fbpx
Browsing Category

ବିଦେଶ

କରୋନାରେ କେବଳ ଆମେରିକାରେ ମରିବେ ୮୦ହଜାର ଲୋକ !

ମହାମାରୀ କରୋନାରେ ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୨୫ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏବେ ବି ଅନ୍ୟୁନ ୬ ଲକ୍ଷ ଲୋକ ଆକ୍ରାନ୍ତ । କିନ୍ତୁ ଗବେଷକଙ୍କ ଦାବି ମୁତାବକ ଏହି ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ।…

ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍ କରୋନା ପଜିଟିଭ୍

ଲଣ୍ଡନ,୨୭ ।୩: ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ ଏଥିରେ ସଂକ୍ରମିତ ହୋଇଛନ୍ତି । ତାଙ୍କର ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ…

ଗୁରୁଦ୍ୱାରରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ, ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

କାବୁଲ,୨୫ ।୩: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ଗୁରୁଦ୍ୱାର ଉପରେ କିଛି ଆତଙ୍କବାଦୀମାନେ ଆଜି ଆତ୍ମଘାତୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ରୁ ୯ ଲୋକ ଗୁରୁତର ଆହତ…

କରୋନା ପରେ ଚୀନରେ ଆଉ ଏକ ନୂଆ ମାରାତ୍ମକ ‘ହନ୍ତା’ ଭାଇରସର ପ୍ରବେଶ: ଜଣେ ମୃତ, ଜାଣନ୍ତୁ ଏହାର ଲକ୍ଷଣ

ବର୍ତ୍ତମାନ ସୁଦ୍ଧା ଚୀନ୍ କରୋନା ଭାଇରସରୁ ମୁକ୍ତି ପାଇବାକୁ ସକ୍ଷମ ହୋଇନଥିବା ବେଳେ ଆଉ ଏକ ନୂଆ ଭୂତାଣୁ ବିସ୍ତାର ହେବାର ଖବର ଆସିଛି । ଚୀନର ସରକାରୀ ଗଣମାଧ୍ୟମ ପ୍ରତିଷ୍ଠାନ ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଚୀନର…