Browsing Category
ବିଦେଶ
ସିକ୍ରେଟ୍ ସୁଡ଼ଙ୍ଗ ଭିତରେ ଟ୍ରେନରେ ଯାତ୍ରା କରନ୍ତି ସବୁଠୁ ପାୱାରଫୁଲ୍ ରାଷ୍ଟ୍ରପତି
ନୂଆଦିଲ୍ଲୀ: ୱାଶିଂଟନ୍ ରେ ଥିବା କ୍ୟାପିଟୋଲ ସିକ୍ରେଟ୍ ସବ୍-ୱେର ଉପଯୋଗ ଆମେରିକାର ରାଷ୍ଟ୍ରପତିଙ୍କ ସମେତ ଅନ୍ୟ ବଡ଼ ବଡ଼ ବ୍ୟକ୍ତିତ୍ୱ ମାନେ ଗତ ୧୦୦ ବର୍ଷ ଧରି କରିଆସୁଛନ୍ତି । ଆମେରିକୀ ରାଷ୍ଟ୍ରପତି, ସୁପ୍ରିମକୋର୍ଟର…
କ୍ରୁରତାର ଚରମସୀମା ଡେଇଁଲା ତାଲିବାନି: ବାପାଙ୍କ ଭୁଲ ପାଇଁ ନୀରିହ ଶିଶୁକୁ ଦେଲେ ଏପରି ଦଣ୍ଡ
କାବୁଲ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ନୀରିହ ନାଗରିକଙ୍କ ଉପରେ ତାଲିବାନି ମାନେ ଅତ୍ୟାଚାର କରିବାରେ ଲାଗିଛନ୍ତି । ତେଣୁ ଦେଶର ସ୍ଥିତି ଏବେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ସେଠାରେ ବର୍ତ୍ତମାନ ଆତଙ୍କ ଓ…
ଚୀନର ଉତ୍ତର-ପୂର୍ବ ଭାଗରେ ବିଦ୍ୟୁତ୍ ସଙ୍କଟ, ଫ୍ୟାକ୍ଟ୍ରି-ମଲ୍ ବନ୍ଦ
ନୂଆଦିଲ୍ଲୀ: ଚୀନର ଉତ୍ତର ପୂର୍ବ ଅଞ୍ଚଳରେ ବିଦ୍ୟୁତ୍ ସଙ୍କଟ ଏବେ ବଢ଼ିବାରେ ଲାଗିଛି । ଅବସ୍ଥା ଏପରି ହୋଇଛି ଯେ, ଅନେକ କାରଖାନା, ମଲ୍, ଦୋକାନ ବନ୍ଦ କରିବାକୁ ପଡୁଛି ଓ ସାଧାରଣ ଲୋକଙ୍କ ଘରେ ସମସ୍ୟା ସୃଷ୍ଟି ହେଉଛି ।…
କରୋନା ଭାଇରସ୍ ବଞ୍ଚାଇଲା ମହିଳାଙ୍କ ଜୀବନ, ଜାଣନ୍ତୁ କିପରି
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ଭାଇରସ୍ ଖଳନାୟକ ଭାବେ ଉଭା ହୋଇଛି । ମାତ୍ର ଜଣେ ମହିଳାଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ଘଟିଛି । କରୋନା ଜଣେ ତାଙ୍କର ଜୀବନ ବଞ୍ଚାଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ…
ଟି-୨୦ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍: ଅଧିକ ଦର୍ଶକଙ୍କୁ ସୁଯୋଗ ଦେବାକୁ ଅନୁମତି ଲୋଡିଲା ବିସିସିଆଇ ଓ ଇସିବି
ଦୁବାଇ: ଚଳିତ ବର୍ଷର ଟି-୨୦ କ୍ରିକେଟ ବିଶ୍ୱକପ ଓମାନ ଓ ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବ । ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ନଭେମ୍ବର ୧୪ ତାରିଖ ଦିନ ସମାପ୍ତ ହେବ ବିଶ୍ୱକପ । ତେବେ କରୋନା ଆତଙ୍କ ଜାରି ରହିଥିବା…
