Browsing Category
ବିଦେଶ
କୁହୁଡ଼ି ଯୋଗୁ ଡାକ୍ତରଖାନା ବିଲ୍ଡିଂରେ ଫସିଲା ହେଲିକପ୍ଟର, ପାଇଲଟଙ୍କ ସମେତ ୪ ମୃତ
ଅଙ୍କାରା: ତୁର୍କୀର ସାଉଥ୍ୱେଷ୍ଟରେ ଥିବା ଏକ ଡାକ୍ତରଖାନାରେ ହେଲିକପ୍ଟର ଦୁର୍ଘଟଣା ଘଟିଛି । ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନଙ୍କ ଭିତରେ ୨ ଜଣ ପାଇଲଟ, ଜଣେ ଡାକ୍ତର ଏବଂ ଜଣେ ହେଲିକପ୍ଟର କର୍ମଚାରୀ…
ଏହିସବୁ ଦେଶରେ ପାଳନ ହୁଏନି ‘Merry Christmas Day’: କାହିଁକି? ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ: ଆମେରିକା ରୁ ୟୁରୋପ ଏବଂ ବିଶ୍ୱର ଅନେକ ସ୍ଥାନରେ ଖ୍ରୀଷ୍ଟମାସ ଦିନ ଠାରୁ ଆରମ୍ଭ ହୋଇଥିବା ଉତ୍ସବ ନୂତନ ବର୍ଷର ସ୍ୱାଗତ ଉତ୍ସବ ପରେ ହିଁ ସମାପ୍ତ ହୋଇଥାଏ । ଏଥି ସହିତ, ଅନେକ ଦେଶରେ ୧୦ ଦିନରୁ ଏକ ମାସ…
(Video) ପିଏମ୍ ମୋଦୀଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନ ‘ଦି ଅର୍ଡର ଅଫ୍ ମୁବାରକ ଅଲ କବୀର’: ମିଳିଲା ୨୦ତମ ଅନ୍ତର୍ଜାତୀୟ ସମ୍ମାନ
ନୂଆଦିଲ୍ଲୀ: ଦୀର୍ଘ ୪୩ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ କୁଏତ ଗସ୍ତରେ ଯାଇଛନ୍ତ । ଏହି ବିଦେଶ ଗସ୍ତ ଅବସରରେ ପିଏମ୍ ମୋଦୀ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ କୁଏତରେ…
Big Breaking: କୁଏତରେ ଓଡ଼ିଆ ଯୁବକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଦୁଇ ଦିନିଆ ଗସ୍ତରେ କୁଏତ ଯାଇଛନ୍ତି ପିଏମ ମୋଦୀ। ତେବେ କୁଏତରେ ଭାରତୀୟ ଶ୍ରମିକଙ୍କ ସହ ପ୍ରଧାନମନ୍ତ୍ରୀ ଅଲୋଚନା କରିଛନ୍ତି। ସେହି କ୍ୟାମ୍ପରେ ଜଣେ ଗଞ୍ଜାମ ଖଲ୍ଲିକୋଟ ଯୁବକଙ୍କ ସହ କଥା ହେଲେ ପିଏମ…
(Video) ବିଶ୍ୱ ପଢିବ ଭାରତର ପୁରୁଣା ଗାଥା… ଆରବୀ ଭାଷାରେ ରାମାୟଣ, ମହାଭାରତ: ପ୍ରକାଶକଙ୍କୁ ଭେଟିଲେ ମୋଦୀ
ନୂଆଦିଲ୍ଲୀ: ବର୍ତ୍ତମାନ ୨ ଦିନିଆ କୁୱେତ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଠାରେ ପହଞ୍ଚି ସେ ଦୁଇ ଜଣ ପ୍ରଖ୍ୟାତ ବ୍ୟକ୍ତିତ୍ୱ ଅବଦୁଲ୍ଲା ଅଲ ବରୌନ ଏବଂ ଅବଦୁଲ ଲତୀଫ ଅଲ ନେସେଫଙ୍କୁ ଭେଟିଛନ୍ତି ।…
(Video) ଟେକ୍ନୋଲୋଜିର ଚମତ୍କାର! ନା କ୍ୟାଶ, ନା QR କୋଡ୍, କେବଳ ହାତ ଦେଖାଇଲେ ପେମେଣ୍ଟ ଆପେଆପେ ହୋଇଯାଉଛି
ନୂଆଦିଲ୍ଲୀ: ଆଜିର ବିଜ୍ଞାନ ଯୁଗରେ ବୈଜ୍ଞାନିକମାନେ ନୂଆ ନୂଆ ଟେକ୍ନାଲୋଜି ବାହାର କରିବା ଫଳରେ ଅନେକ କାର୍ଯ୍ୟ ସହଜସାଧ୍ୟ ହୋଇଯାଉଛି । ତେବେ ଏହା ମଧ୍ୟରେ ଏକ ଟେକ୍ନାଲୋଜି ଅସମ୍ଭବକୁ ସମ୍ଭବ କରିଦେଇଛି । ଏଣିକି…
ପାକିସ୍ତାନର ଖାଇବର ପାଖ୍ଟନଖୱାଠାରେ ବଡ଼ ଆକ୍ରମଣ: ୧୬ ଯବାନ ମୃତ, ୮ ଆହତ
ଇସଲାମବାଦ: ପାକିସ୍ତାନର ଖାଇବର ପାଖ୍ଟନଖୱାଠାରେ ଏକ ବଡ଼ଧରଣର ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୧୬ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଥିବା କୁହାଯାଉଛି । ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ କର୍ଡନ କରି…
୧୯୮୧ରେ କୁଏତ ଯାଇଥିଲେ ଇନ୍ଦିରା ଗାନ୍ଧୀ, ୪୩ ବର୍ଷ ପରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ କୁଏତ ଗସ୍ତରେ ଯିବେ । ୧୯୮୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଗସ୍ତ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କୁଏତ…
INDvsAUS: ଚତୁର୍ଥ ଟେଷ୍ଟ୍ ପୂର୍ବରୁ ଅଷ୍ଟ୍ରେଲିଆ ନେଲା ବଡ଼ ପଦକ୍ଷେପ, ଟିମ୍ ଇଣ୍ଡିଆକୁ ରହିବାକୁ ପଡ଼ିବ ସତର୍କ
ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ଡିସେମ୍ବର ୨୬ରୁ ମେଲବର୍ଣ୍ଣରେ ଖେଳାଯିବ। ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବେ ୧-୧ରେ ସମାନ ରହିଛି। ଏଭଳି ସ୍ଥିତିରେ ଏହି ଟେଷ୍ଟ ମ୍ୟାଚ୍ ଉଭୟ ଦଳ ପାଇଁ…
ଖ୍ରୀଷ୍ଟମାସ୍ ବଜାରରେ ଆତଙ୍କ; ହଠାତ୍ ମାଡ଼ିଗଲା କାର, ୬୦ରୁ ଉର୍ଦ୍ଧ୍ୱ ଆହତ, ୨ ମୃତ
ଜର୍ମାନୀ: ଜର୍ମାନୀ ମାଗଡେବର୍ଗ ଖ୍ରୀଷ୍ଟମାସ୍ ମାର୍କେଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ପ୍ରାୟ ୭୦ ଲୋକଙ୍କ ଉପରେ ମାଡ଼ିଯାଇଥିଲା । ଶୁକ୍ରବାର ଏହି କାର ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…