲୋକ ପଛଘୁଞ୍ଚା ଦେଉଛନ୍ତି । ହେଲେ ଟିକା ନେବାପାଇଁ ସର୍ବିୟାର ପାହାଡ଼କୁ ନିଜ ଘର…

ଅଫଗାନ୍ ମହିଳାଙ୍କୁ ଆତଙ୍କବାଦୀଙ୍କ ସହ ବିବାହ କରିବାକୁ ବାଧ୍ୟ କରୁଛି ତାଲିବାନ୍

ନୂଆଦିଲ୍ଲୀ: ଆଫଗାନିସ୍ତାନର ଅଧିକାଂଶ ସହରରେ ତାଲିବାନୀ ମାନେ କବଜା କରିଥିବା ବେଳେ ଏବେ ଲୋକମାନଙ୍କ ଉପରେ ସେମାନଙ୍କ ଘୃଣ୍ୟ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି । ଅଫଗାନ୍ ମହିଳା ମାନଙ୍କୁ ଆତଙ୍କବାଦୀଙ୍କ ସହ ବିବାହ…

ବଢ଼ିଲା ତାଲିବାନ୍ ଶାସନ: ଆଫଗାନିସ୍ତାନରେ ବ୍ୟାନ୍ ହେଲା କରୋନା ଟିକା, ବୃଦ୍ଧି ପାଉଛି ଶରଣାର୍ଥୀ ଶିବିର

ନୂଆଦିଲ୍ଲୀ: ତାଲିବାନ ଆତଙ୍କବାଦୀ ମାନେ ଆଫଗାନିସ୍ତାନର ଏକ ବଡ଼ ଅଞ୍ଚଳ ଉପରେ ନିୟନ୍ତ୍ରଣ କରିସାରିଲେଣି । ଧୀରେ ଧୀରେ ସେମାନେ ପୂରା ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇଯିବେ ବୋଲି ସଫା ସଫା ପ୍ରତୀତ ହେବା ଆରମ୍ଭ…

କ୍ଷମତା ବଦଳିବାରୁ ସ୍ୱର ବି ବଦଳିଲା, ନେପାଳ କହିଲା- ଭାରତ ସ୍ପେଶାଲ, ଚୀନ କେବେ ବି ଏହାର ସ୍ଥାନ ନେଇ ପାରିବ ନାହିଁ

ନୂଆଦିଲ୍ଲୀ : ନେପାଳରେ ବର୍ତ୍ତମାନ ନେପାଳି କଂଗ୍ରେସର ସରକାର । ଆଉ ଦେଶର ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତିି ଶେର ବାହାଦୂର ଦେଉବା । ପ୍ରଧାନମନ୍ତ୍ରୀ ପଦ ଦାୟିତ୍ୱ ଗ୍ରହଣ କରିବାରେ ତାଙ୍କୁ ଏକ ମାସ ହୋଇଗଲାଣି । ଏହା…