ଅଚାନକ୍ କୁକୁରଙ୍କ ରଙ୍ଗ ହେଲା ନୀଳ, ୪ ବର୍ଷ ପୂର୍ବରୁ ଭାରତରେ ଘଟିଥିଲା ଏପରି ଘଟଣା
ଆପଣ କେବେ ନୀଳ ବା ସବୁଜ ରଙ୍ଗର କୁକୁର ଦେଖିଛନ୍ତି କି? କେବଳ ହୋଲି ଦିନକୁ ବାଦ୍ ଦେଇ ଆପଣ ଏହି ରଙ୍ଗର କୁକୁରକୁ କେବେବି ଦେଖିନଥିବେ । କୁକୁର ଏପରି ଏକ ଜୀବ, ଯାହାକୁ ସବୁଠାରୁ ଅଧିକ ପ୍ରେମ, ଗାଳି ଓ ଅପମାନ ମିଳିଥାଏ…
ଭିଡିଓ ଗେମରେ ଚ୍ୟାଲେଞ୍ଜ ଦେଖି ୨୩ଟି ଚୁମ୍ଭକର ଗୋଲି ଗିଳିଦେଲା ୬ ବର୍ଷ ଶିଶୁ
ନୂଆଦିଲ୍ଲୀ: ଏବେ ଛୋଟ ପିଲାଙ୍କ ପାଇଁ କାଳ ସାଜିଛି ଭିଡିଓ ଗେମ୍ । ଖାସ୍ କରି କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ପିଲାମାନେ ମୋବାଇଲ ସହିତ ଅଧିକ ସମୟ ବିତାଉଛନ୍ତି । ଏହି ପରିପ୍ରେକ୍ଷୀରେ ଜଣେ ଛୋଟ ପିଲାକୁ ଭିଡିଓ…
ବଡ଼ ପାଦ ଥିବା ପୁରୁଷ ମାନେ ହୋଇଥାନ୍ତି ଧୋକାବାଜ୍, ଜାଣନ୍ତୁ କଣ କହୁଛି ଅଧ୍ୟୟନ
ଲଣ୍ଡନ: ଯଦି ଆପଣଙ୍କ ପାଦର ସାଇଜ୍ ବଡ଼ ତେବେ ଆପଣଙ୍କ ପାଟନର୍ ଆପଣଙ୍କ ଉପରେ ସନ୍ଦେହ କରିପାରନ୍ତି । କାରଣ ଏକ ସର୍ଭେରୁ ଜଣାପଡ଼ିଛି ଯେ, ବଡ଼ ପାଦ ଥିବା ପୁରୁଷ ମାନେ, ଛୋଟ ପାଦ ଥିବା ପୁରୁଷଙ୍କ ତୁଳନାରେ ଅଧିକ ଧୋକା…
ଏଠାରେ ଗୋରା ଶିଶୁଙ୍କୁ ମିଳିଥାଏ ମୃତ୍ୟୁଦଣ୍ଡ, ଆଉ କଳା ଶିଶୁଙ୍କୁ…
ଆଜି ବି ଆଦିବାସୀ ଲୋକମାନେ ଦୁନିଆଠାରୁ ଅଲଗା ଭାବେ ନିଜ ଜୀବନ ବିତାଉଛନ୍ତି । ସେହି ଆଦିବାସୀଙ୍କ ପରମ୍ପରା ମଧ୍ୟ ସୁବୁଠାରୁ ଅଲଗା ହୋଇଥିବା ବେଳେ ସେମାନେ ଏହାର ପାଳନ କରିଥାନ୍ତି । ଏପରି ଏକ ପ୍ରଥା ଆଣ୍ଡମାନରେ…
ବିଶ୍ୱର ୧ ନମ୍ବର ଧନୀ ଏଲନ ମସ୍କଙ୍କ ବ୍ରେକଅପ୍, ମାତ୍ର ୩ ବର୍ଷର ରିଲେସନସିପ ଭାଙ୍ଗିବାର ଏହା ଥିଲା କାରଣ
ନୂଆଦିଲ୍ଲୀ: ଟେସଲାର ଫାଉଣ୍ଡର ଓ ସିଇଓ ଏଲନ ମସ୍କଙ୍କୁ କିଏ ବା ନଜାଣେ । ବର୍ତ୍ତମାନେ ସେ ଦୁନିଆର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ୧ ନମ୍ବର ସ୍ଥାନରେ ରହିଛନ୍ତି । ତିନି ବର୍ଷ ରିଲେସନସିପରେ ରହିବା ପରେ ଏଲନ ଓ ତାଙ୍କ…